ଯଦି ଭାଙ୍ଗ ଗଛ ମିଳି ଯାଏ ତେବେ ତୁରନ୍ତ କରନ୍ତୁ ଏହି ଉପାୟ, ଆଉ ତାପରେ ଦେଖନ୍ତୁ ଏହାର କାମାଲ

Spread the love

ଭାଙ୍ଗ ଆମ ଦେଶରେ ନିଶା ପାଈଁ ବହୁତ ଚର୍ଚ୍ଚାରେ ଅଛି । ଏଠାରେ ରଙ୍ଗର ଉତ୍ସବ କୁହାଯାଉଥିବା ହୋଲିରେ ତ ଭାଙ୍ଗକୁ ବହୁତ ଅଧିକ ବ୍ୟବହାର କରାଯାଏ । ସେହି ସମୟରେ ଭାଙ୍ଗର ବ୍ୟବହାର ଥଣ୍ଡା ପାନୀୟ ଠୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ, ସବୁଥିରେ ବ୍ୟବହୃତ କରାଯାଇଥାଏ । ଏହାର ବ୍ୟବହାର ଆମେ ଆଜି ପର୍ଯ୍ୟନ୍ତ ନିଶା ରୁପରେ କରିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭାଙ୍ଗର କିଛି ଔଷଧୀୟ ଗୁଣ ବିଷୟରେ ଆଲୋଚନା କରିବୁ ।

ଯଦି ଆପଣଙ୍କ ମୁଁହ ଅତ୍ୟଧିକ ସିଠୁଆ କିମ୍ବା ଖଦଡ଼ୀଆ ହୋଇ ଯାଇଛି, ତା’ହେଲେ ଭାଙ୍ଗର ପତ୍ରକୁ ଦେହର ଚିକ୍କଣ ପାଈଁ ବ୍ୟବହାର କରି ପାରିବେ । ଏହାର ପତ୍ରକୁ ବାଟି ଲେପ ତିଆରି କରନ୍ତୁ, ଏହାପରେ ଦେହରେ ଲଗାନ୍ତୁ, ଆପଣଙ୍କ ଦେହ ଚିକ୍କଣ ହୋଇଯିବ ।

ଯଦି ଆପଣଙ୍କର ସବୁ ବେଳେ ମୁଣ୍ଡ ବିନ୍ଧା ହେଉଥାଏ ତାହେଲେ ଭାଙ୍ଗର ପତ୍ରର ରସକୁ କାନରେ 2-3 ବୁନ୍ଦା ପକେଇ ଦିଅନ୍ତୁ, ମୁଣ୍ଡ ବିନ୍ଧା ଧୀରେ ଧୀରେ ଭଲ ହୋଇଯିବ ଏବଂ ଏମିତି କଲେ ମୁଣ୍ଡ ବିନ୍ଧା ସମସ୍ୟା ଚିର ଦିନ ପାଇଁ ଭଲ ହୋଇଯିବ ।

ଏଥିରେ ଅର୍ଥାତ ଭଙ୍ଗ ଗଛର ପାତ୍ରରେ ଫାଇବର ଭଲ ମାତ୍ରା ଥିବା କାରଣରୁ ଭାଙ୍ଗର ମଞ୍ଜି ସେବନ ଦ୍ୱାରା ପାଚନ ତନ୍ତ୍ରରୁ କ୍ଷତିକାରକ ପଦାର୍ଥକୁ ଦୂର କରିବା ପାଇଁ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ପାଚନ ତନ୍ତ୍ର ଠିକ୍ ଭାବରେ କାମ କରୁ ନଥିବ ତାହେଲେ ଭାଙ୍ଗର ମଞ୍ଜିକୁ ବ୍ୟବହାର କରି ପାରିବେ । ଏହା ଆପଣଙ୍କ ପାଚନ ତନ୍ତ୍ର ପାଈଁ ଅତ୍ୟନ୍ତ ଲାଭ ଦାୟକ ହେବ ।

ଆଶା କରୁଛୁ ଏହି ଆର୍ଟିକିଲରେ କୁହାଯାଇ ଥିବା ଉପାୟ ଆପଣଙ୍କୁ ପସନ୍ଦ ଆସିଥିବା । ତଥାପି Comment କରି ଜଣାନ୍ତୁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆନୁଛେଦଟି ଆପଣଙ୍କୁ କେମିତି ଲାଗିଲା । ଭଲ ଲାଗିଲେ share କରି ଅନ୍ୟଙ୍କୁ ଜଣାନ୍ତୁ ।