ଯାହାଙ୍କ ପାଖରେ ଅଛି ଜନ-ଧନ ଖାତା, ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଜାଣନ୍ତୁ ଏହି 3ଟି ବଡ ପରିବର୍ତ୍ତନ…

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜନ-ଧନ ଖାତାଧିକାରୀଙ୍କ ପାଇଁ ବହୁତ ବଡ଼ ନିର୍ଣ୍ଣୟ ଆଣିଛନ୍ତି । ଏହି ନିର୍ଣ୍ଣୟରେ ଗରିବ ଲୋକମାନଙ୍କୁ ଲାଭ ମିଳିବ । ନିକଟ ଅତୀତରେ ହୋଇଥବା ଏକ କ୍ୟାବିନେଟ ବୈଠକରେ ନରେନ୍ଦ୍ର ମୋଦୀ ଏବଂ ଅରୁଣ ଜେଟଲୀ ମିଳିତ ଭାବେ ଏମିତି କିଛି ବଡ ନିର୍ଣ୍ଣୟ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ଜନ-ଧନ ଖାତାଧିକାରୀଙ୍କ ପାଇଁ ହୋଇଥିବା 3ଟି ବଡ ପରିବର୍ତ୍ତନ ବିଷୟରେ କହିବୁ ।

ସରକାର overdraft ସୁବିଧାରେ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ 5000 ଟଙ୍କା ପର୍ଯନ୍ତ overdraftର ସୁବୁଧା ରହିଥିଲା କିନ୍ତୁ ସରକାର ଏହି ସୁବିଧାକୁ ବଢ଼ାଇ 10,000 କରି ଦେଇଛନ୍ତି । ଏହି ସୁବିଧାଟି ଗରିବ ଲୋକଙ୍କ ଦୁଃଖକୁ ଦୂରୀକରଣ କରିବା ପାଇଁ ଏହି ସୁବିଧାଟି ପ୍ରକାଶ କରାଯାଇଛି ।

କେବଳ ଏତିକି ନୁହେଁ କ୍ୟାବିନେଟ ବୈଠକରେ ଏହି କଥା ବ କହିଛି, ପ୍ରଥମେ 18 ରୁ 60 ବୟସ୍କ ଲୋକ ମାନେ overdraft ମୁକ୍ତ loan ସୁବିଧାର ଲାଭ ଉଠାଇବର ସୁବିଧା ରହିଥିଲା । କିନ୍ତୁ ବର୍ତ୍ତମାନ ଏହାକୁ 18 ରୁ 65 ବର୍ଷ ସମସ୍ତ ନାଗରିକ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହି ସୁବିଧାକୁ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି !

ଏହା ସହିତ ଆଉ ଗୋଟିଏ ବଡ ଘୋଷଣ କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ କହିଛିନ୍ତି ବର୍ତ୍ତମାନ ଯେତେ ଲୋକ ଏହି ଜନ-ଧନ ଖାତା ଖୋଲିବେ ସେମାନଙ୍କୁ 1 ଲକ୍ଷ ଟଙ୍କା ବଦଳରେ 2 ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ଦିଆଯିବ !