ଜିତିଲେ ଦୀପିକା, ହାରିଲେ ଦିନେଶ, ମହିଳା କମିଶନ ଅର୍ଡରରେ ହାଜର ହେଲା ପୁରା ପରିବାର |

dipika 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା କମିଶନରରେ ହାଜର ହୋଇଛନ୍ତି ଦିନେଶ ଦିପିକା , ଆଉ ଏହିଥର କୈଣସି ପ୍ରକାରର ବାଁ ଦେଇ ପାରିନାହାଁନ୍ତି ଦିନେଶ । ଉପସ୍ଥିତ ରହିଛନ୍ତି ମହିଳା କମିଶନରେ ହେଲେ ଚୁପ୍ ରହଛନ୍ତି କୈଣସି ବି ପ୍ରତିକ୍ରିୟା ଦେବାରୁ । ତେବେ ଆଜି ମହିଳା କମିଶନରେ ହାଜର ହୋଇଥିଲେ କେ ଦିନେଶ ଏବଂ ଏହା ସହିତ କେ ଦିପିକା ।

ବ୍ରହ୍ମପୁର ଦେଶୀ ବେହେରା ସାହି ର ସେହି ଘଟଣା ଅର୍ଥାତ ଦିପିକା ଙ୍କ 100 ରୁ ଦିର୍ଘ ଦିନ ଧରି ଦିଆଜାଇଥିବା ଅନସନ । ଆଜି ମହିଳା କମିଶନ ଙ୍କର ଚାପ ପ୍ରୟୋଗ ପରେ ଉପସ୍ଥିତ ରହିଛିଲେ ଦିନେଶ , ତାଙ୍କ ବାପା , ଏବଂ ତାଙ୍କ ମାଆ ଏହା ସହିତ ଦିପିକା ବି ଆସି ଉପସ୍ଥିତ ରହିଥିଲେ । ହେଲେ ଘଟଣା ନେଇ କେହିବିି ମୁହଁ ଖୋଲିନାହାଁନ୍ତି ।

dipika

ତେବେ ତାଙ୍କୁ ଏହି ନେଇ ବାରମ୍ବାର ପ୍ରଶ୍ନ ପଚରା ଯିବା ସ୍ୱତେ ବି ଚୁପ ରହିଥିଲେ ଦିନେଶ ଆଉ ଏହା ପରେ ସେ ଦୈଡି ଜାଇ ନିଜର କାର ମଧ୍ୟରେ ବସି ଜାଇ ଥିଲେ । ଏବଂ ତାଙ୍କ ମାଆ ଏବଂ ବାପା ଙ୍କୁ ବି ସେହି ପ୍ରଶ୍ନ ପଚରା ଯିବା ପରେ ସମସ୍ତେ ଚୁପ୍ ରହିଥିଲେ । ଏବଂ କହିଥିଲେ ଏହି ପ୍ରଶ୍ନ ଜାଇ ମହିଳା କମିଶନର ମେଡ୍ୟମ୍ କୁ ପଚାରନ୍ତୁ ।

ତେବେ ଦିିପିକା 100 ରୁ ଉର୍ଦ୍ଧ ଦିନ ହେବେ ଧାରଣା ରେ ବସି ରହିଛନ୍ତି । କିଏ କହୁଛି ଦିପିକା ର ସ୍ୱପ୍ନ ରେ ଆସୁଛି ଦିନେଶ ଆଉ କିଏ କହୁଛି ପୁଅ କୁ କୋଳେଇବା ପାଇଁ ଦିନେଶ ରାଜି ଅଛନ୍ତି । ତ ଆଉ କିଏ କିଏ ଅନେକ କିଛି କାହାଣୀ ବି କହୁଛନ୍ତି ।

Dinesh

ହେଲେ ଏହି ସବୁ ପଛର ସତ କଥାଟି କଣ ତାହା ଏବେ ବି ପଦାକୁ ଆସି ପାରି ନାହିଁ । ତେବେ ଡିଏନେ ଟେଷ୍ଟ ରିପୋର୍ଟ କହିଦେବ ଦିପିକା ଙ୍କ ପୁଅ ଦିନେଶ ଙ୍କର କି ନାହିଁ । ହେଲେ ଅନ୍ୟ ପଟେ ସମାଜ ରେ ଘଟୁଥିବା ଏହି ପରି ଘଟଣା ଉପରେ ଏକ ସ୍ପଷ୍ଟ ଉତ୍ତର ର ବି ଆବଶ୍ୟକତା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *