ବାପା ମୋତେ ହିରୋ କିଏ କରିବ । ମୁଁ ତୁମ ପରି ଅଭିନେତା ହେବାକୁ ଚାହୁଁଥିଲି । ମୋତେ ଏବେ କିଏ ଅଭିନୟ କରିବା ଶିଖେଇବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପା ମୋତେ ହିରୋ କିଏ କରିବ? ମୁଁ ତୁମ ପରି ଅଭିନେତା ହେବାକୁ ଚାହୁଁଛି । ଏବେ ମୋତେ କିଏ ଅଭିନୟ କରେଇବା ଶିଖେଇବ । ସମସ୍ତେ ତୁମ ଅଭିନୟକୁ ପ୍ରସଂଶା କରୁଥୁବା ଦେଖି ମୁଁ ବି ଭାବୁଥିଲି ତମ ପରି ମୁଁ ବି ଅଭିନୟ କରିବି । ତମ ପରି ମୋତେ ବି ଲୋକ ଚିହ୍ନିବେ ।

ହେଲେ ବାପା ତମେ ତ ଚାଲିଗଲ ମୁଁ ଏବେ କ’ଣ ଅଭିନୟ ଶିଖି ପାରିବି । ପିଣ୍ଟୁ ନନ୍ଦଙ୍କର ଚିତା ପାଖରେ ଛିଡା ହୋଇ କାନ୍ଦି କାନ୍ଦି ଏମିତି କିଛି ପ୍ରଶ୍ନ କରିଚାଲିଛି ପିଣ୍ଟୁ ନନ୍ଦଙ୍କର ବଡ ପୁଅ । ପିଣ୍ଟୁ ନନ୍ଦଙ୍କର ବଡ ପୁଅ ପିଣ୍ଟୁଙ୍କ ପରି ହ୍ୟାଣ୍ଡସମ ଏଣ୍ଡ ଗୁଡ ଲୋକିଂ । ପିଣ୍ଟୁ ନନ୍ଦ ସବୁବେଳେ କହୁଥିଲେ ପୁଅ ତୋତେ ମୁଁ ଭଲ ଅଭିନେତାଟିଏ କରିବି ।

boy

ତୁ ଓଡିଆ ସିନେମା ଜଗତର ଭଲ ହିରୋଟେ ହେବୁ । ତୁ ଏମିତି ଅଭିନୟ କରିବୁ ଯେ ତୋତେ ପୁରା ଓଡିଶା ବାସୀ ପ୍ରସଂଶା କରିବେ । ହେଲେ ପିଣ୍ଟୁଙ୍କ ର ଏଭଳି ସ୍ୱପ୍ନ ଅଧା ରହିଗଲା । ପାହାନ୍ତି ରାତିରେ ଦେଖିଥିବା ଏହି ସ୍ୱପ୍ନ ପିଣ୍ଟୁଙ୍କ ର ପୁରା ହୋଇ ପାରିଲା ନାହିଁ । ଯେଉଁ କଥାକୁ ମନେ ପକାଇ ଏବେ କଇଁ କଇଁ ହୋଇ କାନ୍ଦୁଛନ୍ତି ପିଣ୍ଟୁଙ୍କ ବଡ ପୁଅ ।

ପିଣ୍ଟୁଙ୍କ ମୁହଁରେ ନିଆଁ ଦେବା ପରେ ତାଙ୍କ ଚିତା ପାଖରେ ଛିଡା ହୋଇ ବିତି ଯାଇଥିବା ପ୍ରତ୍ୟେକ କଥାକୁ ମନେ ପକାଇ କାନ୍ଦୁଛନ୍ତି । ବାପାଙ୍କ ଜୁଇଁ ଉପରୁ ଜୀବନ୍ତ ଫେରାଇ ଆଣିବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ହେଲେ ସେ ବା ଏବେ ଅଫେରା ରାଇଜର ରାଜା । ଯାହାକୁ ବି ଏବେ ଭଗବାନ ଫେରାଇ ଆଣି ପାରିବେ ନାହିଁ । ସେ ବା କେମିତି ଆଉ ଆସିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ