8 ଡିସେମ୍ବର ଠାରୁ ଭାରତରେ ପ୍ରଚଳିତ ହେବାକୁ ଯାଉଛି ଏହି 5ଟି ନୁଆଁ ନିୟମ

Spread the love

ଆଜିର ଵିଷୟ ହେଉଛି 8 ଡିସେମ୍ବରଠାରୁ ଭାରତରେ ଲାଗୁ ହେବାକୁ ଯାଉଥିବା 5ଟି ନୁଆଁ ନିୟମ ର ଭାରତରେ ବଡ଼ ଘୋଷଣା । ଯୋଡି ଆପଣ ମଧ୍ୟ ଏକ ଭାରତୀୟ ନାଗରିକ ତେବେ ଏହି ଖବରକୁ ଶେଷ ପର୍ଯ୍ୟନ୍ତ ପଢିବା ଦରକାର । 8 ଡିସେମ୍ବରଠାରୁ ଏମିତି 5ଟି ନୁଆଁ ନିୟମ ଦେଶରେ ଲାଗୁ ହେବାକୁ ଯାଉଛି । ଯାହା ବିଷୟରେ ଆପଣ ସମସ୍ତଙ୍କୁ ଜାଣିବା ଜରୁରୀ ଅଟେ । ଆସନ୍ତୁ ଜାଣିବା କଣ ସେ 5ଟି ନୁଆଁ ନିୟମ :-

1. ଜଂଘାଇ ଷ୍ଟେସନ 5 ଡିସେମ୍ବର ରୁ 7 ଡିସେମ୍ବର ପର୍ଯ୍ୟନ୍ତ ରେଳ ପରିଚାଳନା ବନ୍ଦ ରହିବ । ଏହି କାରଣରୁ ବାରଣାସୀ ଭଦୋହି ଭୟା ଲଖନଉ ପରି ରୋଡ଼ ନନ ଇଣ୍ଟରଲୋକୀଙ୍ଗ କାରଣରୁ ବନ୍ଦ ରହିବ ।

2. 8 ଡିସେମ୍ବର ପରଠାରୁ ଅଫ ଫିଜିକାଲ ସେୟର ଟ୍ରାନ୍ସଫର୍ କରିପାରିବେ ନାହିଁ ।

3. ସମସ୍ତଙ୍କୁ ବନାଇବାକୁ ପଡିବ ପାନ କାର୍ଡ । ଯଦି ଆପଣଙ୍କ ବର୍ଷର ଉପାର୍ଜନ 2.50 ଲକ୍ଷ୍ୟରୁ ଅଧିକ ହୁଏ ତେବେ ଆପଣଙ୍କୁ ପାନ କାର୍ଡ କରିବା ଜରୁରୀ ଅଟେ ।

4. ଯଦି ଆପଣ ପାନ କାର୍ଡ ବନେଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ପିତାଙ୍କ ନାମ ସ୍ଵର୍ଣ୍ଣ ରୂପେ ଭରିବାକୁ ଜରୁରୀ ନାହିଁ ଅର୍ଥାତ ଏବେ ଆପଣ ପାନ କାର୍ଡରେ ପିତାଙ୍କ ନାମ ନ ଦେଇ ବନାଇ ପାରିବେ ।

5. ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ନିୟମର ପରିବର୍ତ୍ତନ କରିଛି । ଯଦି ଆପଣ 1 ଲକ୍ଷରୁ ଅଧିକ ଦେଣନେଣ କରୁଛନ୍ତି ତେବେ ଆପଣ ମାସରେ ଅନଲିମିଟେଡ଼ ATM ଟ୍ରାଞ୍ଜେକ୍ସନ କରି ପାରିବେ ।