ଭାଇରାଲ ହେଉଛି CCTV ଫୁଟେଜ ।

cctv

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 26 ବର୍ଷିଆ ସୋଫ୍ଟୱେର ଇଂଜିନିୟର ସ୍ୱେତା ଙ୍କ ଆ-ତ୍ମ-ହ-ତ୍ୟା କୁ ନେଇ ପୋଲିସ ଅଧିକ ଅନୁସନ୍ଧାନ ଅଧିକ ଖୋଳତାଳ କରୁଛି । ତେବେ ପୁରୁଷ ବନ୍ଧୁଙ୍କୁ ଏହିଥି ପାଇଁ ପଚରା ଉଚୁରା କରାଯିବ ଏହି ବିଷୟ ରେ ସୂଚନା ହସ୍ତଗତ ହୋଇଛି । ତେବେ ଏହି ମହିଳା ସୋଫ୍ଟୱେର ଇଂଜିନିୟର ସ୍ୱେତା ଉତ୍କଳ କୁମାରୀ ଙ୍କର ମୃ-ତ୍ୟୁ ତେବେ ଏହା ଆ-ତ୍ମ-ହ-ତ୍ୟା ନାଁ ଏହା ପଛରେ ରହିଛି ଆଉ କିଛି କାରଣ ରହିଛି ତାହାକୁ ନେଇ ତନାଘନା ବା ତଦନ୍ତ କମିଶନରେଟ ପୋଲିସ ଜାରି ରଖିଛି ।

ଆଗକୁ ବଢୁଛି ତଦନ୍ତ ମୃ-ତ୍ୟୁ ପଛରେ ପ୍ରେମ ଏବଂ ପ୍ରତାରଣା ଘଟଣା ଥିବା ସାମ୍ନା କୁ ଆସିଥିବା ବେଳେ ତାଙ୍କର ବୟଫ୍ରେଣ୍ଡ ସମ୍ୟଜିତ ଙ୍କୁ ନେଇ ପୋଲିସ ର ସନ୍ଧେହ ବଢିଥିବା ବେଳେ ବର୍ତମାନ ସମୟ ରେ ସମ୍ୟଜିତ ଙ୍କ ଘର ଆଗରେ ରହିଥିବା ସିସି ଟିଭି କ୍ୟାମେରା ଫୁଟେଜ ଆ-ତ୍ମ-ହ-ତ୍ୟା ଦିନ ରାତିରେ ମାନେ ଗତ କାଲି ରାତି 10.17 ବେଳେ ସମ୍ୟଜିତ ଙ୍କ ଘରୁ ଦୁଇ ଜଣ ବ୍ୟକ୍ତି ବାଇକ୍ ରେ କୁଆଡକୁ ବାହାରି ଜାଇଥିଲେ ।

cctv 1

ତେବେ ପରେ ବାଇକ୍ ରେ କେବଳ ଜଣେ ଫେରିଥିଲେ ତେତେ ସମ୍ୟଜିତ ଙ୍କ ଘରୁ କିଏ ବାଇକ୍ ରେ ଜାଇଥିଲେ । ଏବଂ କାହାକୁ ଛାଡି ଅନ୍ୟ ବ୍ୟକ୍ତି ଜଣଙ୍କ ଫେରିଥିଲେ ତାହାକୁ ନେଇ ବର୍ତମାନ ସମୟ ରେ ପ୍ରଶ୍ନ ଉଠିଛି । କାଲି ରାତି ରେ ପରିବାର ଲୋକ ସମ୍ୟଜିତ ଙ୍କୁ ଫେରାର କରାଇଥିବା ଚର୍ଚ୍ଚା ହେଉଛି । ତେବେ ଏହି ନେଇ ସଠିକ୍ ତଥ୍ୟ ବର୍ତମାନ ସମୟ ରେ ମି୍ଳିନାହିଁ । ଏହି ପ୍ରଶଂଙ୍ଗ ରେ ସମ୍ୟଜିତ ଙ୍କ ପରିବାର ପକ୍ଷ ରୁ କେହି ବି ମୁହଁ ଖୋଲୁନାହାଁନ୍ତି ।

ତେବେ ଏହି ଘଟଣା କୁ ନେଇ ଯୈତୁକ ର କଥା ଉଠୁଛି ତାଙ୍କର ସଂମ୍ପତୀ କଥା ରେ ତାଙ୍କୁ ଦାୟି କରିବା ନେଇ କଥା ଉଠୁଛି ଏବଂ ସେମାନେ ଥାନା ରେ ମଧ୍ୟ ଏହାକୁ ନେଇ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ସମ୍ୟଜିତ ଙ୍କ ପରିବାର ଲୋକଙ୍କ ପକ୍ଷ ନିହାତି ଆବଶ୍ୟକ ହୋଇଥିବା ବେଳେ କିନ୍ତୁ ବର୍ତମାନ ସମୟ ରେ ସେମାନେ ନିଜର ପକ୍ଷ ରଖୁନଥିବାର ସ୍ପଷ୍ଟ ଜଣାପଡୁଛି ।

ତେବେ ବନ୍ଧୁଗଣ ଗତ କାଲି ଭୁବନେଶ୍ୱର ଇନଫୋସିଟି ଗ୍ରୀନ ଆପାର୍ଟମେଣ୍ଟ ରୁ ସ୍ୱେତା ଙ୍କର ଝଲନ୍ତା ମୃ-ତ ଦେହ ଉଦ୍ଧାର ହେବା ପରେ ଏହି ଘଟଣା ରେ ପୋଲିସ ର ସନ୍ଧେହ ତାଙ୍କର ବୟଫ୍ରେଣ୍ଡ ଉପରେ ହିଁ ରହିଛି । ତେବେ ବିଗତ ଚାରି ବର୍ଷ ଧରି ସ୍ୱେତା ଙ୍କର ତାଙ୍କର ବୟଫ୍ରେଣ୍ଡ ସହିତ ଆଫାୟାର ରହିଥିବା ବେଳେ ବର୍ତମାନ ସମୟ ରେ ଏମିତି ସ୍ୱେତା ଙ୍କ ଦ୍ୱାରା ଚରମ ପଦକ୍ଷେପ ନେବାକୁ ନେଇ ବର୍ତମାନ ସମୟ ରେ ପୋଲିସ ଖୋଲତାଲ କରୁଛି ।

cctv

ତେବେ ଏହି ଘଟଣା ଉପରେ ବର୍ତମାନ ସମୟ ରେ ସାରା ଓଡିଶାର ନଜର ରହିଥିବା ବେଳେ ଏହି ଘଟଣା ରେ ତନ୍ନତନ୍ନ କରି ଇନଭେଷ୍ଟିକେସନ କେମିତି ହୋଇ ପାରିବ ସେହି ନେଇ କମିଶନରେଟ ପୋଲସ କହିଛି । ଆଗାମୀ ସମୟ ରେ ଏହି ଘଟଣାକୁ ନେଇ କେଉଁ ପ୍ରକାରର ତଦନ୍ତ ହେଉଛି ତାହା ଦେଖିବାର ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ