LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ ସଞ୍ଚୟ ଟଙ୍କା ନିବେଶ କରିବା ଦ୍ୱାରା ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିନେବା ଏହି ସ୍କିମ୍ ବିଷୟ ରେ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ LIC ର ଏହି ସ୍କିମ୍ ରେ ଆପଣ ମାନେ କେବଳ 100 ଟଙ୍କା ନିବେଶ କରିବା ଦ୍ୱାରା ଆପଣ ମାନେ 75 ହଜାର ପର୍ଯ୍ୟନ୍ତ ଉଠେଇ ପାରନ୍ତି । ଏହି ସ୍କିମ୍ ର ନାମ ହେଲା ଆମ ଆଦମି ଯୋଜନା ।

LIC

ତେବେ ଏହି ସ୍କିମ୍ ଜରିଆରେ ଅସଂଙ୍ଗଠିତ ଏବଂ ଭୂମିହୀନ ପରିବାର ଲୋକଙ୍କୁ ଲାଭ ମଧ୍ୟ ମିଳିବ । ଏହା ସହିତ ଏହାର ପ୍ରିମିୟମ୍ 200 ଟଙ୍କା ରଖା ଜାଇଛି । ଆଉ ଏହିଥିରେ 50 ପ୍ରତିଶତ ଟଙ୍କା ସରକାର ଙ୍କ ପକ୍ଷରୁ ଦିଆଜାଇ ଥାଏ । ତେଣୁ ବ୍ୟକ୍ତି ଜଣଙ୍କୁ 100 ଟଙ୍କା ରଖିବାକୁ ପଡିଥାଏ । ଏବଂ ଅନ୍ୟ 100 ଟଙ୍କା ସରକାର ଭରିଥାନ୍ତି ।

ଯଦି ସ୍କିମ୍ ଚାଲୁ ରହିଥାଏ ତେବେ ବୀମା ଧାରୀ ଙ୍କ ମୃ-ତ୍ୟୁ ଘଟେ ତେବେ ନମିନି ଙ୍କୁ 30 ହଜାର ଟଙ୍କା ମିଳିବ । କେବଳ ସେତିକି ନୁହେଁ । କେବଳ ସେତିକି ନୁହେଁ ବୀମା ଧାରୀ ଙ୍କ ମୃତ୍ୟୁ ହେଲେ ନମିନୀ ଙ୍କୁ 75 ହଜାର ଟଙ୍କା ମିଳିବ ବୋଲି କୁହାଜାଉଛି । ତେବେ ଏହି ସ୍କିମ୍ ର ନାମ ହେଉଛି ଆମ ଆଦମି ଯୋଜନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *