(ଚାଣକ୍ୟ ନୀତି) ପତି ପତ୍ନୀଙ୍କ ସୁଖ ଜୀବନ ପାଇଁ ମାନିବା ଉଚିତ୍ ଏହି ୪ ଟି କଥା, ନିଜ ସଂପର୍କର ମଧ୍ୟ ନିଅନ୍ତୁ ଯତ୍ନ !

Chanakya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପତି ପତ୍ନୀଙ୍କ ସୁଖ ଜୀବନ ପାଇଁ ମାନିବା ଉଚିତ୍ ଏହି 4 ଟି କଥା ନିଜ ସଂମ୍ପର୍କର ମଧ୍ୟ ନିଅନ୍ତୁ ଯତ୍ନ । ସମସ୍ତେ ଚାହାାଁନ୍ତି ନିଜର ବୈବାହିକ ଜିବନ ଠିକ୍ ଠାକ୍ ରହୁ ବୋଲି । ହେଲେ ଅନେକ କ୍ଷେତ୍ର ରେ ଦେଖିବା ପାଇଁ ମିଳେ ଦମ୍ପତି ଙ୍କ ସଂମ୍ପର୍କ ଠିକ୍ ଭାବେ ଚାଲି ନଥାଏ ଯେଉଁଥି ପାଇଁ ବୁଝାମଣା ମଧ୍ୟ ଭୁଲ ରହିଥାଏ । ହେଲେ ଯେକୈଣସି ସଂମ୍ପର୍କ ହେଉ ନାଁ କାହିଁକି । ସବୁ ସଂମ୍ପର୍କ ର ବିଶ୍ୱାସ ସହିତ ସଠିକ୍ ବୁଝାମଣା ରହିବା ନିହାତି ଦରକାର ।

ଭଲ ସଂମ୍ପର୍କ ପାଇଁ କିଛି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ତେବେ ଚାଣକ୍ୟ ନୀତି ଅନୁସାରେ ଯଦି ଉଭୟ ସ୍ୱାମୀ ସ୍ତ୍ରୀ କିଛି ଜିନିଷ ଉପରେ ଧ୍ୟନ ଦିଅନ୍ତି ତେବେ ସେମାନଙ୍କ ଦାମ୍ପତ୍ୟ ଜିବନ ସୁଖରେ ରହିଥାଏ । ଏବଂ ଆଚାର୍ଯ୍ୟ ଙ୍କ କଥା ଅନୁସାରେ ଦାମ୍ପତ୍ୟ ଜିବନ ରେ ସୁଖରେ ରହିବାରେ ଅନେକ କଥା ଉଲ୍ଳେଖ ରହିଛି । କୁହାଯାଏ କି ଆଜିର ଦିନରେ ବି ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଆପଣାଅ । ଜିବନ ର ପ୍ରତ୍ୟେକ କ୍ଷେତ୍ର ରେ ଆପଣ ମାନେ ସଫଳତା ହାସଲ କରି ପାରିବେ ।

Chanakya

ଯଦି ଆପଣ ମାନେ ମାନୁଛନ୍ତି । ଏହିଥି ସହିତ ପରିବାର ଦାମ୍ପତ୍ୟ ଜିବନ ରେ ସୁଖ ଶାନ୍ତି । ବଜେଇ ରଖିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତ ଅନୁସାରେ ଏମିତି 4 ଟି ଜିନିଷ ରହିଛି ଜାହାକୁ ପ୍ରତ୍ୟୋକ ସ୍ୱାମୀ ସ୍ତ୍ରୀ ମନେ ରଖିବା ଉଚିତ । ଜାହା ଫଳରେ ସେମାନଙ୍କ ମଧ୍ୟରେ ସୁଖ ଏବଂ ପାରସ୍ପାରିକ ପ୍ରେମ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟ ରେ ।

ଚାଣକ୍ୟ ଙ୍କ କହିବା ଅନୁସାରେ ସ୍ୱାମୀ ସ୍ତ୍ରୀ ଙ୍କର ଏମିତି କିଛି କଥା ରହିଛି ଜାହା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ରହିବା ଉଚିତ । ତୃତୀୟ ବ୍ୟକ୍ତି ଙ୍କ ସହିତ ସେହି କଥା କେବେବି ସେୟାର କରିବା ଉଚିତ ନୁହେଁ । ଏମିତି କରିଲେ ଦାମ୍ପତ୍ୟ ଜିବନ ସୁଖ ମୟ ରୁହେ । ବେଳେ ବେଳେ ଗୁପ୍ତ ଜିବନ ତୃତିୟ ଲୋକଙ୍କ ପାଖରେ ପହଁଚିଲେ ସଂମ୍ପର୍କ ଛିନ୍ନ ହୋଇପାରେ ।

ତେବେ ନିଜ କଥାକୁ ନିଜ ପାଖରେ ରଖିବା ଉଚିତ । ନିଜ ଅହଁକାର କୁ କେବେବି ସଂମ୍ପର୍କ ମଧ୍ୟରେ ଆଣନ୍ତୁ ନାହିଁ । ସବୁ ସମୟ ରେ ଦମ୍ପତି ଜିବନ ରେ ପ୍ରତ୍ୟୋକ ଜିନିଷ କୁ ଏକାଠୀ କରନ୍ତି ତେବେ ସେମାନଙ୍କ ଜିବନ ସୁଖରେ ଯାଏ । ଯେଉଁଠାରେ ତୁମର ସଂମ୍ପର୍କରେ ଅହଁକାର ଭାବନା ରହିଥାଏ । ସେହି ସଂମ୍ପର୍କ ଦୁଖଃ ଆଡକୁ ଯାଏ ।

ଦାମ୍ପତ୍ୟ ଜିବନ ରେ ସୁଖରେ ରହିବାକୁ ହେଲେ ସବୁଠୁ ବଡ କଥା ହେଲା ପରସ୍ପର କୁ ସମ୍ମାନ ଦେବା ଜରୁରୀ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ବୈବାହିକ ସଂମ୍ପର୍କ ବହୁତ ସୁଖରେ କଟିଥାଏ । ସେହି ପରି ଏକ ସଫଳ ଜିବନ ର ଦାମ୍ପତ୍ୟ ଜିବନ ପାଇଁ ସ୍ୱାମୀ ସ୍ତ୍ରୀ ମାନେ ଧର୍ଯ୍ୟବାନ ହେବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ