ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ । ତେବେ ବନ୍ଧୁଗଣ ଆପଣ ଙ୍କ ପାଇଁ ରହିଛି କିଛି ପାଣି ପାଗ ବିଭାଗ ତରଫରୁ ଜଣା ଯାଇଥିବା କିଛି ନୂତନ ଅପଡେଟ । ତେଣୁ ଆପଣ ସମ୍ପୁର୍ଣ୍ଣ ଖବର ଟିକୁ ଜାଣିବା ପାଇଁ ହେଲେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ସିମାନ୍ତର ଅଞ୍ଚଳ ରେ ରହିବ ପ୍ରବଳ ବର୍ଷା , ଏହା ସହ 10 ଟୁ ଜିଲ୍ଲା କୁ ରହିଲା ୱେଲୋ ୱାର୍ଣ୍ଣଙ୍ଗ । ଆଞ୍ଚଳିକ ପାଣି ପାଗ ବିଭାଗ ର ତାହା ଖବର ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗପ ସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ଉପକୂଳ ଅଞ୍ଚଳ ରେ ଇତ୍ତର ରେ ଓଡିଶା ଏବଂ ପଶ୍ଚମ ବଙ୍ଗ ଉପକୂଳ ରେ ଏହା ସକ୍ରିୟ ରହିଛି ।
ଏହା ଚଳିତ ଘୁର୍ଣ୍ଣିଂ ବଳୟ ବାୟୁ ମଣ୍ଡଳ ରେ 17.6 କି.ମି. ଉଚ୍ଚତା ଯାଏ ବ୍ୟାପିଛି । ଲଘୁଚାପ କ୍ଷେତ୍ର ପ୍ରଭବ ରେ ବଙ୍ଗପ ସାଗର ରୁ ପଶ୍ଚିମ ଆଡେ ମେଘ ଖଣ୍ଡ ଗୁଡିକ ର ରାଜ୍ୟ ଆଡକୁ ଗତି କରୁଛନ୍ତି । ଏହା ର ପ୍ରଭାବରେ ରାଜ୍ୟ ରେ ସିମା ବର୍ତ୍ତୀ ଜିଲ୍ଲା ଗୁଡିକ ରେ ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି । ଆଜି ସକାଲ ଭୂବନଶ୍ୱର ର ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି ।
ଉତ୍ତର ପଶ୍ଚିମ ବଙ୍ଗପ ସାଗର ପାର୍ଶ୍ୱ ବର୍ତ୍ତୀ ସମୁଦ୍ର ମଧ୍ୟ ରୁ ଉତ୍ତର ଓଡିଶା ଏବଂ ପଶ୍ଚିମ ଉପକୂଳ ମାନଙ୍କ ରେ ଲଘୁଚାପ ସକ୍ରୀୟ ରହିଛି । ଏହା ସହିତ ଚଳିତ ଘୂର୍ଣ୍ଣୀ ବଳୟ ବାୟୁ ମଣ୍ଡଳ ରେ 17.6 କି.ମି. ଉଚ୍ଚତା ଯାଏ ବ୍ୟାପିଛି । ଲଘୁଚାପ କ୍ଷେତ୍ର ପ୍ରଭାବର ଆଜି ରାତିରେ 10 ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ , ଏଧିପାଇଁ ସିମାନ୍ତ ଜିଲ୍ଲା ଗୁଡିକୁ ସତର୍କ ରହିବାକୁ କୁହାଯାଇଛି ।
ତେବେ କଟକ , ଖୋର୍ଦ୍ଧା , ପୁରୀ , ଅନୁଗୁଳ , ଢେଙ୍କାନାଳ , ବୌଦ୍ଧ , ସମ୍ୱଲପୁର , ଝାରସୁଗୁଡା , ବରଗଡ , ସୋନପୁର , ଢେଙ୍କାନାଳ , ମାଲକାନଗିରି ଏବଂ ମୟୂରଭଞ ଭଳି ଜିଲ୍ଲା ମାନଙ୍କ ରେ ଅଧିକ ରୁ ଅଧିକ ବର୍ଷା ହେବା ର ସୂଚନା ରହିଛି । ଏହା ବ୍ୟତିତ ଅଭ୍ୟନ୍ତିରୟ ଜିଲ୍ଲା ମାନଙ୍କ ରେ ପାଗ ଶୁଖିଲା ରହିବ । ତେଣୁ ଏ ନେଇ ସାମୁଦ୍ରୀକ ଅଞ୍ଚଳ ରେ ମତ୍ସଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଆଦେଶ କରାଯାଇଛି । ତେଣୁ ଏହା ରହିଥିଲା ଆଜିର ପାଣି ପାଗ ଖବର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।