ଯଦି ପରିସ୍ରାରୁ ଦୁର୍ଗନ୍ଧ ଆସୁଛି ତେବେ ହୋଇ ଯାଆନ୍ତୁ ସାବଧାନ

Spread the love

ଶରୀରରେ ଝାଳ ଏବଂ ପରିଶ୍ରା ଦ୍ୱାରା ବିଷାକ୍ତ ପଦାର୍ଥ ସବୁ ବାହାରକୁ ବାହାରି ଯାଇ ଥାଏ । ଏଥିପାଇଁ ମୂତ୍ରରୁ ହାଲୁକା ଦୁର୍ଗନ୍ଧ ଆସି ଥାଏ । କେଉଁ ଯେଉଁ ଲୋକ ମାନଙ୍କର ଶରୀରରୁ ବହୁତ ଅଧିକ ଓ ଅଜବ ଦୁର୍ଗନ୍ଧ ଆସି ଥାଏ ତୋ ତାକୁ ହାଲୁକା ରେ ନେବା ଉଚିତ ନୁହେଁ, କାହିଁକି ନା ଏହା କୌଣସି ଗମ୍ଭୀର ସମସ୍ୟାର ସଙ୍କେତ ବି ହୋଇଥାଇ ପାରେ । ଆସନ୍ତୁ ଏହି ପୋଷ୍ଟରେ ଜାଣିବା କେଉଁ କାରଣ ଯୋଗୁଁ ପରିସ୍ରାରେ ଦୁର୍ଗନ୍ଧ ଆସିଥାଏ ।

1) ମସଲାଯୁକ୍ତ ଖାଦ୍ୟ:- ମସଲା ଯୁକ୍ତ ଖାଦ୍ୟ ବା ପିଆଜ ରସୁଣ ର ଅଧିକ ସେବନ ଦ୍ୱାରା ପରିସ୍ରା ରେ ବହୁତ ଦୁର୍ଗନ୍ଧ ଆସି ଥାଏ । ଏହା ଛଡା ଯେଉଁମାନେ ମଦ୍ୟ ପାନ କରି ଥାନ୍ତି ତାଙ୍କୁ ବି ଏହି ଗମ୍ଭୀର ସମସ୍ୟା ହୋଇ ଥାଏ ।

2) ଡିହାଇଡ୍ରେସନ:- ବ୍ୟକ୍ତିର ଶରୀର ପାଖା ପାଖି 90% ଜଳ ରେ ଦ୍ୱାରା ହୋଇଛି ଏଥିପାଇଁ ଯେବେ ଶରୀରରେ ଏହାର ଅଭାବ ହୋଇ ଯାଏ ତୋ ଡିହାଇଡ୍ରେସନର ଗମ୍ଭୀର ସମସ୍ୟା ହେଇ ଯାଇ ଥାଏ , ଏହା ଛଡ଼ା ପରିସ୍ରା ରେ ଦୁର୍ଗନ୍ଧ ଆସିବା ବି ବୁଝି ନିଅନ୍ତୁ ଯେ ପାଣିର ଅଭାବ ହୋଇ ପାରି ଥାଏ । ଏମିତିରେ ଦିନକୁ ପ୍ରାୟତଃ 8-10 ଗ୍ଲାସ ପାଣି ପିଇବା ଦରକାର ଅଟେ ।

3) ୟୁଟିଆଇ :- ଏହି ସମସ୍ୟା ସାଧାରଣତଃ ମହିଳା ମାନଙ୍କ ଠାରେ ଦେଖା ଯାଇ ଥାଏ । ଏହା କାରଣରୁ ବି ପରିସ୍ରା ରେ ବହୁତ ଦୁର୍ଗନ୍ଧ ଆସି ଥାଏ ।ୟୁଟିଆଇ ଏକ ପ୍ରକାର ଇଂଫେକ୍ସନ ହୋଇ ଥାଏ । ଯାହାକି ବ୍ଲେଡର ରେ ହୋଇ ଥାଏ । ଏହି କାରଣରୁ ମୂତ୍ରା ଆସିଲେ ଜଳା ପୀଡା ହୋଇ ଥାଏ ଆଉ ବହୁତ ଦୁର୍ଗନ୍ଧ ହୋଇ ଥାଏ ।

ଆଜିକାଲି ବହୁତ ଲୋକେ ପାଣି କମ୍ ମାତ୍ରା ରେ ପିଇ ଥାନ୍ତି , ଯେଉଁଥି ପାଇଁ ଶରୀରରେ ପାଣିର ଅଭାବ ଆସି ଯାଇ ଥାଏ , ଶରୀରରେ ପାଣିର ଅଭାବ ଯୋଗୁଁ ଶରୀରରେ ଥିବା ପ୍ରୋଟିନ ଓ କେମିକାଲ ପରିସ୍ରା ସହିତ ବାହାରକୁ ଆସି ଥାଏ । ଆଉ ସେଥିପାଇଁ ପରିସ୍ରା ବହୁତ ବହଳିଆ ହୋଇ ଥାଏ । ଆଉ ଏମିତି ହେବାର ଦେଖିଲେ ଅଧିକ ପାଣି ପିଇବା ଦରକାର ଅଟେ । କାହିଁକି ନା ଏହା ପାଣିର ଅଭାବ ହେବାର ସଂକେତ ଅଟେ । ଝିଅ ମାନେ ପରିଶ୍ରା କରିବା ସମୟରେ ଖରାପ ଟଏଲେଟ ର ବ୍ୟବହାର କରିଥାନ୍ତି ।

ଖରାପ ଟଏଲେଟ ରେ ପରିସ୍ରା କଲେ ଟଏଲେଟ ରେ ଥିବା ବ୍ୟାକ୍ଟେରିଆ ଆଉ ଭାଇରସ ମୂତ୍ର ମାର୍ଗରେ ପ୍ରବେଶ କରିଯାଏ । ଆଉ ଯେଉଁଥି ପାଇଁ ମୂତ୍ର ମାର୍ଗରେ ଜଲନ ହୋଇଥାଏ । ଆଉ ସେଥିପାଇଁ ଝିଅ ମାନଙ୍କୁ ସବୁବେଳେ ସଫା ସୁତରା ଟଏଲେଟ ବ୍ୟବହାର କରିବା ଉଚିତ । କିଡିନୀ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ । ଯାହାକି ଶରୀରରେ ରକ୍ତର ଫିଲଟର କରିଥାଏ ଆଉ ଶରୀରରେ ଉପସ୍ଥିତ ଖରାପ ଓ ବିଷାକ୍ତ ହାନିକାରକ ପଦାର୍ଥକୁ ବାହାରକୁ ବାହାର କରିବାର ସାହାଯ୍ୟ କରିଥାଏ । ଯେବେ କିଡ଼ିନି ଠିକ ଭାବରେ କାମ କରି ନ ଥାଏ ତୋ ଆମ ପରିସ୍ରା ବହୁତ ବହଳିଆ ହୋଇଥାଏ । ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ତୁରନ୍ତ ଡାକ୍ତରଙ୍କୁ ଦେଖେଇବା ଆବଶ୍ୟକ ହୋଇଥାଏ । ନହେଲେ ପରେ ଏହା ଭୟଙ୍କର ରୂପ ଧାରଣ କରିଥାଏ ।