ମେଡିକାଲରେ ସ୍ୱାମୀକୁ ଛାଡି ପ୍ରେମୀକ ସହ ଫେରାର ହେଲେ ଦୀପିକା |

dipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରୋଗ ଶଯ୍ୟା ରେ ପଡିଛି ସ୍ୱାମୀ ହେଲେ ସ୍ତ୍ରୀ ପିନ୍ଧିଲା ଆଉ କାହା ହାତର ସିନ୍ଦୁର ଯେଉଁ ଅବସ୍ଥାରେ ସ୍ୱାମୀ ର ସେବା କରିବା କଥା ସେହି ସମୟ ରେ ସ୍ତ୍ରୀ ଆଉ କାହା ସହିତ ବେଦି ରେ ବସିଥିଲା । ଆଉ ବିବାହ କରିନେଲା ଆଉ କାହାକୁ । ହଁ ବନ୍ଧୁଗଣ ଏହି ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ର 6 ମୈଜା ଗ୍ରାମ ରେ ଉକ୍ତ ଗ୍ରାମରେ ଦିପିକା ରାଣୀ ନାମକ ଜଣେ ଯୁବତୀ ।

ତେବେ ବନ୍ଧୁଗଣ ଦିପିକା ରାଣୀ କୁଞୀ ବିହାରି ଦତ୍ତ ନାମକ ଜଣେ ଯୁବକ ଙ୍କୁ 2020 ମସିହା ରେ ବିବାହ କରିଥିଲେ ଏବଂ ଉଭୟ ଙ୍କର ବର୍ଷ କର ଶିଶୁ କନ୍ୟା ମଧ୍ୟ ରହିଛି । ତେବେ ଏହି କିଛି ଦିନ ପୂର୍ବରୁ କୁଞୀ ବିହାରି ଙ୍କ ଶରୀର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଦିପିକା ମେଡିକାଲ ରେ ଭର୍ତ୍ତି କରି ଆଉ ଫେରି ନଥିଲେ ।

dipika a

ବହୁତ ଖୋଜା ଖୋଜି ପରେ ଦିପିକା ଫୋନ ରିସିଭ୍ କରିଥିଲେ । ଏବଂ କହିଥିଲେ ଯେ ସେ ଖରିଦା ଗାଁ ର ଜଗା ନାମକ ଜଣେ ଯୁବକ ଙ୍କୁ ବିବାହ କରି ନେଇଛନ୍ତି । ଏବଂ ତାଙ୍କ ମଧ୍ୟରେ ତିନି ବର୍ଷର ପ୍ରେମ ସଂମ୍ପର୍କ ଥିଲା ବୋଲି ଦିପିକା କହିଛନ୍ତି ।

ଏପଟେ ସ୍ୱାମୀ ଅପରେସନ ପାଇଁ ଦିପିକା ମେଡିକାଲ ରେ ଭର୍ତ୍ତି ଥିବା ବେଳେ ଦିପିକା ଙ୍କୁ ନେହୁରା ହୋଇ ଫେରି ଯିବାକୁ କହିଥିଲେ ମଧ୍ୟ ସେ ନିରାଶ ହୋଇଥିଲେ । ଦିପିକା ତାଙ୍କ ପ୍ରେମିକ ସହିତ ଫେରାର ହେବା ବେଳେ ତାଙ୍କର ଦୁଇ ବର୍ଷର ଝିଅ ଙ୍କୁ ମଧ୍ୟ ସାଙ୍ଗରେ ନେଇ କରି ଜାଇଛନ୍ତି ।

ଦିପିକା ବିବାହିତ ଜାଣି ମଧ୍ୟ ପ୍ରେମିକ ନିଜ ଇଚ୍ଛାରେ ବିବାହ କରିଛନ୍ତି ବୋଲି କହିଛନ୍ତି । ନିଜ ସ୍ୱାମୀ ଙ୍କୁ ଅସୁସ୍ଥ ଅବସ୍ଥା ରେ ଛାଡି ପଳେଇ ଆସିବା ପରେ ତାଙ୍କୁ ଟିକେ ବି ଅନୁତାପ ନାହିଁ । ଏହି ଭଳି ଘଟଣା ସ୍ଥାନିୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ