ସେଲିବ୍ରିଟି ଅର୍ଚ୍ଚନା ପାଇଁ ଝାରପଡାରେ ଭିଡ !

celebrity archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ସେଲିବ୍ରେଟି ହୋଇଗଲେଣି ବ୍ଲାକମେଲର କୁଇନ ଗୋଟିଏ ଝଲକ୍ ପାଇବା ପାଇଁ ଲାଗୁଛି ଭିଡ । ଚାତକ ଭଳି ଚାହିଁ ବସୁଛନ୍ତି ଲୋକେ ଘଣ୍ଟା ଘଣ୍ଟା ଧରି କରୁଛନ୍ତି ଅପେକ୍ଷା ଅର୍ଚ୍ଚନା ନାଗଙ୍କୁ ନେଇ ଗଣମାଧ୍ୟମରେ ଗତ ଅଢେଇ ମାସ ହେଲା ଏମିତି ଚର୍ଚ୍ଚା ଚାଲିଛି ଯେ ଆଜି ସେ ସେଲିବ୍ରେଟି ହୋଇଜାଇଛନ୍ତି ।

ଏବେ ଅର୍ଚ୍ଚନା ଙ୍କର ଗୋଟିଏ ଝଲକ ପାଇବା ପାଇଁ ସାଧାରଣ ଲୋକଙ୍କ ଭୀଡ ଜମୁଛି । ସ୍ଥିତି ଏମିତି ରେ ଇଡି କାର୍ଯ୍ୟାଳୟ ଆଗରେ ଅର୍ଚ୍ଚନା ଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଲୋକ ଅପେକ୍ଷା କରି ରହୁଛନ୍ତି ଲୋକେ । ଏପରି କି ମୁଲ ମଜୁରୀ ଲାଗୁ ଥିବା ଲୋକ ମାନେ କାମ ଧନ୍ଦା ଛଡି ଅର୍ଚ୍ଚନା କୁ ଦେଖିବା ପାଇଁ ଆସୁଛନ୍ତି ।

Archana nag 1

ତେବେ କହୁଛନ୍ତି କିଏ ସେହି ଅର୍ଚ୍ଚନା କେମିତି ହେଲା ରାତା ରାତି ମାଲାମାଲ । ସେମାନଙ୍କର କିଛି ଏମିତି ଉତ୍କଣ୍ଠା ଭରା ଅପେକ୍ଷା ଅର୍ଚ୍ଚନା ଙ୍କୁ ଏବେ ସେଲିବ୍ରେଟି କରି ଦେଇଛି । ତେବେ ଗତ ଅକ୍ଟୋବର 6 ତାରିଖ ରୁ ଗିରୋଫ ହୋଇଥିବା ଅର୍ଚ୍ଚନା ସେଲିବ୍ରେଟି ପରି ଜେଲ ରୁ କୋର୍ଟ ଆଉ କୋର୍ଟ ରୁ ଇଡି କାର୍ଯ୍ୟାଳୟ କୁ ଯାଉଛନ୍ତି । ଯିଏ ବି ଅର୍ଚ୍ଚନା ଙ୍କୁ ଦେଖୁଛି ତାଙ୍କ ମୁହଁର ମେକପ୍ ଏବଂ ବିନ୍ଦାସ୍ ଅନ୍ଦାଜ୍ ନେଇ ଚକିତ ହୋଇ ଯାଉଛି ।

ଉଭୟ ସ୍ୱାମୀ ସ୍ତ୍ରୀ ଗିରୋଫ ହୋଇ ଜେଲରେ ରହିଛନ୍ତି । 5 ବର୍ଷର କୁନି ପୁଅ ବାପା ମାଆ ଙ୍କ ବିନା ଦିନ କାଟୁଛି । ହେଲେ ଅର୍ଚ୍ଚନା କ୍ୟାମେରା ସାମ୍ନାକୁ ଆସିଲେ ଯେମିତି କୋନଫିଡେଣ୍ଟ ଦେଖା ଯାଇଛନ୍ତି । ଆଉ ତାଙ୍କୁ ଯେଉଁ ସୁରକ୍ଷା ବଳୟ ମଧ୍ୟରେ କୋର୍ଟ ରେ ହାଜର କରାଯାଉଛି । ବ୍ଲାକମେଲିଂ କରି ଟଙ୍କା ଲୁଟୁଥିବା ଏହି ମାୟାବିନି ନିଜକୁ ସେଲିବ୍ରେଟି ଠାରୁ କିଛି କମ୍ ଭାବୁ ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ