ଅନୁଭବ ମହାନ୍ତି କାହାକୁ ପ୍ରେମ କରୁଛନ୍ତି ସେନେଇ କଣ କହିଲେ ଦେଖନ୍ତୁ l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାହା ସହ ପ୍ରେମ ସମ୍ପର୍କରେ ଅଛନ୍ତି ଓଲିଉଡର ଅଭିନେତା ଅନୁଭବ ମହାନ୍ତି । ତେବେ ଗଣ ମାଧ୍ୟମ ସାମ୍ନାରେ ଉତ୍ତର ରଖିଲେ ଅଭିନେତା ଅନୁଭବ ମହାନ୍ତି । ତେବେ କିଏ ସେ ସ୍ୱପ୍ନର ନାୟିକା । କିଛି ବର୍ଷର ବ୍ୟବଧାନ ପରେ ଲଗାତାର ଭାବରେ ଗଣ ମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ଦେଉଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି । ଅନୁଭବଙ୍କର ଆଉ ଏକ ପ୍ରକ୍ରିୟା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରତିକ୍ରିୟା ଦେଉଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ମାନେ ଅନୁଭବକୁ ବାହାଘର ବିଷୟରେ ପ୍ରଶ୍ନ କରିଥିଲେ । ଉତ୍ତରରେ ଅନୁଭବ ଗଣମାଧ୍ୟମ ପ୍ରତିନିଧିକୁ କହିଥିଲେ ଯେ ଠାକୁରଙ୍କୁ ଡାକନ୍ତୁ ଆଗ ଡିଭର୍ସ ହୋଇଯାଉ ତାପରେ ବାହାଘର କଥା ଚିନ୍ତା କରିବା ।

anubhav a

ତାପରେ ସାମ୍ବାଦିକ ମାନେ ପଚାରିଲେ ଯେ ଆପଣ ଏବେ କାହା ସହ ଲଭ ରିଲେସନ ରେ ଅଛନ୍ତି । ଉତ୍ତରରେ ଅନୁଭବ କହିଲେ ମୁଁ ଭଲରେ ଅଛି । ମୋ ମାତା ପିତାଙ୍କ ସହିତ ଆପଣଙ୍କ ସହିତ ମୋ ଦର୍ଶକଙ୍କ ସହିତ ଏବଂ ଯିଏ ଭଲ ସେମାନଙ୍କ ସହିତ ଯିଏ ଭଲ ନୁହେଁ ହୃଦୟ ଯାହାର ଖୋଲା ନୁହଁ ମୁଁ ସେମାନଙ୍କୁ ଲଭ କରିପାରିବି ନାହିଁ । ସୂଚନା ଯୋଗ୍ୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ଖବର କିଛିଦିନ ତଳେ ଭାଇରାଲ୍ ହେବାରେ ଲାଗିଥିଲା ।

ରାଣୀ ପଣ୍ଡା ଅନୁଭବକୁ ଜନ୍ମ ଦିନରେ ଶୁଭେଚ୍ଛା ଜଣେଇବା ସହ ତାଙ୍କୁ ବିବାହ କରିବେ ବୋଲି କହିଥିଲେ । ଓ ଅନୁଭବ ମଧ୍ୟ ରାଣୀଙ୍କୁ ସମ୍ମାନ ଦେଇ କହିଥିଲେ ଯେ ରାଣୀ ଜଣେ ଭଲ ଝିଅ । ତେଣୁ ସେ ଯାହାକୁ ବିବାହ କରିବେ ଖୁବ୍ ଭଲଭାବରେ ଜୀବନ ଅତିବାହିତ କରିବେ । ତେବେ ପ୍ରତିକ୍ରିୟାରେ ରହିଛି ନିଜର ଧର୍ମ ପତ୍ନୀଙ୍କ ଠାରୁ ଖୁବ୍ ଶୀଘ୍ର ଡିଭର୍ସ ଚାହୁଁଛନ୍ତି ଅନୁଭବ । ଯାହା ନିଜ ର ସାମାଜିକ ଗଣ ମାଧ୍ୟମ ସାମ୍ନା ରେ ସେୟାର କରିଥିଲେ ନିଜ ମନର କଥା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ