ପୁଅ ଉପରେ ବିପଦ, ଭୟରେ ମୁଁହ ଖୋଲୁନାହାନ୍ତି ଅର୍ଚ୍ଚନା !

son

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ କାମ ଦେଲାଣି ମୁହଁ ଫୁଟାଣି । ବନ୍ଧା ହେଲେ ଅର୍ଚ୍ଚନା ନାଗ । ପ୍ରଥମ ଦିନରେ ଫୁଟାଣି ମାରୁଥିବା ବେଳେ ଆଜି କିନ୍ତୁ ଚୁପ୍ ରହିଛନ୍ତି । ଇଡି ରିମାଣ୍ଡର ପ୍ରଥମ ଦିନରେ ଅର୍ଚ୍ଚନା ନାଗ ର ଯେଉଁ କଳା ସାମ ରାଜ୍ୟ କୁ ନେଇ ଫୁଟାଣି ମାରୁଥିଲେ ଆଜି ସେଇ ମୁହଁ ରେ ତାଲା ପଡିଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି ।

ପ୍ରଥମ ଦିନରେ ୩୦ ମିନିଟ୍ ରେ ଓଡିଶା ପରିବର୍ତ୍ତନ କରିଦେବା କଥା କହୁଥିବା ଅର୍ଚ୍ଚନା ଆଜି ଚୁପ୍ କାହିଁକି । ଗଣ ମାଧ୍ୟମ ପ୍ରଶ୍ନର ଉତ୍ତର ରଖୁ ନାହାନ୍ତି । କାହିଁକି ଚୁପ୍ ରହୁଛନ୍ତି ଅର୍ଚ୍ଚନା । ତାଙ୍କୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଅର୍ଚ୍ଚନାଙ୍କ ଦୁର୍ବଳତାକୁ ନେଇ କିଏ ବ୍ଲାକ ମେଲିଙ୍ଗ କରୁ ନାହାଁନ୍ତି ତ । ଏମିତିକି ତାଙ୍କ ପୁଅକୁ ମାରି ଦେବାର ଧମକ ଦେଇ ତାଙ୍କ ପାଟି ଚୁପ କରୁ ନାହାଁନ୍ତି ତ । ଏମିତି ଅନେକ ପ୍ରଶ୍ନକୁ ଚର୍ଚ୍ଚା ଜୋର ଧରିଛି ।

Archana 11

ତେବେ କ’ଣ ଆଗରୁ ପୁଅ କଥା ମନେ ପଡୁ ନଥିଲା । ଏବେ କେମିତି ହଠାତ୍ ମନେ ପଡିଗଲା ପୁଅ କଥା । ପୂର୍ବରୁ ଡିସେମ୍ବର ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଇଡି ୭ ଦିନିଆ ରିମାଣ୍ଡ ରେ ନେଇଥିଲା । ରିମାଣ୍ଡରେ ନେବା ବେଳେ ଅର୍ଚ୍ଚନା ଗଣ ମାଧ୍ୟମ ଆଗରେ ବହୁ ଫୁଟାଣି ମାରି କହିଥିଲା ସମସ୍ତଙ୍କ ମୁଖା ଖୋଲିଦେବି ମାତ୍ର ୩୦ ମିନିଟ୍ ଦିଅନ୍ତୁ । ହେଲେ ୭ଦିନ ଇଡି ରିମାଣ୍ଡର ଜେରାରେ ଅର୍ଚ୍ଚନା ତଦନ୍ତରେ ସହଯୋଗ କରି ନଥିବା କୁହା ଯାଉଛି ।

ସେଦିନ ରିମାଣ୍ଡ ବେଳେ ମୁହଁ ଫୁଟାଣି ମାରିଥିବା ଅର୍ଚ୍ଚନା ଆଜି କୋର୍ଟରେ ଚୁପ୍ କାହିଁକି । ଗଣ ମାଧ୍ୟମ ର କୌଣସି ପ୍ରଶ୍ନରେ ମୁହଁ ଖୋଲି ନାହାଁନ୍ତି ଅର୍ଚ୍ଚନା । ତେବେ ପୂର୍ବରୁ ସବୁ କହିବେ ବୋଲି କହୁଥିବା ଅର୍ଚ୍ଚନା ଏବେ ଚାପରେ କାହିଁକି । ତେବେ ଇଡି ହେପାଜତରେ ରିମାଣ୍ଡରେ ଥିବାବେଳେ କିଏ ପକାଇଲା ଚାପ । ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ତେବେ କିଏ ସେହି ବ୍ୟକ୍ତି ଯାହାର ଚାପରେ ନାଗୁଣୀ ର ଫଁ ଫଁ ବନ୍ଦ ହୋଇ ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ