Chanakya Niti- ସ୍ତ୍ରୀ ନିଜର ଏହି 1 ଜିନିଷ କୌଣସି ବି ପୁରୁଷକୁ ଦିଏ ନାହିଁ, ଆପଣ ବି ନିଅନ୍ତୁ ନାହିଁ, ହେଇଥାଏ ଘୋର ଅନର୍ଥ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ ଙ୍କ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ଅଟେ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ତେବେ ଚାଲନ୍ତୁ ଜାଣିନେବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୈଣସି ନା କୈଣସି ମୁହୂର୍ତ୍ତରେ କାମ ଆସି ପାରିବ ।

ତେବେ ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ଏଭଳି ନାରୀ ର ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି ଯଦି ସେହି ଗୁଣ ମାନ ସବୁ ଜଣେ ନାରୀ ଭିତରେ ଥାଏ ତେବେ ସେହି ନାରୀ ସହ କେବେବି ସ-ମ୍ପ-ର୍କ ଯୋଡିବା ଉଚିତ୍ ନୁହେଁ । କାରଣ ନାରୀ ଘରକୁ ଗଢି ପାରେ ସ୍ୱର୍ଗ କରିପାରେ ଏବଂ ନାରୀ ହିଁ ଘରକୁ ଭାଙ୍ଗି ପାରେ ।

Chanakya

ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଜିନିଷ ବିଷୟରେ କହିଁବୁ ଯେତେ ଚେଷ୍ଟା କଲେ ବି ସ୍ତ୍ରୀ ଠାରୁ ସ୍ୱାମୀ ନେଇ ପାରି ନଥାଏ। ସ୍ତ୍ରୀ ନିଜର ସ୍ୱାମୀ ଙ୍କୁ ସବୁକିଛି ଦେଇ ପାରିବ ଏବଂ ସେ ନିଜ ସ୍ୱାମୀ ପାଇଁ କିଛି ବି କରି ପାରିବ କିନ୍ତୁ କିଛି ଏଭଳି ଜିନିଷ ମଧ୍ୟ ଅଛି ଯାହା ଯେତେ ଚେଷ୍ଟା କଲେ ମଧ୍ୟ ସେ କେବେବି ନିଜ ସ୍ତ୍ରୀ ମାନଙ୍କ ଠାରୁ ସେହି ଜିନିଷ କୁ ନେଇ ପାରନ୍ତି ନାହିଁ ।

ନମ୍ବର 1- ଆପଣ ଙ୍କ ଜୀଵନ ସାଥି କିମ୍ବା ଆପଣ ଙ୍କ ପାର୍ଟନର ନିଜର ପଛ ଜିନିଷ ଆପଣ ଙ୍କୁ କେବେବି ଦିଏ ନାହିଁ । ତେବେ ଆପଣ କିଛି ବି କରନ୍ତୁ ବା ଆପଣ କୈଣସି ବି ଉପହାର ମଧ୍ୟ ଆଣନ୍ତୁ ସେ କେବେବି ନିଜ ପଛ ଜିନିଷ ଆପଣଙ୍କୁ ଦେବ ନାହିଁ ।

ନମ୍ବର 2- ବନ୍ଧୁଗଣ ମହିଳାମାନେ ନିଜ ସ୍ୱାମୀ ଙ୍କ ଠାରୁ ସର୍ଵଦା ଧନ ଲୁଚାଇ କରି ରଖିଥାନ୍ତି । ଏବଂ ସେ କେବେ ବି ନିଜ ସ୍ୱାମୀ କୁ ଏହା ଦିଅନ୍ତି ନାହିଁ ଏବଂ ଯେତେବେଳେ ଦରକାର ହୁଏ ସେତେବେଳେ ସେ ସେହି ଟଙ୍କା ପଇସା କୁ କାଢି ଦେଇଥାନ୍ତି ।

ନମ୍ବର 3- ବନ୍ଧୁଗଣ ରାତି ସମୟରେ ନିଜ ସ୍ତ୍ରୀ କୁ ଭଲପାଇବା ମାଗନ୍ତୁ କାରଣ ସ୍ତ୍ରୀ ମାନେ ବହୁତ ଲାଜକୁଳୀ ହୋଇଥାନ୍ତି, ତେଣୁ ସେ ନିଜ ଆଡୁ କେବେ ବି ଏହା କରନ୍ତି ନାହିଁ ଏବଂ ସ୍ୱାମୀ ଆଗ କହିଲେ ହିଁ ସେ ପ୍ରେମ କରିଥାନ୍ତି । ତେଣୁ ରାତି ସମୟରେ ନିଜ ସ୍ତ୍ରୀ କୁ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ