ଚନ୍ଦା ମୁଣ୍ଡରେବି ଉଠିବ (ବାଳ) କେଶ ଝଡ଼ିବା ସମସ୍ୟା ଦୂର ହେବ |

Hair

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ୍ଦାର ଫୁଲରେ ଏମିତି କିଛି ତତ୍ତ୍ୱ ମିଳିଥାଏ ଯାହାର କୌଣସି ପ୍ରକାରର ବ୍ୟବହାର ଦ୍ୱାରା କେଶର ବ୍ଲଡ ସାରକୁଲେସନ ବଢେଇ ଦେଇଥାଏ। କାରଣ ଏହା ବ୍ଲଡ ସାରକୁଲେସନ ବ୍ଲଡ କରିଥାଏ। ଯାହାଦ୍ୱାରା କେଶର ମୂଳ ମଜବୁତ ହୋଇଥାଏ। ନୂଆ କେଶ ଆସିବା ପାଇଁ ମଧ୍ୟ ବୁଷ୍ଟ କରିଥାଏ । ଯଦି କେଶରେ କୌଣସି ପ୍ରକାରର ଇନଫେକ୍ସନ ଅଛି ତେବେ ତାହା ମଧ୍ୟ ଏହା ମଧ୍ୟ ଶେଷ କରିଥାଏ।

ଆପଣ ଏହାକୁ ବନେଇବା ପାଇଁ ମନ୍ଦାର ଫୁଲର ବ୍ୟବହାର କରାଯାଏ। ଏଠାରେ ଆମେ ୫ଟି ମନ୍ଦାର ଫୁଲ ନେଇଅଛି। ଆପଣ ଚାହିଁଲେ ଅଧିକ ମନ୍ଦାର ଫୁଲ ବ୍ୟବହାର କରିପାରିବେ। ପାଞ୍ଚଟି ମନ୍ଦାର ଫୁଲ ପାଇଁ ୧୦୦ଗ୍ରାମ ର ନଡିଆ ତେଲ ବ୍ୟବହାର କରିବେ। ନଡିଆ ତେଲରେ ଏମିତି କିଛି ତତ୍ତ୍ୱ ଥାଏ ଯାହା ଆମ କେଶ ବହୁତ ଭଲ ଅବର୍ଜଭ କରିଥାଏ।

mandhar

ଗ୍ୟାସରେ କୌଣସି ଏକ ପ୍ୟାନ୍ ଗରମ କରି ସେଥିରେ ୧୦୦ଗ୍ରାମର ତେଲ ଗରମ କରି ସେଥିରେ ମନ୍ଦାର ଫୁଲ ପକେଇ ଏହାକୁ ୮ମିନିଟ୍ ପର୍ଯ୍ୟନ୍ତ ପୂରା ଲୋ ଫ୍ରେମ୍ ରେ ଫୁଟାନ୍ତୁ। ଧୀରେ ଧୀରେ ମନ୍ଦାର ଫୁଲର ସମସ୍ତ ପୋଷକ ତତ୍ତ୍ୱ ତେଲରେ ମିଶିଯିବ। ଏହାକୁ ସଙ୍ଗେ ସଙ୍ଗେ ଛାଣନ୍ତୁ ନାହିଁ ଏହି ପ୍ୟାନରେ ୨ ରୁ ୩ ଘଣ୍ଟା ପ୍ୟାନରେ ରଖନ୍ତୁ। ଯାହାଦ୍ୱାରା ଏହାର ସମସ୍ତ ପୋଷକ ତତ୍ତ୍ୱ ତେଲରେ ମିଶିଯିବ।

ଏବେ ଏହି ତେଲକୁ ଗୋଟିଏ ପାତ୍ରରେ ଛାଣି ନିଅନ୍ତୁ। ଏବେ ଜାଣିବା ଆପଣ ଏହି ତେଲର ପ୍ରୟୋଗ କେମିତି କରିବେ। ଆପଣ ଏହି ତେଲକୁ ଲଗାଇବା ପୂର୍ବରୁ ହାଲୁକା ଗରମ କରିଦିଅନ୍ତୁ। ଧ୍ୟାନ ରଖିବେ ଆପଣ ଏହି ତେଲକୁ ଭୁଲରେ ଗ୍ୟାସରେ ଗରମ କରିବେ ନାହିଁ। ଆପଣ ଏହି ତେଲକୁ ଗରମ ପାଣିରେ ରଖି ଗରମ କରିବେ। ଶୋଇବା ପୂର୍ବରୁ ଏହି ତେଲକୁ ନିଜ କେଶରେ ଭଲଭାବରେ ମାଲିସ୍ କରନ୍ତୁ।

Coconut oil

ସକାଳୁ କୌଣସି ବି ସାମ୍ପୁ ରେ ଭଲଭାବରେ ମୁଣ୍ଡ ସଫା କରି ନିଅନ୍ତୁ। ସପ୍ତାହରେ ଆପଣ ଯେତେଥର ସାମ୍ପୁ କରିବେ ସେତେଥର ଆପଣ ଏହି ତେଲକୁ ପ୍ରୟୋଗ କରିପାରିବେ। ହାଲୁକା ହାତରେ ଆପଣ ଏହି ତେଲକୁ ଭଲଭାବରେ ମାଲିସ୍ କରିପାରିବେ। ଦେଖିବେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ