ମୁର୍ଖ ଲୋକଙ୍କ 5ଟି ଲକ୍ଷଣ ଯାହା ଦର୍ଶାଇ ଥାଏ ଯେ ସେମାନେ ସବୁବେଳେ ମୁର୍ଖ ହୋଇ ରହିଥାନ୍ତି ।

Spread the love

ସମସ୍ତ ମନୁଷ୍ୟ ପାଖରେ କିଛି ନା କିଛି ଗୁଣ ରହିଥାଏ ଯାହା ଦର୍ଶାଇ ଥାଏ ବ୍ୟକ୍ତି କେଉଁ ସ୍ୱଭାବର ହୋଇଥାଏ । ତାହା ଭିତରେ କେତେ ଭଲ ଗୁଣ ରହିଥାଏ ଓ କିଛି ଦୁର୍ଗୁଣ ରହିଥାଏ । ଆଜି ଆମେ ଅପଣମାନଙ୍କୁ ମୁର୍ଖ ଲୋକର 5ଟି ଲକ୍ଷଣ କହିବାକୁ ଯାଉଛୁ ଯାହା ଦର୍ଶାଇ ଥାଏ ଯେ ସେ ସବୁବେଳେ ମୁର୍ଖ ରହିଥାନ୍ତି ।

1.ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କିଛି ଲୋକ ଆପଣଙ୍କ ସାମନାରେ ଆପଣଙ୍କ ପ୍ରଶଂସା କରନ୍ତି କିନ୍ତୁ ଆପଣଙ୍କ ପଛରେ ଆପଣଙ୍କ ଅସତକର୍ମ କରିଥାନ୍ତି । ଏମିତି କରିବା ବ୍ୟକ୍ତି ସବୁ ବେଳେ ମୁର୍ଖ ହୋଇ ରୋହୀନଥାନ୍ତି ।

2.ଏମିତି ଛାତ୍ର ଯିଏ ନିଜ ସ୍କୁଲ ପରୀକ୍ଷାର ଅଙ୍କ ଲୁଚାଇଥାନ୍ତି ଓ ଅନ୍ୟ ଜଣ ଛାତ୍ରକୁ ନିଜ ଅଙ୍କ ଅଧିକ ବୋଲି କହିଥାନ୍ତି । ସେହିଭଳି ଛାତ୍ର ନିଜେ ନିଜକୁ ହିଁ ଧୋକା ଦେଇଥାନ୍ତି । ଏଭଳି କାମ ମୁର୍ଖ ଲୋକ ହିଁ କରିଥାନ୍ତି ।

3.ଏମିତି ବ୍ୟକ୍ତି ଯିଏ ନିଜକୁ ସତ୍ୟ ପ୍ରମାଣିତ କରିବା ପାଇଁ ମିଥ୍ୟାର ସାହାଯ୍ୟ ନେଇଥାଏ ଓ ସେହି ମିଥ୍ୟାକୁ ଲୁଚାଇବାକୁ ଯାଇ ଶହେ ମିଥ୍ୟା କହିଥାନ୍ତି ସେଭଳି ବ୍ୟକ୍ତି ଦିନେ ନା ଦିନେ ନିଜ ଜାଲରେ ନିଜେ ଫୋଶି ଯାଇଥାନ୍ତି । ଏମିତି ଲୋକ ମହାମୁର୍ଖ ହୋଇଥାନ୍ତି ।

4.ଯେଉଁ ଲୋକ ଟେଲିଭିଜନ ଅଧିକ ଦେଖିଥାନ୍ତି ସେମାନଙ୍କ ମସ୍ତିଷ ଦୁର୍ବଳ ହୋଇଯାଏ କାହିଁକିନା ଟେଲିଭିଜନ କୁ ଆଗ କାଳରେ ବୋକା ବକ୍ସ ବୋଲି କୁହାଯାଉଥିଲା । ଏହା ଆପଙ୍କ ସମୟ ନଷ୍ଟ କରିଥାଏ । ଏଥିପାଇଁ ଯେଉଁ ଲୋକ ଅଧିକ ଟେଲିଭିଜନ ଦେଖିଥାନ୍ତି ସେମାନେ ମୁର୍ଖ ହୋଇଥାନ୍ତି ।

5.କିଛି ଲୋକ ସାଙ୍ଗ ମାନଙ୍କ ସହିତ କଥା ହେଲା ସମୟରେ କଥା କଥାରେ ଗାଳି ବାହାର କରିଥାନ୍ତି ଯାହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଏ । କଥା କଥାରେ ଗାଳି ଦେବା ମୁର୍ଖ ଲୋକଙ୍କ ସ୍ଵଭାଵ ହୋଇଥାଏ । ଏମିତି ଲୋକ ସବୁ ବେଳେ ମୁର୍ଖ ହୋଇଥାନ୍ତି ।

!! ଧନ୍ୟବାଦ !!