ଦମନ ଚଳଚିତ୍ର ପାଇଁ ମାମଲା ରୁଜୁ 😮 ! ହେ ଭଗବାନ

daman 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଓଡିଆ ଫିଲ୍ମ ଦମନ ବହୁତ ଚର୍ଚ୍ଚ ର ବିଷୟ ପାଲଟିଛି କି ବହୁତ ଦିନ ପରେ ଓଲିଉଡ ତରଫ ରୁ ଏକ ଦମଦାର ଫିଲ୍ମ ଦର୍ଶନ ଦେଖିବାକୁ ପାଉଛନ୍ତି । ତେବେ ଏହି ଫିଲ୍ମ ପାଇଁ ସବୁ ଆଡେ ଚର୍ଚ୍ଚା । ତେବେ ଆପଣ ମାନଙ୍କୁ କହିରଖିବୁ କି ଏହି ଓଡିଆ ଫିଲ୍ମ ଦମନ IMD ରେ 9.8 ରେଟିଂ ସହିତ ରେଙ୍କ୍ କରୁଛି । ଜାହାକି ଏକ ଓଡିଆ ଫିଲ୍ମ ପାଇଁ ବହୁତ ବଡ କଥା ।

ଏହି ମଧ୍ୟରେ ଦମନ ଫିଲ୍ମ ପାଇଁ ବି ମାମଲା ରୁଜୁ ହୋଇଛି । କଣ ହୋଇଛି ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଓଡିଆ ଫିଲ୍ମ ଦମନ କୁ ଟେକ୍ସ ଫ୍ରୀ କରିବା ପାଇଁ ହାଇକୋର୍ଟ ରେ ରୁଜୁ ହେଲା ଜନ ସ୍ୱାର୍ଥ ମାମଲା । ଆଜି ଆଶିସ କୁମାର ମିଶ୍ର ଏହି ଜନ ସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଖାସ କରି ଦୂର୍ଗମ ଅଞ୍ଚଳ ରେ ଏହି ଫିଲ୍ମ ପ୍ରକାଶନ କରିବା ପାଇଁ ସେ ପ୍ରାର୍ଥନା କରିଛନ୍ତି ।

daman

ଏହା ସହିତ କେପିକେ ଜିଲ୍ଲାରେ ଥିବା ସବୁ ସ୍କୁଲ ଏବଂ ହାଇ ସ୍କୁଲ ମାନଙ୍କରେ ପ୍ରକାଶନ ପାଇଁ ଆବେଦନ କାରୀ ପ୍ରାର୍ଥନା କରିଛନ୍ତି । ତେବେ ପୂର୍ବରୁ ଅନେକ ସତ ଘଟଣା ଉପରେ ଆଧାରିକ ଫିଲ୍ମ କୁ ଟେକ୍ସ ଫ୍ରୀ କରାଜାଇ ଥିବା ବେଳେ ଏହି ଫିଲ୍ମ ବି ଦୂର୍ଗମ ଅଞ୍ଚଳ ରେ ଡାକ୍ତର ଙ୍କ ମହାନତା କୁ ନେଇ ପ୍ରସ୍ତୁତ କରାଜାଇ ଥିବା ବେଳେ ଓଡିଶା ର ପାଣି ପବନ ଓଡିଶା ର ବାସ୍ନା ଏହି ଫିଲ୍ମ ରେ ରହିଥିବା ବେଳେ ସେହିଥି ପାଇଁ ଏହାକୁ ଟେକ୍ସ ଫ୍ରୀ କରାଗଲେ ଏହି ଫିଲ୍ମ କୁ ବିଭିନ୍ନ ଛାତ୍ରଛାତ୍ରୀ ମାନେ ଏହାକୁ ଦେଖି ଅନୁପ୍ରାଣିତ ହୋଇ ପାରିବେ ।

ତେବେ ଏହି ମାମଲ ରାଜ୍ୟ ସରକାର ଙ୍କ ସଚିବ , ରଜସ୍ୱ ବିଭାଗ ଙ୍କୁ ପକ୍ଷ ଭୂକ୍ତ କରାଜାଇଛି । ଏହାକୁ ନେଇ ଆପଣ ମାନଙ୍କ ମତ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *