ଅତିଶୀଘ୍ର ମମ୍ମି – ଡ଼ାଡି ହେବାକୁ ଯାଉଛନ୍ତି ଦୀପିକା ଏବଂ ରଣବୀର ! କମେଣ୍ଟ କରି ନିଜେ କହିଥିଲେ !

Spread the love

ବଲିଉଡର ଅତ୍ୟନ୍ତ ଲୋକପ୍ରିୟ ଯୋଡି ଦୀପିକା ଏବଂ ରଣବୀର ସିଂହ ଅଧିକାଂଶ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚିତ ରହିଥାନ୍ତି । ହଁ ଆଜ୍ଞା, ଦୀପିକା ଏବଂ ରଣବୀର ସିଂହଙ୍କ ଯୋଡି ଏହି ଦିନ ଗୁଡ଼ିକରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି, ଯେଉଁଥି ପାଇଁ ସେମାନେ ଦୁହେଁ ଅଧିକାଂଶରେ ନିଜର ଫୋଟୋ ମଧ୍ୟ ସେୟାର କରିଥାନ୍ତି । ଏତିକି ହିଁ ନୁହେଁ, ଦୀପିକା ଏବଂ ରଣବୀର ସିଂହ ନିଜର ଫ୍ୟାନସ୍ ମାନଙ୍କୁ ଖୁସି କରିବା ପାଇଁ ଆତ୍ମୀୟ ଜୀବନର କଥା ମଧ୍ୟ ସେୟାର କରିଥାନ୍ତି, ଯେଉଁଥିରେ କି ସୋସିଆଲ ମିଡିଆରେ ଦୁହିଁଙ୍କ ପାଇଁ ଭଲ ପାଇବାର ବ୍ୟକ୍ତ କରିବାରେ ମଧ୍ୟ ପଛକୁ ହଟି ନଥାନ୍ତି । ଏହା ସହିତ ଦୀପିକା ପାଦୁକୋଣ ରଣବୀର ସିଂହଙ୍କ ପୋଷ୍ଟରେ ଏକ କମେନ୍ଟ କରିଛନ୍ତି, ଯାହାଦ୍ଵାରା ଗର୍ଭବତୀ ହେବାର ଖବର ବ୍ୟାପିବାରେ ଲାଗିଲା । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ ଅଛି ?

ଦୀପିକା ଏବଂ ରଣବୀର ସିଂହ ଗତ ବର୍ଷ ହିଁ ବିବାହ କରିଛନ୍ତି, ଯାହା ପରେ ବର୍ତ୍ତମାନ ଦୁହେଁ ପିତା ମାତା ହେବାର ଖବର ଭାଇରାଲ ହେବାରେ ଲାଗିଛି । ଏହି ଖବର ଦୀପିକା ପାଦୁକୋଣଙ୍କ ଏକ କମେଣ୍ଟ ସୁଚାଇଥିଲା, ଯାହାକି ସେ ରଣବୀର ସିଂହଙ୍କ ଏକ ପୋଷ୍ଟରେ କରିଥିଲେ । ଆପଣଙ୍କୁ ଜଣାଇ ଦଉଛୁ କି ଦୀପିକା ଏବଂ ରଣବୀର ସିଂହ ଦୁହେଁ ହିଁ ଜଣେ ଅନ୍ୟ ଜଣଙ୍କର ପୋଷ୍ଟରେ କମେଣ୍ଟ କରିଥାନ୍ତି, କିନ୍ତୁ ଏହି କମେଣ୍ଟରେ ଭବିଷ୍ୟତ ସଫା ହୋଇ ଠିକ୍ ଭାବରେ ଦେଖାଯାଉଛି କି ତାଙ୍କ ଘରେ ଛୋଟ ଅତିଥି ବୋଧହୁଏ ଆସିବାକୁ ଯାଉଛି, ଯାହାକୁ ନେଇ ଦୁହେଁ ବହୁତ ଖୁସି ନଜର ଆସୁଛନ୍ତି ।

ମାଆ ହେବାକୁ ଯାଉଛନ୍ତି ଦୀପିକା ପାଦୁକୋଣ :

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସୁମାର ଦୀପିକା ପାଡୁକୋଣ ଅତିଶୀଘ୍ର ବହୁତ ବଡ଼ ଖୁସି ଖବର ଦେଇ ପାରନ୍ତି । ଆରେ ଭାଇ, ଏହା ଆମେ ନୁହେଁ, ବରଂ ତାଙ୍କର କମେଣ୍ଟ କହୁଅଛି । ବାସ୍ତବରେ, ଦୀପିକା ପାଦୁକାେଣ ନିଜର ପତି ରଣବୀର ସିଂହର ଏକ ପୋଷ୍ଟ ଉପରେ କମେଣ୍ଟ କରିବାକୁ ଯାଇ “ହେ ଡାଡି” ଲେଖିଥିଲେ ! ଯେଉଁଥିରେ ସେ ବେବି ଭଳି ସ୍ମାଇଲି ମଧ୍ୟ ଲଗାଇ ଥିଲେ । ଏହି କମେଣ୍ଟକୁ ଦେଖି କରି ଏବେ ତାଙ୍କର ଗର୍ଭବତୀ ହେବାର ଚର୍ଚ୍ଚା ବ୍ୟାପିବାରେ ଲାଗିଛି । ଏହା ମନେ କରାଯାଉଛି କି ଦୀପିକା ପାଦୁକୋଣ ଗର୍ଭବତୀ ଅଛନ୍ତି, ଯିଏ କି ବହୁତ ଶୀଘ୍ର ଶିଶୁକୁ ଜନ୍ମ ଦେଇପାରନ୍ତି ।

ଦୀପିକାଙ୍କର ଗର୍ଭବତୀ ହେବାର ବ୍ୟାପିଛି ଖବର :

ଦୀପିକା ପାଦୁକୋଣଙ୍କ ଗର୍ଭବତୀ ହେବାର ଖବରକୁ ତାଙ୍କର ନିଜ କନେଣ୍ଟରୁ ତୋ ମିଳିଛି କିନ୍ତୁ ଏହା ସହିତ ଅର୍ଜୁନ କପୁରଙ୍କ କମେଣ୍ଟ ମଧ୍ୟ ଏହି କଥାକୁ ନିଶ୍ଚିତ କରିଦେଇଛି । ପ୍ରକୃତରେ, ଅର୍ଜୁନ କପୁର କହିଥିଲେ କି ଭାଇ, ଭାଉଜ ଆପଣଙ୍କୁ ଶୀଘ୍ର ଗୋଟିଏ ଖୁସି ଖବର ଦେବାକୁ ଯାଉଛନ୍ତି । ଏହାର ଅର୍ଥ ହେଉଛି କି ଦୀପିକା ପାଦୁକୋଣ ମାଆ ହେବାକୁ ଯାଉଛନ୍ତି, ଯାହାର ସେ ଇଙ୍ଗିତ କରି ଦେଇଛନ୍ତି । ଜଣାଇ ଦେଉଛି କି ଦୀପିକା ଏବଂ ରଣବୀର ସିଂହଙ୍କ ଫ୍ୟାନସ୍ ଏହା ଚାହୁଁଛନ୍ତି କି ଶୀଘ୍ର ବର୍ତ୍ତମାନ ଏକ ଛୋଟ ଅତିଥି ଆସୁ କିନ୍ତୁ କେବେ ଆସିବ, ଏହା ତୋ ସମୟ ହିଁ କହିବ ।

ଫିଲ୍ମ୍ ୮୩ରେ ଦୁହେଁ ଆସିବେ ନଜର :

ଦୀପିକା ଏବଂ ରଣବୀର ସିଂହଙ୍କର ଆସୁଥିବା ଫିଲ୍ମ୍ ୮୩ ଅଟେ, ଯେଉଁଥିରେ ଦୁହେଁ ପତି ଏବଂ ପତ୍ନୀର ଚରିତ୍ର ତୁଲାଇବାର ନଜର ଆସିବେ । ଏହି ଫିଲ୍ମରେ ରଣବୀର କପିଲ୍ ଦେବଙ୍କ ଚରିତ୍ର ତୁଲାଉଛନ୍ତି । ତେବେ ସେଠାରେ ଦୀପିକା ପାଦୁକୋଣ କପିଲ୍ ଦେବଙ୍କ ପତ୍ନୀଙ୍କ ଚରିତ୍ର ତୁଲାଇବେ । ଏହାର ଅର୍ଥ ସଫା ଅଟେ କି ବର୍ତ୍ତମାନ ଦୁହେଁ ବୋକ୍ସ ଅଫିସରେ ଧମାଲ୍ କମାଲ୍ କରିବା ପାଇଁ ପ୍ରସ୍ତୁତି ହୋଇଯାଇଛନ୍ତି କିନ୍ତୁ ଏହା ପୂର୍ବରୁ ତାଙ୍କର ମାତାପିତା ହେବାର ଖବର ନିଆ ଭଳି ବ୍ୟାପିବାରେ ଲାଗିଛି ।