ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆଉ କିଛି ବଡ଼ ଖବର ଦେଖନ୍ତୁ |

students

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଖବର ଜାହାକି ଛାତ୍ରଛାତ୍ରୀଙ୍କ ପାଇଁ ଘନେଇଲାନି କୋରନା ଡର ଅଫଲାଇନ ପରିକ୍ଷା କୁ ନେଇ ଶଙ୍କାରେ ଛାତ୍ରଛାତ୍ରୀ ସେପଟେ ମେଟ୍ରିକ ପରିକ୍ଷା କୁ ନେଇ ଶଙ୍କାରେ ଶିକ୍ଷକ ଓ ଅବିଭାବକ । ତେବେ ବନ୍ଧୁଗଣ କୋରନା କାଳରେ ପରିକ୍ଷା ବାତିଲ ହେବକି ତା ପୂର୍ବରୁ ପୋଷ୍ଟ କୁ ଶେଷଯାଏ ପଢନ୍ତୁ ।

ତେବେ ମାର୍ଚ୍ଚ ପହିଲା ରୁ ଯୁକ୍ତ ଦୁଇ ପରିକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଟେନସନ ବଢେଇଲାଣି କୋଭିଡ ର ଚତୁର୍ଥ ଲହର ତିନି ବର୍ଷ ତଳେ ସତ ପ୍ରତିଶତ ଅଫଲାଇନ ରେ ପରିକ୍ଷା ଦେବାକୁ ଛାତ୍ରଛାତ୍ରୀ ହେଲେ କୋରନା ଯୋଗୁଁ ପରିକ୍ଷା ସଞ୍ଚାର ରୂପେ ସମ୍ପାଦନ ହୋଇପାରିବ ତାହାକୁ ନେଇ ଦେଖା ଦେଲାଣି ଦ୍ୱନ୍ଦ । ଯୁକ୍ତ ଦୁଇ ପରିକ୍ଷା ପାଇଁ ଯଦିଓ ଦୁଇ ମାସ ପୂର୍ବରୁ ପରିଶଦ ଘୋଷଣା କରି ସାରିଛି । ତଥାପି ପିଲାଙ୍କ ସବୁ ଦ୍ୱନ୍ଦ ଦୂର ହୋଇନାହିଁ ।

school

ଯୁକ୍ତ ଦୁଇ ପରିକ୍ଷା ନିମନ୍ତେ କେତୋଟି ପରିକ୍ଷା କେନ୍ଦ୍ର ହେବ ତାହା ଆସନ୍ତା 15 ତାରିଖ ସୁଧା ସ୍ପଷ୍ଟ ହେବ କପି ରୋକିବା ଲାଗି ସବୁଥର ପରି ଏହିଥର ବି ପ୍ଲାଇକ୍ ସ୍କୁଆକ୍ ବ୍ୟବସ୍ଥା ରହିବ ପରିକ୍ଷା କୁ ଶୃଙ୍ଖଳିତ କରିବା ଲାଗି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ଯଦି କୋଭିଡ ଫେରେ ତେବେ ସ୍ୱାସ୍ଥ୍ୟ ବିଭାଗ ଏବଂ ଗାଇଡ ଲାଇନ ଆଧାରରେ ପରିକ୍ଷା ହେବ ଏହିଥର ସଂମ୍ପର୍ଣ୍ଣ ସିଲାବସ ସାଙ୍ଗକୁ ଅଫଲାଇନ ରେ ପରିକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ବହୁତ ଉତ୍ସାହିତ ରହିଛନ୍ତି ତେବେ କୋଭିଡ ସଂଙ୍କ୍ରମଣ ର ଡର ମନରେ ଦ୍ୱନ୍ଦ ସୃଷ୍ଟି କରୁଛି ।

କୋଣସି ଜିନ ରେ ମହାମାରୀ କରାଳ ରୂପ ଧାରଣ କରି ସାରିଥିବା ବେଳେ ଦେଶରେ କେତେ ବେଳେବି ସ୍ଥିତି ବିଗିଡି ଯିବାର ଆଶଂକା ମଧ୍ୟ ଦେଖା ଦେଇଛି । ଏହା ସହିତ ଯେଉଁ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ନାହିଁ । ବାରମ୍ବାର ପରିକ୍ଷା ପ୍ରଶ୍ନ ପତ୍ର ଲିକ୍ କୁ ନେଇ ବଶମ ସ୍ଥିତିର ସାମ୍ନା କରିବାକୁ ପଡୁଛି । ଅନ୍ୟ ପକ୍ଷେ ମାର୍ଚ୍ଚ 10 ରୁ 19 ଯାଏ 10 ଦିନ ପରିକ୍ଷା ବନ୍ଦ ରହିବ ।

ଏହି ସମୟରେ ମେଟ୍ରିକ ସମେଟିଭ 2 ପରିକ୍ଷା ହେବାର ସମ୍ଭାବନା ରହିଛି । ପ୍ରଶାସନିକ ପରିଚାଳନା ଦୃଷ୍ଟି ରୁ ଏହି 10 ଦିନ ପରିକ୍ଷା ବନ୍ଧ ରହିବ ବୋଲି ସୂଚନା ଦିଆଜାଇଛି । ଏହା ଦ୍ୱାରା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଙ୍କ ଉପରେ ପ୍ରଭାବ ପଡିପାରେ ବୋଲି ଶିକ୍ଷାବିଦ ଆଶଂକା ବ୍ୟକ୍ତ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *