ବିବାହିତ ସମ୍ବନ୍ଧକୁ ନେଇ ପୁଣି ଆସିଲା ଅଦାଲତ ର ବଡ଼ ଫଇସଲା, ଜାଣିକରି ଆପଣ ମଧ୍ୟ ଖୁସି ହୋଇଯିବେ ।

Spread the love

ଯଦି ଭାରତ ସଂସ୍କୃତି ବିଷୟରେ କହିବା ତ ବିବାହ ପରେ ପର ପୁରୁଷ ବା ପର ନାରୀ ସହ ସମ୍ଭନ୍ଧ ରଖିବା ଉଚିତ ନୁହେଁ ବୋଲି କୁହାଯାଇଛି ଓ ଏହା ବ୍ୟଭିଚାର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । କିନ୍ତୁ କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲା ଯେ, ଯଦି କେହି ପୁରୁଷ ବା ସ୍ତ୍ରୀ ବିବାହ ପରେ ପରକ୍ରିୟା ପ୍ରୀତି ବା ଅନ୍ୟ ଲୋକ ସହ ସମ୍ବନ୍ଧ ରଖୁଛନ୍ତି ତ ତାଙ୍କୁ କିଛି ବି ପ୍ରକାରର ଦଣ୍ଡ ଦିଆ ଯାଇ ପାରିବନାହିଁ । ସୁପ୍ରିମକୋର୍ଟ ଏହା ବି କହିଥିଲା ଯେ, ପରକ୍ରିୟା ପ୍ରୀତି ସମ୍ପର୍କକୁ ଆଧାର କରି ଛାଡପତ୍ର ନିଶ୍ଚୟ ଦିଆ ଯାଇପାରେ ।

ଶୁଣାଇଲେ ଏହି ଫଇସଲା :

ଭାରତୀୟ ସମ୍ବିଧାନ ଆପିଏସ୍ ଧାରା ୪୯୭ ପୁଣି ଥରେ ଲୋକ ଲୋକଲୋଚନକୁ ଆସିଛି । ରାଜସ୍ଥାନ ହାଇକୋର୍ଟ ଏହି ମାମଲାକୁ ନେଇ ଏକ ବଡ଼ ଫଇସଲା ଶୁଣାଇଛି । ହାଇକୋର୍ଟ ଫଇସଲା ଶୁଣାଇବାକୁ ଯାଇ କହିଛି ଯେ, ବିବାହତ୍ତର ସମ୍ବନ୍ଧକୁ ନେଇ କୌଣସି ବି କର୍ମଚାରୀ ଉପରେ ମୋକଦ୍ଦମା ହେଇପାରିବ ନାହିଁ । ଏକଲ ଜର୍ଜ ବେଞ୍ଚ ଏହି ଫଇସଲା ସେତେବେଳେ ଶୁଣାଇଲେ ଯେତେବେଳେ ରିଟ ୟାଚିକାଙ୍କ ଶୁଣାଣି ହୋଇଥିଲା ।

ଜଷ୍ଟିସ ସଂଜୀବ କୁମାର ଶର୍ମା କହିଛନ୍ତି କି, ବିବାହ ପରେ ଅନ୍ୟମାନଙ୍କ ସହ ସମ୍ବନ୍ଧ ରଖିବା ବ୍ୟଭିଚାର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । ଭାରତୀୟ ସଂସ୍କୃତି ହିସାବରେ ଏହା ଭୁଲ ହୋଇପାରେ କିନ୍ତୁ ଆଇନଗତ ଅପରାଧ ନୁହେଁ । ୨୦୦୧ ମସିହାରେ ଜଣେ ଇନ୍ସପେକ୍ଟର ଙ୍କ ସହ ମହିଳା କନେଷ୍ଟବଳ ଙ୍କ ଅମାନ୍ୟ ସମ୍ବନ୍ଧକୁ ନେଇ ଦୁଇ ଜଣକୁ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟରେ ଦୁଇ ଜଣକୁ ନିଲମ୍ଵନ କରାଯାଇଛି ଓ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ଉପରେ ଲଗାମ୍ ଲଗାଯାଇଛି ।

ଆପଣଙ୍କ ମତାମତ କଣ ? ବିବାହ ପରେ ପରକିୟ ପ୍ରୀତି ବା ଅନ୍ୟ ପୁରୁଷ ବା ମହିଳାଙ୍କ ସମ୍ପର୍କ ରଖିବା କେତେ ଦୂର ଠିକ ? Comment କରି ନିଜର ମତାମତ ପ୍ରଦାନ କରନ୍ତୁ !