ଗୋପାଳକୁ ପାଗଳ କହି, କୋର୍ଟରେ ହେଇଥିଲା ପ୍ରବଳ ଗାଳି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟି ଗୋଟି ଘଟଣା ଏବେ ଗୋଟେ ବିସ୍ଫୋରଣ ପରି ଚାଞ୍ଚଲ୍ୟ ସୃଷ୍ଟି କରୁଛି । ବା କହି ପାରନ୍ତି ବ୍ଲାଷ୍ଟ ଫ୍ରମ୍ ଦା ପାଷ୍ଟ୍ । ଏହି ଭଳି ଏକ କଥା ବର୍ତମାନ ସମୟ ରେ ଆସିଛି ସାମ୍ନାକୁ ଯେତେ ବେଳେ ଗୋପାଳ ଦାସ ଙ୍କୁ ଦିଆଜାଇଥିଲା ଗୋଟିଏ ଦୁ-ଷ୍କ-ର୍ମ ମାମଲା ର ଦାୟୁତ୍ୱ ସେତେ ବେଳେ ତାଙ୍କ ଉପରେ କୁଆଡେ ପ୍ରବଳ ବର୍ଷିଥିଲେ କୋର୍ଟ । କେବଳ ସେତିକି ନୁହେଁ ତାଙ୍କୁ ଭର୍ଷନ୍ନା କରିବା ସହିତ ପୋଲିସ ଡିପାର୍ଟ ମେଣ୍ଟ କୁ ମଧ୍ୟ କୋର୍ଟ ଭର୍ଷନ୍ନା କରିଥିଲା । ଗୋଟିଏ ମାନଶୀକ ରୋଗରେ ଥିବା ASI ଙ୍କୁ କେମିତି ଭାବେ ଗୋଟିଏ ଦୂ-ଷ୍କ-ର୍ମ ମାମଲା ପରି ସମ୍ବେଦନ ଶୀଳ ମାମଲା ର ତଦନ୍ତ ର ଭାର ଦିଆଗଲା ଏହି ନେଇ ଗୋପାଳ ଙ୍କ ଉପରେ ପ୍ରବଳ ବର୍ଷିଥିଲେ କୋର୍ଟ ।

ଗୋପଳ ବରହଲ ପୁର ଥାନା ରେ ଥିବା ବେଳେ ତାଙ୍କୁ ଗୋଟେ ଦୁ-ଷ୍କ-ର୍ମ ମାମଲା ର ତଦନ୍ତ ଭାର ଦିଆଜାଇ ଥିଲା । ଆଉ ଜାହାକୁ ନେଇ ସ୍ଥାନିୟ କୋର୍ଟ ନିଜର ଅସୋନ୍ତୋଷ ପ୍ରକାଶ କରିଥିଲେ ଗୋପାଳ ଉପରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେତେ ବେଳେ କୋର୍ଟ ଜାଣିବାକୁ ପାଇଲେ ଯେ ଗୋପାଳ ଜଣେ ମାନଶୀକ ରୋଗୀ ତେବେ କଣ ପାଇଁ ଗୋପାଳ କୁ ଚାକିରୀ ରୁ ବାହାର କରିବା କିମ୍ବା ତାର ମାନଶୀକ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଲେ ନାହିଁ ।

gopal 1

ତେବେ 10 ବର୍ଷ ମଧ୍ୟରେ ଗୋପାଳ କରିଥିବା କେସ ର ସମସ୍ତ ତଦନ୍ତ ର ରିପୋର୍ଟ ଏବେ କ୍ରାଇମ୍ ବ୍ରାଞ୍ଚ ଜବଦ କରୁଛି । କେଉଁଥିରେ ସେ କେମିତି ଇନଭେଷ୍ଟିକେସନ କରିଥିଲେ । ତେବେ ସବୁଠୁ ବଡ କଥା ହେଲାକି କ୍ରାଇମ୍ ବ୍ରାଞ୍ଚ କହୁଛି ଗୋପାଳ ଜଣେ ସଂମ୍ପର୍ଣ୍ଣ ପାଗଳ । ଆଉ ଗୋପାଳ ର ମାନଶୀକ ରୋଗ ଥିବା ସ୍ୱତେ କଣ ପାଇଁ ଏହାକୁ ଅଣଦେଖା କରୁଥିଲା ଗତ 4 ରୁ 5 ବର୍ଷ ମଧ୍ୟରେ ଗୋପାଳ ର ଯେଉଁ ବାଇପୁଲାର ଡିଜିଜ୍ ର ଅସ୍ତିରତା ରୋଗ ରହିଛି ।

ଏହିଥି ପାଇଁ ଗୋପାଳ କୁଆଡେ 30 ଟି ପ୍ରେସକ୍ୟୁବସନ୍ ଦେଖେଇ ଛୁଟି ବି ନେଇଥିଲା । ତେବେ ପୂର୍ବତନ SP ଙ୍କୁ ଏହି ସବୁ ମେଡିକାଲ ପ୍ରେସକ୍ୟୁବସନ୍ ଦେଖେଇ ଛୁଟି ବି ନେଇଥିଲା ଗୋପାଳ । ଏବଂ ଏହି ସବୁ ପ୍ରେସକ୍ୟୁବସନ୍ କୁ ବି ଜବଦ କରିଛି କ୍ରାଇମ୍ ବ୍ରାଞ୍ଚ । ଗୋପାଳ କେଉଁ ଔଷଧ ସେବନ କରୁଥିଲା ଏବଂ ତାର ମାନଶୀକ ରୋଗ ବିଷୟ ରେ ଅଧିକ ରୁ ଅଧିକ ଖୋଳତାଳ କରୁଛି କ୍ରାଇମ୍ ବ୍ରାଞ୍ଚ ।

ତେବେ ଏହି ସବୁ ଗୋଲକ ଧନ୍ଦା ମଧ୍ୟରେ ଏବେ ପ୍ରଶ୍ନ ଉଠୁଛି ଏବେ ମୂଳ ପ୍ରଶ୍ନ ଉଠୁଛି କ୍ରାଇମ୍ ବ୍ରାଞ୍ଚ ଉପରକୁ । ଯେ ଏବେ ଗୋପାଳ କୁ ଯେଉଁ ମାନଶୀକ ରୋଗୀ ଭାବେ ପରିଚିତ କରେଇ ବାସ୍ତବିକ ପାଗଳ ସଜେଇବାକୁ ଯାଉଛି କ୍ରାଇମ୍ ବ୍ରାଞ୍ଚ ତାହା ବାସ୍ତବିକ ଭାବେ କେତେ ଠିକ୍ ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ