ହଲ ଭିତରେ ବିଧାୟକ ପୁଅଙ୍କ ଦବଙ୍ଗଗିରି । ବାନ୍ଧି ନେଲା ପୋଲିସ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଳା ପୁଳା ଟଙ୍କା ଏବଂ ଲିଟର ଲିରଟ ମଦ ଜିମ୍ ରେ ବେୟାମ ସହିତ ଚାଲିଥିଲା ଇଲିଗାଲ କାର୍ଯ୍ୟ । ଯାହାକୁ ପୋଲିସ ଜବଦ କରିଛି । ବିଧାୟକ ଙ୍କ ପୁଅ ନିଜକୁ ଗୁଣ୍ଡା ଭାବିଲେ ଏବଂ ହଲ ଭିତରେ ପସି ହଲ ମାଲିକ ଙ୍କୁ ନିର୍ଧୁମ ପିଟିଲେ । କେବଳ ସେତିକି ନୁହେଁ ହଲ ଭିତରେ ପସି ସବୁ ଭଙ୍ଗା ରୁଜା ମଧ୍ୟ କଲେ ।

ଆଉ ଏମିତି କିଛି କାଣ୍ଡ ଭିଆଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋସ ସିହଂ ସାଲୁଜା ଙ୍କ ପୁଅ ଅନିଲ ସାଲୁଜା ବିଧାୟକ ଙ୍କ ପୁଅ ପରା ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ ତାଙ୍କ ହାତରେ ଏହା ଭାବି ଗୁଣ୍ଡା ଗିରି ଚଳେଇ ଥିଲେ ଅନିଲ ସାଲୁଜା । ହେଲେ ସବୁକିଛି ଏପଟ ସେପଟ ହୋଇଗଲା ଗୋଣ୍ଡଗୋଳ ପରେ ଅନିଲ କୁ ପୋଲିସ ବାନ୍ଧି ନେଇଛି ।

MLA's son

ମାନେ ଅନିଲ ଗିରୋଫ ହେବା ପରେ ବିଭିନ୍ନ ସ୍ଥାନ ରେ ପୋଲିସ ଚଢାଉ କରିଥିଲା । ଏହା ପରେ ଅନିଲ ଙ୍କ ଜିପ୍ ରୁ ବାହାରି ଥିଲା 17 ଲିଟର ମଦ ଏବଂ 19 ଲକ୍ଷ ଟଙ୍କା । ଗତ କାଲି ରାତି ସମୟ ରେ ସନ୍ତୋଷ ସିହଂ ଙ୍କ ପୁଅ ଅନିଲ ସାଲୁଜା ସିନେମା ହଲ ରେ ଏକ କାରଣ ବଶତ ସିନେମା ହଲ ମାଲିକ ଙ୍କ ମଧ୍ୟରେ ବଚଶା ହୋଇଥିଲା ।

ପରେ ସେ ବେଲପଡା ପୋଲିସ ସହିତ ମଧ୍ୟ ଯୁକ୍ତି କରିଥିଲେ । ତେବେ କଣ ପାଇଁ ଘଟିଲା ଏମିତି କିଛି ସେହି ନେଇ ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ସନ୍ତୋଷ ସିହଂ ସାଲୁଜା ଙ୍କ ପୁଅ ତରଫ ରୁ କୈଣସି ପ୍ରତିକ୍ରିୟା ମଧ୍ୟ ମିଳି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ