Chanakya Niti- ଏମିତି ଝିଅ ଯେଉଁଠି ବି ମିଳିଲେ ତୁରନ୍ତ ବିବାହ କରି ନେବା ଉଚିତ, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ

girl 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର ଅଟେ । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ଲାଗି ନୀତି ନିୟମ ବର୍ଣ୍ଣନା ରହିଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହିଁ ଏହି ଗ୍ରନ୍ଥ ର ମୁଖ୍ୟ ଉଦ୍ଧେଶ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଏବଂ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ ଅନେକ କଥା କହିଛନ୍ତି ଏବଂ ତାଙ୍କ ନୀତି ରେ ବିବାହ ବିଷୟ ରେ ମଧ୍ୟ ବର୍ଣ୍ଣିତ ରହିଛି ।

ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି ମନାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ କରାଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ଯେଉଁ ଘରେ ନାରୀ ର ଅପମାନ ହୋଇଥାଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଇ ଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ରହିଛି।

ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ମଧ୍ୟରେ ନୁହେଁ ଦୁଇ ପରିବାର ମଧ୍ୟରେ ହୋଇଥାଏ । ହେଲେ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଠିକ୍ ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମୟ ହୋଇଥାଏ । ହେଲେ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ସରି ନଥାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି କରିବା ଆବଶ୍ୟକ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ ପାଇଁ ଉପଯୁକ୍ତ ଅଟନ୍ତି । ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିନେବା ।

women

1.ପ୍ରଥମେ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନଙ୍କୁ ସମାଜ ବିଷୟରେ ଏବଂ ଘର ପରିବାର କୁ କିପରି ଚଳାଇବା ସେହି ବିଷୟରେ ସବୁ ଜଣା ଥାଏ ତେବେ ସେହି ଝିଅ ନିଜ ଘରକୁ ବହୁତ ଭଲ କରି ଚଳାଇ ପାରେ ଏବଂ ସମସ୍ତଙ୍କୁ ଖୁସିରେ ମଧ୍ୟ ରଖିପାରେ । ତେବେ ସେହି ନାରୀ ବିବାହ ପାଇଁ ଉପଯୁକ୍ତ ହୋଇଥାନ୍ତି ।

2. ଚାଣକ୍ୟଙ୍କ ଅନୁସାରେ ବିବାହ ପାଇଁ ଝିଅ ପାଖରେ ଗୋଟିଏ ଗୁଣ ରହିବା ଜରୁରୀ ଅଟେ ତାହା ହେଉଛି ସେ ଛୋଟ ଏବଂ ବଡ଼ ସମସ୍ତ ଙ୍କୁ ସଠିକ୍ ବ୍ୟବହାର ଏବଂ ଉଚିତ ସମ୍ମାନ ପ୍ରଦାନ କରୁଥିବ । ସମସ୍ତ ଙ୍କୁ ଆଦର କରିବା ସହିତ ସମସ୍ତ ଙ୍କୁ ଖୁସିରେ ରଖୁଥିବ ।

3.ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନେ ସଂସ୍କୃତି ଓ ପରମ୍ପରା କୁ ଭଲ କରି ଆପଣାଇ ତାକୁ ନିଭାଇ ପାରୁଥିବ ଏବଂ ପୂଜା ପାଠ କରି ଦେବୀ ଦେବତା ଙ୍କ କୃପା ପାଇ ପାରନ୍ତି ଏହି ପରି ନାରୀ ବିବାହ ପାଇଁ ଶ୍ରେଷ୍ଠ ହୋଇଥାନ୍ତି ।

women 2

4. ଯେଉଁ ନାରୀ କଠିନ ପରିସ୍ଥିତି ରେ ମଧ୍ୟ ନିଜ ପରିବାର ଲୋକଙ୍କ ସାଥ ଦେଇଥାନ୍ତି ଏବଂ ଯେକୌଣସି ପରିସ୍ଥିତି କୁ ସମ୍ଭାଳିବା ପାଇଁ ସକ୍ଷମ ହୋଇଥାନ୍ତି ସେହି ପରି ମହିଳା ବିବାହ ନିମନ୍ତେ ଉପଯୋଗୀ ହୋଇଥାନ୍ତି । ତେଣୁ ଏଭଳି ନାରୀ ଙ୍କୁ ଭାଗ୍ୟବାନ ଲୋକ ମାନେ ବିବାହ କରିଥାନ୍ତି ।

5. ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନେ ଅଧିକ ସଞ୍ଚୟ କରି ଥାନ୍ତି ଏବଂ ଅଯଥା ରେ ପଇସା ଖର୍ଚ୍ଚ କରନ୍ତି ନାହିଁ ସେହି ନାରୀ ଘରର ସମସ୍ତ ଦାୟିତ୍ୱ ନେବା ପାଇଁ ଉପଯୁକ୍ତ ଅଟନ୍ତି ଏବଂ ସେମାନେ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ପାରନ୍ତି ।।

6.ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ର ସ୍ୱର ବହୁତ ମିଠା ଅଟେ ଏବଂ ଯାହାର କଥା ହେବା ମାତ୍ରେ ହିଁ ସୁଖ ର ଅନୁଭୂତି ହୁଏ ସେହି ନାରୀ ବିବାହ ପାଇଁ ଉପଯୁକ୍ତ ହୋଇଥାନ୍ତି । ମଧୁର କଣ୍ଠ ଥିବା ନାରୀ ଙ୍କୁ ବିବାହ କରିବା ଭାଗ୍ୟ ର କଥା ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ