ମହଙ୍ଗା ହେଲା ରୋଷେଇ ଗ୍ୟାସ ଦର | କେତେ ବଢିଲା ଏବେ ହିଁ ଦେଖନ୍ତୁ

gas

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପୁଣି ବଢିଲା ରୋଷେଇ ଗ୍ୟାସ ଦର । ଆଜିର ସମୟ ରେ ସମସ୍ତ ଙ୍କ ଘରେ ରହିଛି ରୋଷେଇ ଗ୍ୟାସ । ତେବେ ଏହି ମଧ୍ୟରେ ମାସ ଆରମ୍ଭ ରେ ପୁଣି ବଢିଛି ଗ୍ୟାସ ସିିଲିଣ୍ଡର ଦର । ତେବେ ନୂଆ ଦର କେତେ ରହିଛି ଯଦି ଆପଣ ମାନେ ବି ଗ୍ୟାସ ସିିଲିଣ୍ଡର ବୁକିଂ କରୁଛନ୍ତି । ତେବେ କେତେ ଟଙ୍କା ଦେବାକୁ ପଡିବ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।

କିଛି ଦିନର ବ୍ୟବଧାନ ପରେ ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ମାସ ଆରମ୍ଭ ରୁ ଗ୍ରାହାକ ଙ୍କ ମୁଣ୍ଡ ଉପରେ ମହଙ୍ଗା ମାଡ । ତେବେ ଘୋରଇ ଗ୍ୟାସ ସିିଲିଣ୍ଡର , ଏମିତି କି ବ୍ୟବସାୟିକ ଗ୍ୟାସ ସିିଲିଣ୍ଡର ଦାମ୍ ବଢିଛି । ତେବେ ଘୋରଇ ଗ୍ୟାସ 14.200 ଗ୍ରାମ ରେ ରହିଥିବା ଗ୍ୟାସ ସିିଲିଣ୍ଡର ଦାମ୍ 50 ଟଙ୍କା ବଢିଛି ଏମିତି କି ବ୍ୟବସାୟିକ ଗ୍ୟାସ ସିିଲିଣ୍ଡର ର ଦାମ୍ 350 ଟଙ୍କା ମହଙ୍ଗା ହୋଇଛି ।

gas

ଆଉ ଏହି ଦର ଆଜି ଠାରୁ ଲାଗୁ ହୋଇଜାଇଛି । ତେବେ ଘୋରଇ ଗ୍ୟାସ ସିିଲିଣ୍ଡର ଦାମ୍ ବଢିବା ପରେ 11ଶହ 3 ଟଙ୍କାକୁ ବୃଦ୍ଧି ପାଇଛି । ସେହି ପରି ବ୍ୟବସାୟିକ ଗ୍ୟାସ ସିିଲିଣ୍ଡର ଦାମ୍ 350 ଟଙ୍କା ବୃଦ୍ଧି ପାଇ 21 ଶହ 19 ଟଙ୍କା ରେ ପହଁଚିଛି । ତେବେ ଗତ ନଭେମ୍ବର 1 ତାରିଖ ଦିନ ଦେଶ ବ୍ୟପି ଗ୍ୟାସ ସିିଲିଣ୍ଡର ର ଦର ହ୍ରାସ ପାଇଥିଲା ।

ତେବେ ଗ୍ୟାସ ସିିଲିଣ୍ଡର ର ଦାମ୍ 115 ଟଙ୍କା ଶସ୍ତା ହୋଇଥିଲା । 19 କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର 115 ଚଙ୍କା ହ୍ରାସ ହୋଇଥିଲା 14 କିଲୋ ଗ୍ରାମ ଘୋରଇ ଗ୍ୟାସ ସିିଲିଣ୍ଡର ର ଦାମ୍ ରେ କୈଣସି ପରିବର୍ତନ ହୋଇ ନଥିଲା । ହେଲେ ଏହି ମାସ ଠାରୁ ଘୋରଇ ଗ୍ୟାସ ଗ୍ୟାସ ସିିଲିଣ୍ଡର , ଏମିତି କି ବ୍ୟବସାୟିକ ଗ୍ୟାସ ସିିଲିଣ୍ଡର ଦାମ୍ ବଢିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ