ବାପା ଓ ଦାଦା କୋଟିପତି ଅଟନ୍ତି, କିନ୍ତୁ ଝିଅଟି ସାଧାରଣ ପୋଷାକ ପିନ୍ଧିଥାନ୍ତି । ଯଦି ବିଶ୍ୱାସ ଲାଗୁନି ତେବେ ସ୍ୱୟଂ ଦେଖନ୍ତୁ ।

Spread the love

ଗତ କେତେ ବର୍ଷରୁ ବଲିଉଡ ଷ୍ଟାରଙ୍କ ପିଲାମାନଙ୍କ ଜଳୱା ଦେଖିବାକୁ ମିଳୁଛି । ଏଭଳି ଅନେକ ଷ୍ଟାରସ୍ ଙ୍କ ପିଲାମାନେ ଅଛନ୍ତି; ଯେଉଁମାନେ ସୋସିଆଲ ମିଡ଼ିଆରେ ନିଜ ସୁନ୍ଦର ଫୋଟଗୁଡ଼ିକୁ ଶେୟର କରି ଅନେକ ଲୋକଙ୍କ ହୃଦୟରେ ଆକର୍ଷଣ କରୁଛି । କିନ୍ତୁ ଆଉ କେତେଜଣ ତ ଆଜି ପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରି ନାହାନ୍ତି । ଯେଉଁମାନେ ସୋସିଆଲ ମିଡିଆରେ ଫୋଟ ଶେୟର କରୁଛନ୍ତି, ବର୍ତ୍ତମାନ ଠାରୁ ହିଁ ସେମାନଙ୍କ ସୁନ୍ଦର ଚେହେରା ସମସ୍ତଙ୍କୁ ବହୁତ ଆକର୍ଷଣ କରୁଅଛି । ସେଭଳି ଜଣେ ଅଛନ୍ତି ସନାୟା କପୁର ଯିଏ କି ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି ।

ଆପଣଙ୍କୁ କହିବାକୁ ଚାହୁଁଛୁ କି, ସନାୟା କପୁର ସଞ୍ଜୟ କପୁରଙ୍କ ଝିଅ ଅଟନ୍ତି ଓ ତାଙ୍କ ଦାଦା ବଲିଉଡର ଲୋକପ୍ରିୟ ଅଭିନେତା ଅନୀଲ କପୁର । ସନାୟା କପୁର ୧୯ ବର୍ଷର ଅଟନ୍ତି, ଯିଏକି ନଭେମ୍ବର ୩, ୧୯୯୯ରେ ଜନ୍ମ ହୋଇଥିଲେ । ଆଜିକାଲି ସନାୟା କପୁରଙ୍କ ଫୋଟ ଗୁଡ଼ିକ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଅଛି । କାରଣ ସେ ପିନ୍ଧିଥିବା ପୋଷାକ ଲୋକମାନଙ୍କୁ ବହୁତ ପସନ୍ଦ ଲାଗୁଛି ।

ଅଳ୍ପ ଦିନ ପୂର୍ବେ ସନାୟା କପୁର ଡାନ୍ସ ଅଭ୍ୟାସ କରିବା ପାଇଁ ବାହାରକୁ ଆସୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସେ ଧଳା ରଙ୍ଗର ଦେଶୀ ପୋଷାକ ପିନ୍ଧି ବହୁତ ସୁନ୍ଦର ଦିଶୁଥିଲେ । ମାନିବାକୁ ପଡ଼ିବ, ସେ ଏଭଳି ପୋଷାକ ପିନ୍ଧୁଛନ୍ତି । ସେ ଏଭଳି ପୋଷାକ ପିନ୍ଧି କୌଣସି ଅପ୍ସରା ଠାରୁ କମ ସୁନ୍ଦର ଦିଶୁ ନଥିଲେ । ସମସ୍ତେ ତାଙ୍କ ସୁନ୍ଦରତାକୁ ଦେଖି ବହୁତ ଆକର୍ଷିତ ହୋଇଥିଲେ । ଇଣ୍ଟରନେଟରେ ସନାୟା କପୁରଙ୍କ ଫୋଟ ଦ୍ରୁତ ଗତିରେ ଭାଇରଲ ହେଉଅଛି ।

ସନାୟା କପୁର ଡାନ୍ସ କ୍ଲାସ ପାଖରେ ଦେଖାଯିବାର ଅର୍ଥ ହେଉଛି, ସେ ମଧ୍ୟ ବଲିଉଡକୁ ଆସିପାରନ୍ତି । ଅତି ଶୀଘ୍ର ସେ ବଲିଉଡରେ ଡେବ୍ୟୁ ହୋଇପାରେ । ବଲିଉଡ ଇଣ୍ଡଷ୍ଟ୍ରିରେ ପୁଣି ଏକ ଷ୍ଟାରଙ୍କ ପିଲାର ନାମ ଯୋଡ଼ିଯିବ । କିଛି ଦିନ ପୂର୍ବେ ସନାୟା କପୁର ନିଜ ସାଙ୍ଗ ସୁହାନା ଖାନ୍ ଓ ଅନନ୍ୟା ପାଣ୍ଡେ ସହ ରାତିଅଧରେ ପାର୍ଟି କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ସହିତ ସାହରୁଖ ଖାନ୍ ଙ୍କ ପୁଅ ଆର୍ୟନ ଖାନ୍ ମଧ୍ୟ ଉପସ୍ଥିତ ଥିଲେ । ଏହି ଫୋଟଟି ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇଥିଲା ।