୧୫୧ ବର୍ଷ ପରେ ଶିବ ପାର୍ବତୀଙ୍କ ହେଉଛି ମିଳନ, ଏହି ଚାରଟି ରାଶି ମାନଙ୍କର ବଦଳିବ ଭାଗ୍ୟ ।

Spread the love

ଶିବ ଭକ୍ତଗଣଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ସେହି ୪ଟି ଭାଗ୍ୟବାନ ରାଶି ମାନଙ୍କର ତଥ୍ୟ କହିବାକୁ ଯାଉଛୁ । ଆପଣ ଏହି କଥା ନିଶ୍ଚୟ ଜାଣିରଖିବା ଉଚିତ କି ଆଜି ଏହି ପବିତ୍ର ଦିନ ରେ ଭଗବାନ ଶିବ ଓ ପାର୍ବତୀ ମାଙ୍କ ୧୫୧ ମିଳନ ହେଉଛି । ଏହି କାରଣରୁ ଚାରଟି ରାଶି ମାନଙ୍କୁ ବହୁତ ଖୁସି ଖବର ମିଳିବାର ଅଛି । ଯଦି ଆପଣ କାହାସହିତ ସ୍ଵଛ ମନରେ ପ୍ରେମ କରୁଛନ୍ତି, ତେବେ ଆପଣଙ୍କୁ ସେହି ପ୍ରେମ ପ୍ରାପ୍ତ ହେବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁରା ୧୫୧ ବର୍ଷ ପରେ ବହୁତ ବଡ଼ ଖୁସି ଖବର ମିଳିବାର ଅଛି । ହଠାତ ଆପଣଙ୍କୁ ଧନର ପ୍ରାପ୍ତି ହେବାର ସମ୍ଭାବନା ଅଛି । ବେପାରୀ ମାନଙ୍କୁ ମଧ୍ୟ ବେପାରରେ ବହୁତ ଧନ ର ଲାଭ ହେବ । ଏହି ମଧ୍ୟରେ ଆପଣଙ୍କ ଦ୍ଵାରା କରାଯାଉଥିବା ସ୍ଵଛ ପ୍ରେମ ତୁମକୁ ମିଳିବାର ସମ୍ଭାବନା ଅଧିକ ଅଛି ।

ଭଗବାନ ଶିବ ଓ ମାଆ ପାର୍ବତୀଙ୍କ ଶୁଭ ମିଳନରେ ଆପଣଙ୍କର କଲ୍ୟାଣ ହେବ । ଆପଣଙ୍କୁ ଆପଣଙ୍କ ଜୀବନରେ ଅନେକ ଅବସର ପ୍ରାପ୍ତ ହେବ । ଯାହା ଯୋଗୁଁ ଆପଣଙ୍କୁ ବହୁତ ବଡ଼ ସଫଳତା ମିଳିବ । ଘର ପରିବାର ମଧ୍ୟରେ ଭଲ ବାତାବରଣ ରହିବ ଓ ସୁଖ ଶାନ୍ତିରେ ରହିବେ । ବାହା ହୋଇଥିବା ଲୋକମାନଙ୍କ ପାଇଁ ବହୁତ ଖୁସି ଆସିବାର ଅଛି । ଜୀବନରେ କିଛି କାମ କରିବାକୁ ଯାଉଥିଲେ ( ତାହା ବଡ଼ ହେଉ ବା ଛୋଟ ) ପ୍ରଥମେ ମା’ ବାପାଙ୍କ ଆଶୀର୍ବାଦ ନିଶ୍ଚୟ ନିୟନ୍ତୁ ଆପଣଙ୍କ କାର୍ଯ୍ୟ ସଫଳତା ହେବ ।

ଯେଉଁ ୪ଟି ରାଶି ର ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି କହିଥିଲୁ, ସେହି ରାଶି ଗୁଡିକ ହେଲା ସିଂହ, ତୁଳା, କୁମ୍ଭ ଓ ମିଥୁନ ରାଶି ଅଟେ ।

ଯଦି ଆପଣ ମଧ୍ୟ ଭଗବାନ ଭୋଳାନାଥଙ୍କ ଭକ୍ତ ହୋଇଥିବେ ତେବେ କମେଣ୍ଟ ବକ୍ସରେ “ଜୟ ଭୋଳାନାଥ” ଲେଖନ୍ତୁ !