ସିଗାରେଟ, ଗୁଟଖା ଓ ତମାଖୁ ସେବନ କରୁଥିବା ଲୋକଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

Spread the love

ଆଜିର ବିଶେଷ ଖବର, ସିଗାରେଟ, ଗୁଟଖା ଓ ତମାଖୁ ସେବନ କରୁ ଥିବା ଲୋକଙ୍କ ପାଇଁ ନୂଆ ନିୟମ । ଦେଶରେ ବଡ଼ ପରିବର୍ତ୍ତନ ଆସିଲା । ସିଗାରେଟ, ଗୁଟଖା ଓ ତମାଖୁ ସ୍ଵସ୍ଥ ପକ୍ଷେ ହାନିକାରକ. ତଥାପି ଲୋକମାନେ ଏହିସବୁ ଜାଣି ମଧ୍ୟ ଏହିପରି ଜୀବନ ନାଶକ ଓ ସ୍ୱାସ୍ଥ୍ୟପକ୍ଷେ ହାନିକାରକକୁ ନିରନ୍ତର ସେବନ କରି ଆସୁଛନ୍ତି । ସିଗାରେଟ, ଗୁଟଖା ଓ ଟମାଖୁରେ ପ୍ରତି ବର୍ଷ ୬ ରୁ ୭ ମିଲିୟନ ଲୋକ ମୃତ୍ୟୁ ବାରଣ କରୁଛନ୍ତି ଭାରତରେ ଏବଂ ଡେପୁଟି ଡ଼ାଇରେକ୍ଟର, ଆର.ଏସ.ଟି. ରିଜିଓନାଲ କ୍ୟାନ୍ସର ହସ୍ପିଟାଲର ଡାକ୍ତର ବି.କେ.ଶର୍ମା କହିଛନ୍ତି ଯେ, 2030 ମସିହା ବେଳକୁ ଏହି ମୃତ୍ୟୁହାର 10 ମିଲିୟନରୁ ଅଧିକ ହୋଇପାରେ । ଗୋଟାଏ ଗବେଷଣାରୁ ଜଣାପଡିଛି ଯେ, ସିଗାରେଟ, ଗୁଟଖା ଓ ତମାଖୁ ଭଳି ଦ୍ରବ୍ୟ ସେବନ କରି ପ୍ରତି 6 ସେକେଣ୍ଡରେ ଗୋଟିଏ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

ଯଦି ଆପଣ ବି ସିଗରେଟ, ଗୁଟଖା ଆଉ ତମ୍ବାଖୁର ସେବନ କରୁଥାନ୍ତି ତେବେ ଆପଣ ଏହି ଖବର ଶେଷ ଯାଏଁ ପଢନ୍ତୁ । କାହିଁକି ନା ଏହି ତିନିଟି ଜିନିଷକୁ ନେଇ ଏକ ନୂଆ ପରିବର୍ତ୍ତନ ହୋଇଛି ।

ଆପଣ ସମସ୍ତେ ଜାଣିଥିବେ ଯେ ଭାରତରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କି ତମାଖୁ, ଗୁଟଖା ତଥା ସିଗରେଟ ପିଇବାର ନିଶାରେ ପଡି ଯାଇଛନ୍ତି । କିନ୍ତୁ ତାଙ୍କୁ ଏହା ସହିତ ଯୋଡିଥିବା ସାବଧାନତା ବି ରଖିବା ଦରକାର । ଏମିତିରେ ମୋଦି ସରକାର ଏହି ତିନିଟି ଜିନିଷକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହାକୁ ଜାଣିଲା ପରେ ତମାଖୁ, ଗୁଟଖା ତଥା ସିଗରେଟ ସେବନକରୀମାନେ ବି ସତର୍କ ହୋଇପାରିବେ କି ଏହି ଜିନିଷ ସବୁ ଆମ ଜୀବନ ପାଇଁ କେତେ ଭୟଙ୍କର ଅଟେ ।

ଏହି ତିନିଟି ଜିନିଷର ପକେଟରେ 85% ଭାଗରେ ସାଵଧାନୀ ଚିତ୍ର ଲଗେଇ ଦିଆଯିବ, ଯାହା ଫଳରେ ଲୋକେ ବଡ଼ ଚିତ୍ର ଦେଖି ସାବଧାନ ହୋଇପାରିବେ ଏବଂ ଏହି ଖରାପ ନିଶାରୁ ନିବୃତ୍ତ ବା ଦୁରେଇ ରହି ପାରିବେ ।

ଯଦି ଆପଣ ବି ଏହି ନିଶାରେ ଫସି ଯାଇଛନ୍ତି ଆଉ ଆପଣ ସେଥିରୁ ବାହାରିବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଟୋଲ ଫ୍ରି ନମ୍ବରରେ ସହାୟତା ଦିଆଯିବ ଯାହା ଦ୍ୱାରା ଆପଣ ନିଶାରୁ ନିବୃତ୍ତ ପାଇଁ କର୍ମଚାରୀ ମାନେ ଆପଣଙ୍କୁ ସହଯୋଗ କରିବେ ।