ଡାକିଲେ ଅନୁଭବ ମାହାନ୍ତି ,ଦିଲ୍ଲୀରୁ ଦୌଡ଼ି ଆସିଲେ ଜାଗୃତି ଶୁକ୍ଲା

Anubhav Mahanti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିଲ୍ଲୀ ରୁ ଦୌଡ଼ି ଆସିଛନ୍ତି ଜାଗୃତି ଶୋକ୍ଲା । ଆଉ ଏପଟେ ୱେଲକମ୍ କରିଛନ୍ତି ଅନୁଭବ ମହାନ୍ତି । ସିଧା ଆସିଲେ ଜାଗୃତିଙ୍କ ସହ ହାତ ମିଶାଇଲେ ଅଭିନେତା ଅନୁଭବ ମହାନ୍ତି । ଯେମିତି ଆପଣ ଜାଣିଥିବେ କିଛିଦିନ ତଳେ ଯେମିତି ବର୍ଷା, ଅନୁଭବଙ୍କ ବିଛେଦ ମାମଲା ଚାଲୁ ରହିଥିଲା । ଅନୁଭବ ଚିନ୍ତାରେ ଥିଲେ । ସେହି ସମୟରେ ଜାଗୃତି ଏକ ଭିଡିଓ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ ।

ଅନୁଭବଙ୍କ ମାନସିକ ଚିନ୍ତା ରେ ଥିଲେ। ସେହି ସମୟରେ ଜାଗୃତି ଏକ ଭିଡିଓ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ । ଅନୁଭବଙ୍କ ମାନସିକ ଅବସ୍ଥା କୁ ନେଇ । ଆଉ କହିଥିଲେ ଯେ ଗୋଟିଏ ପୁରୁଷ ହେଲେ ବି ତା ଆଖିରେ ଲୁହ ଥିଲେ ବି ଦୁନିଆ ବେଳେବେଳେ ବୁଝି ପାରେନି । ଆଉ ଜାଗୃତି ଶୋକ୍ଲା ସେହି ସମୟରେ ସେହି ସମୟରେ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ ।

ja

ଆଉ ଜାଗୃତି ଶୋକ୍ଲା ଓଡିଶା ପହଞ୍ଚି ଯାଇଛନ୍ତି । ଆଉ ଅନୁଭବ ମହାନ୍ତିଙ୍କ ସହ କିଭଳି ମିଶିଛନ୍ତି । ଆଉ ଅନୁଭବ ମହାନ୍ତି ବି ଛାଡି ନାହାଁନ୍ତି । ସିଧା ୱେଲକମ୍ କରିଛନ୍ତି । ଆଉ ଏବେ ଚର୍ଚ୍ଚା ହେଉଛି ଜାଗୃତି ଆଉ ଅନୁଭବ ମହାନ୍ତିଙ୍କ ର ବହୁତ ସୁନ୍ଦର ସମ୍ପର୍କ ଟିଏ ରହିଛି । ଯାହାକି ଅତୁଟ । ଇଏ ଥିଲା ବସନ୍ତ ନାୟକ ଜନ୍ମ ଉତ୍ସବ ରେ ସମୟର ଦୃଶ୍ୟ । ଯେଉଁଠି ଓଲିଉଡ ଷ୍ଟାର ସମସ୍ତେ ପହଞ୍ଚିଥିଲେ ସେଇଠି ଅନୁଭବ ମଧ୍ୟ ଉପସ୍ଥିତ ଥିଲେ ।

ଆଉ ସେପଟୁ ଦିଲ୍ଲୀରୁ ଆସିଥିଲେ ଜାଗୃତି ଶୋକ୍ଲା । କିଭଳି ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେବା ସମୟରେ କିଭଳି ବସନ୍ତ ନାୟକ କିଭଳି ବାଟ ଦେଖାଇଥିଲେ ଆଉ ଅନୁଭବ ମହାନ୍ତି କେମିତି ଏତ ଦୂର ପାର ହୋଇ ଆସି ପାରିଲେ ତାହା କହି ଭାବ ବିହୋଳ ହୋଇ ଯାଇଥିଲେ ଅନୁଭବ ମହାନ୍ତି । ବସନ୍ତ ମହାନ୍ତିଙ୍କ ଜନ୍ମ ଦିନ ଉତ୍ସବ ରେ ଏମିତି କିଛି ଦେଖିବାକୁ ମିଳିଥିଲା । ଆଉ ଅନୁଭବଙ୍କ ମୁହଁ ରେ ହସ ଦେଖିବାକୁ ମିଳିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ