ଦାନ୍ତରେ ଲାଗି ଥିବା ତମାଖୁ, ଗୁଟଖାର ଦାଗ ଓ ହଳଦିଆ ରଙ୍ଗକୁ ଦୂର କରିବାର ଅଛି ତ ନିହାତି ପଢନ୍ତୁ ଏହି ଖବର

Spread the love

ଯେଉଁଭଳି ଭାବରେ ଜଣେ ବ୍ୟକ୍ତି ପାଇଁ ତାର ଚେହେରା ଜରୁରୀ ହୋଇଥାଏ ଠିକ ସେଇପରି ଭାବରେ ବ୍ୟକ୍ତି ପାଇଁ ତା’ର ଦାନ୍ତ ବି ବହୁତ ଜରୁରୀ ହୋଇଥାଏ । ଯେତେବେଳେ କେହି ବ୍ୟକ୍ତି କଥା ହୋଇଥାଏ ତୋ ସବୁଠାରୁ ପ୍ରଥମେ ତାର ଦାନ୍ତ ହିଁ ନଜର ଆସିଥାଏ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପାଇଁ ତାର ଦାନ୍ତ ବହୁତ ଜରୁରୀ ହୋଇଥାଏ । ପାନ ଗୁଟଖା ଏହିସବୁ ଖାଇବା ଦ୍ୱାରା ଦାନ୍ତର ପ୍ରକୃତି ରଙ୍ଗ ବଦଳି ଯାଇଥାଏ ଓ ବିଶେଷ କରି ପାନ ଗୁଟଖା ଖାଇବା ଦ୍ୱାରା ଦାନ୍ତ ହଳଦିଆ ରଙ୍ଗ ହୋଇଯାଇଥାଏ ।

ଆଜିର ଦିନରେ ବହୁତ ଲୋକ ବିଭନ୍ନ ପ୍ରକାରର ଜିନିଷ ସେବନ କରିଥାନ୍ତି । ଯେଉଁଥି କାରଣରୁ ସେଇ ଜିନିଷର ବ୍ୟାକ୍ଟେରିଆ ବ୍ୟକ୍ତିର ଦାନ୍ତରେ ଲାଗି ଯାଇଥାଏ ଆଉ ଯେବେ କେହି ବ୍ୟକ୍ତି କୌଣସି ବି ଜିନିଷ ଖାଇ ସାରିବା ପରେ ଦାନ୍ତ ଭଲ ଭାବରେ ସଫା ନ କରି ଥାଏ ତେବେ ତା ମୁହଁରେ ଥିବା ବ୍ୟାକ୍ଟେରିଆ ସେଇ ଦାନ୍ତରେ ରହିଯାଆନ୍ତି । ଏଥିପାଇଁ ବହୁତ ଲୋକଙ୍କର ଦାନ୍ତ ଆପେ ଆପେ ହଳଦିଆ ହୋଇ ଯାଇଥାଏ ଓ ବେଳେବେଳେ ଦାନ୍ତରେ ମଇଳା ବି ଜମାଟ ବାନ୍ଧି ଦାନ୍ତରୁ ଦୁର୍ଗନ୍ଧ ମଧ୍ୟ ବାହାରି ଥାଏ ଓ ଦାନ୍ତ ଖରାପ ହୋଇଯାଇଥାଏ ।

ବହୁତ ଲୋକ ବିଶ୍ୱାସ କରନ୍ତି ଯେ, ଦାମିକା ଦାମିକା ଟୁଥପେଷ୍ଟର ବ୍ୟବହାର କରିବା ଦ୍ୱାରା ତାଙ୍କର ଦାନ୍ତ ସଫା ହୋଇଯିବ କିନ୍ତୁ ସତ କଥା ତ ଏହା ଯେ, ଟୁଥପେଷ୍ଟରେ କେବଳ ଦାନ୍ତରେ ଥିବା ବ୍ୟାକ୍ଟେରିଆ ସଫା ହୋଇଥାଏ କିନ୍ତୁ ଦାନ୍ତରେ ଲାଗିଥିବା ହଳଦିଆ ରଙ୍ଗ ନୁହେଁ । ଏଥିପାଇଁ ଯଦି ଆପଣଙ୍କର ଦାନ୍ତରେ ଦାଗ ଲାଗି ସାରିଛି ବା ଆପଣଙ୍କର ଦାନ୍ତ ହଳଦିଆ ପଡିଯାଇଛି ତ ଦାମିକା ଦାମିକା ଟୁଥପେଷ୍ଟରେ ନିଜର ପଇସା ବର୍ବାଦ କରନ୍ତୁ ନାହିଁ । ଏହା ସ୍ଥାନରେ ଯଦି ଆପଣ କମଳାର ଚୋପା ଦ୍ୱାରା ନିଜର ହଳଦିଆ ପଡି।ଥିବା ଦାନ୍ତକୁ ଭଲ ଭାବରେ ରଗଡି ସଫା କରିବେ ତ ଆପଣଙ୍କର ଦାନ୍ତ ବହୁତ ଜଳଦି ଚମକିବାକୁ ଲାଗିବ । ଆପଣ ଅଳ୍ପ କିଛି ଦିନ ବ୍ୟବହାର ପରେ ଏହାର ଫଳାଫଳ ଜାଣି ପାରିବେ ।