ବାପାଙ୍କ ମୃ-ତୁ ଖବର ଶୁଣି କାନ୍ଦି କାନ୍ଦି ସ୍ପେନରୁ ଦୌଡ଼ି ଆସିଲେ ଦୀପାଳି

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ପେନ ରୁ କାନ୍ଦି କାନ୍ଦି ଫେରିଲେ ମନ୍ତ୍ରୀ ନବଦାସ ଙ୍କ ଝିଅ ହଁ ବନ୍ଧୁଗଣ ବାହାର ଦେଶରେ ରହି ପାଠ ପଢୁଥିଲେ ଆଉ ହଠାତ ଏହି ଖବର ଯେତେବେଳେ ସୁଣିଲେ ସେ ସହି ପାରି ନଥିଲେ । ଆଉ କାନ୍ଦି କାନ୍ଦି ଫେରିଛନ୍ତି ନବଦାସ ଙ୍କ ଝିଅ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କୁ ହଠାତ ଗୁଳି କରି ହ-ତ୍ୟା କରାଯିବା ସମୟରେ ତାଙ୍କ ଝିଅ ଦାପିଳି ଘରେ ଉପସ୍ଥିତ ନଥିଲେ ।

ସ୍ପେନ ର କୈଣସି ର ବିଶ୍ୱ ବିଦ୍ୟାଳୟ ର ପାଠ୍ୟ କ୍ରମ ରେ ଦିପାଳି ନାମ ଲେଖେଇ ଥିବା ଜଣା ପଡିଛି । ଆଉ ସେହିଠି ରହି ସେ ପାଠ ପଢୁଥିଲେ ସେହିଥି ପାଇଁ ସେ ସେଠାକୁ ଜାଇ ଥିବା ବେଳେ ଖବର ପାଇ ସେ ତୁରନ୍ତ ଫେରି ଆସିଥିଲେ । ତେବେ ସୋମବାର ଦିନ ଝାଡସୁଗୁଡା ସ୍ଥିତ ଘରେ ପହଁଚି ଥିଲେ ଦିପାଳି । ସେଠାରୁ ସିଧା ଜାଇ ଅନ୍ତିମ ଶଭା ଯାତ୍ରାରେ ସାମିଲ ହୋଇଥିଲେ ।

girl 1

ଆଉ ଆଖିରୁ ଲୁହ ସୁଖୁ ନଥିଲା ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଝିଅ ଦିପାଳି କୁ ରାଜନୀତି କୁ ଆଣିବା ପାଇଁ ସଂମ୍ପର୍ଣ୍ଣ ପ୍ରୟାସ କରୁଥିଲେ ନବଦାସ । ବ୍ରଜରାଜ ନଗର ଉପନିର୍ବାଚନ ରେ ଦିପାଳି କୁ ଟିକେଟ ଦେବା ନେଇ ଅନେକ ଚର୍ଚ୍ଚା ହେଉଥିଲା । ଆଉ ଝିଅ ମଧ୍ୟ ଅନେକ କାର୍ଯ୍ୟ କ୍ରମ ରେ ସାମିଲ ହେଉଥିଲେ ।

ହେଲେ ପରେ ଅଳକା ମହାନ୍ତି ଙ୍କୁ ଟିକେଟ ଦାବା ପାଇଁ ନିସ୍ପତି ନେଇଥିଲା ଦଳ । ଆଉ ଅଳକା ମଧ୍ୟ ନିର୍ବାଚନ ରେ ବିଜୟ ହାସଲ କରିଥିଲେ । ହେଲେ ରାଜନୀତିରେ ଭବିଷ୍ୟତ ଆଗକୁ ବଢିବାକୁ ଚାହିଁଥିଲେ ଦିପାଳି । ହେଲେ ଯେଉଁ ବାପା ପଛରେ ରହି ବଳ ଦେଉଥିଲେ ଆଜି ସେହି ବାପା ଚାଲିଜାଇଛନ୍ତି । ଆଉ ଦିପାଳି ଙ୍କ ଆଖିରୁ ସୁଖୁନି ଲୁହ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ