ସ୍କୁଲକୁ ପିଲା କ-ଣ୍ଡୋ-ମ୍ ନେଉଛି, ବାପାମାଆ କରୁଛନ୍ତି କ’ଣ : ଭଏସ ଆଟିଷ୍ଟ ସୈାଭାଗୀ ସାହୁ ।

Voice Artist

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ତଳେ ନ୍ୟୁଜରେ ଦେଖିବାକୁ ପାଇଥିବେ କିପରି ଗୋଟିଏ ସ୍କୁଲ ପିଲା ବ୍ୟାଗରୁ ତମ୍ବାଖୁ ଏବଂ କ-ଣ୍ଡୋମ ବାହାରିଥିଲା । ପିଲାମାନଙ୍କ ଏହିପରି କାର୍ଯ୍ୟ କଳାପକୁ ନେଇ ବାପାମାଆଙ୍କ ଉପରେ ବର୍ଷିଛନ୍ତି ଭଏସ ଆଟିଷ୍ଟ ସୈାଭାଗୀ ସାହୁ । ଏହି ବିଷୟରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ସେ କହିଥିଲେ ସ୍କୁଲକୁ ପିଲା କ-ଣ୍ଡୋମ ନେଉଛି । ବ୍ୟାଗ ରେଗୁଲାର ଚେକ୍ କରିବା ବଦଳରେ ବାପା ମାଆ କଣ କରୁଛନ୍ତି ।

ଏଠାରେ ଦୋଷ କାହାର । ଯଦି ବାପାମାଆ ମାନେ ଘରେ ରେଗୁଲାର ପିଲାମାନଙ୍କର ବ୍ୟାଗ ଚେକ୍ କରନ୍ତି ତେବେ ଏମିତି ହୁଅନ୍ତା ନାହିଁ । ଯେଉଁ କୁନି ପିଲାଙ୍କ ଭିଡିଓ ଭାଇରାଲ ହେଉଛି । ଯେଉଁ ଭଳିଆ ସେ ଛୋଟ ପିଲା ନିଜର ଶିକ୍ଷକ ଙ୍କୁ ଗାଳି ଦେଉଛି କେଉଁଠି ସିଖୁଛନ୍ତି ସେହି ସବୁ ଗାଳି । ଆଜିକାଲିର ବାପାମାଆ ମାନଙ୍କର ଧୈର୍ଯ୍ୟ ଏତେ କମ ହେଲାଣି ଯେ ଯଦି ପିଲା ଭୁଲ କଲା ତେବେ ତାକୁ ବୁଝାଇବା ପରିବର୍ତ୍ତେ ତାକୁ ବାଡଉଛନ୍ତି ସେଇଠି ପିଲାଟି ଡରି ଡରି ନିଜେ ଚୁପ୍ ହେଇଯାଏ ।

Sayavagi

ସେ ଚାହିଁଲେ ବି କିଛି କହିପାରେନି । ବର୍ତ୍ତମାନ ସମୟରେ ସ୍କୁଲ ମାନଙ୍କରେ କାଉନସିଲର ରଖାଯାଉଛି । ଗୋଟେ ପିଲାକୁ କାଉନସିଲ ପାଖକୁ କାହିଁକି ନିଆଯାଉଛି । କାଉନସିଲ ପାଖରେ ଛୁଆଟି ମନ ଖୋଲି କଥା କହି ପାରୁଛି । କାରଣ କାଉନସିଲ ତା କଥା ଶୁଣିବ ତାକୁ ଭଲରେ ବୁଝାଇବ ।

କିନ୍ତୁ ପ୍ୟାରେଣ୍ଟ ମାନଙ୍କ ଠାରୁ ସେ ତାହା ପାଇପାରୁନାହିଁ । ଏବେ ପ୍ୟାରେଣ୍ଟ ମାନେ ପିଲାମାନଙ୍କ ପାଇଁ ବାପାମାଆ ବଦଳରେ କାଉନସିଲ ହେବା ଅଧିକ ଜରୁରୀ ଅଟେ ବୋଲି ଭଏସ ଆଟିଷ୍ଟ ସୈାଭାଗୀ ସାହୁ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *