ଘରକୁ ଏକୁଟିଆ ଡାକି ସାଜିଦ୍ ପଚାରୁଛନ୍ତି ତୁମ ବ୍ରେ-ଷ୍ଟ୍ ସାଇଜ କେତେ ?

Rani Chatterjee

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଥମୁନି ସାଜିଦ ଝଡ ବିଗବସ ନିର୍ମାତା ଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ ସାଜିଛି ସାଜିଦ ଖାନ । ତାଙ୍କୁ ସୋ ରୁ ବାହାର କରିବା ପାଇଁ ଦାବି ଏବେ ଜୋର ଧରିଛି ଏମିତି କି ସୋସିଆଲ ମିଡିଆ ରେ ତାଙ୍କୁ ବହୁତ ପରିମାଣ ରେ ଟାର୍ଗେଟ ମଧ୍ୟ କରାଜାଉଛି । ବଲିଉଡ ହିରୋଇନ ରାନୀ ଙ୍କ ଅଭିଯୋଗ ଅନୁସାରେ କିଛି ଦିନ ତଳେ ସାଜିଦ ଖାନ ଥରେ ତାଙ୍କ ଘରକୁ ଡାକିଥିଲେ । ଏବଂ ପରେ ସେ ମନ୍ଦ ଉଦ୍ଧେଶ୍ୟ ନେଇ ଛୁଇଁବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ତେବେ ସେ କହିଛନ୍ତି ସାଜିଦ ଖାନ ଙ୍କୁ ବିଗବସ ପରି ସୋ ରେ ଦେଖିଲେ ବହୁତ ରାଗ ଲାଗୁଛି । ସାଜିଦ ଖାନ ତାଙ୍କର ଉତ୍ପୀଡନ କରୁଛନ୍ତି । ତାଙ୍କୁ ଦେଖିଲେ ମୋର ହୃଦୟ ଭାଙ୍ଗି ପଡୁଛି । ରାନୀ 2013 ରେ ରିଲଜ ସାଜିଦ ଖାନ ଙ୍କ ଫିଲ୍ମ ହିମତ ୱାଲା ର ପ୍ଲେ କରିଛନ୍ତି । ତେବେ ଏହି ଫିଲ୍ମ ରେ ଅଜୟ ଦେବଗନ ଙ୍କ ସହିତ ତମନ୍ନା ଭାଟିଆ ଅଭିନୟ କରିଥିଲେ ତେବେ ରାନୀ କହିଛନ୍ତି ସେ ହିମତ୍ତୱାଲା ଫିଲ୍ମ ପାଇଁ ସାଜିଦ ଖାନ ଙ୍କ ସହିତ ଯୋଗାଯୋଗ କରିଥିଲେ ।

Actress rani

ତେବେ ପରେ ସାଜିଦ ଖାନ କହିଥିଲେ ସେ ମୋ ସହିତ ସିଧା ସଳଖ କଥାହେବାକୁ ଚାହାଁନ୍ତି । ତେବେ ପରେ ଫୋନ ରେ କଥା ହେବାରୁ ସେ ମତେ ତାଙ୍କ ଘରକୁ ଡାକିଥିଲେ ଆଉ ଏହା ସାଧାରଣ ମିଟିଂ ତେବେ ସେ କୌଣସି ମ୍ୟାନେଜର ଙ୍କୁ ନେଇ ଆସିବେ ନାହିଁ । ତେବେ ସେ ଏକାକି ଆସିବାକୁ କହିଥିଲେ ଏବଂ ପରେ ରାନୀ କହିଛନ୍ତି ସେ ସାଜିଦ ଖାନ ଙ୍କୁ ଘରକୁ ଭେଟିବାକୁ ଜାଇଥିବା ବେଳେ ସାଜିଦ ଖାନ କହିଥିଲେ ତୁମକୁ ଧୋକା ଧୋକା ଆଇଟମ ସଙ୍ଗ ରେ ସୁଯୋଗ ପ୍ରଦାନ କରାଯିବ ।

ଏହିଥିରେ ତୁମକୁ ଛୋଟ ଛୋଟ ଲେହେଙ୍ଗା ପିନ୍ଧିବାକୁ ପଡିବ ମୁଁ ଲଙ୍ଗ ସର୍ଟ ପିନ୍ଧି ତାଙ୍କ ଘରକୁ ଜାଇଥିଲି ତେଣୁ ସେ ମତେ ଗୋଡ ଦେଖେଇବାକୁ କହିଥିଲେ ମୁଁ ଭାବିଥିଲି ବଲିଉଡ ରେ ଏମିତି ହିଁ ହୋଇଥାଏ । ମୁଁ ଆଣ୍ଠୁ ପର୍ଯ୍ୟନ୍ତ ସ୍କର୍ଟ ଉଠେଇ ଦେଖେଇଥିଲି । ଆଉ ଯେତେ ବେଳେ ସେ ମୋ ଛାତିର ସାଇଜ କେତେ ପଚାରିଥିଲେ ମୁଁ ତାଙ୍କ କଥା ସୁଣି ଡରିଜାଇଥିଲି । ତୁମର କେହି ବୟଫ୍ରେଣ୍ଡ ରହିଛନ୍ତି କି ନାହିଁ । ଦିନକୁ କେତେ ଥର ସେ-କ୍ସ କର ଯେତେ ବେଳେ ସାଜିଦ ଖାନ ଙ୍କ ମୁହଁ ରୁ ଏହି ସବୁ କଥା ସୁଣିଲି ମୁଁ ସଂମ୍ପର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଜାଇ ଥିଲି ।

ଏମିତି କଥା କାହିଁକି ପାଚାରୁଛନ୍ତି ବୋଲି ମୁଁ ପଚାରିଥିଲି । ଆଉ ଏମିତି କଥା ମତେ ପସନ୍ଦ ନୁହେଁ ବୋଲି ମୁଁ କହିଥିଲି । ତେବେ ଏମିତି ବେଳେ କେବଳ ରାନୀ ନୁହଁନ୍ତି ବରଂ ସର୍ଲିନ ଚୋପ୍ରା ଙ୍କ ଠାରୁ ଆରମ୍ଭ କରି ଉର୍ଫି ଯାବେଦ , ମନ୍ଦନା କରିମ୍ , କରିସ୍ମା ସୋନୀ ଯାଏ ସାଜିଦ ଙ୍କ ବିରୋଧ ରେ ଯୈ-ନ ଶୋଷଣ ଅଭିଯୋଗ ଆଣି ସାରିଛନ୍ତି । ଏବଂ ବର୍ତମାନ ସମୟ ରେ ରାନୀ ଚାଟାର୍ଜି ଙ୍କ ନାମ ବି ଯୋଡି ହୋଇଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *