ବଧୂ ଜଣକ ନିଜ ବାହାଘରରେ ପୂର୍ବ ବୋୟଫ୍ରେଣ୍ଡକୁ ସ୍ପେସଲ ଗେଷ୍ଟ ଭାବରେ ଆମନ୍ତ୍ରିତ କରିଥିଲେ, ଜାଣନ୍ତୁ ଏହାପରେ କଣ ହେଲା

Spread the love

ସେହିଦିନ ଆଉ ନାହିଁ ଯେତେବେଳେ ମାତା ପିତାଙ୍କ ପସନ୍ଦରେ ପିଲାମାନେ ବିବାହ କରୁଥିଲେ । ବର୍ତ୍ତମାନ ଝିଅ ପୁଅଙ୍କୁ ନିଜ ପସନ୍ଦରେ ବିବାହିତା କରିଥାନ୍ତି । ଏହା ସହ ବିବାହ କେଉଁ ଭଳି ଭାବରେ ହେବ ଏବଂ କେମିତି ହେବ ତାହା ମଧ୍ୟ ନିଜ ଇଚ୍ଛାରେ ହିଁ ସ୍ଥିର କରିଥାନ୍ତି । ସେମାନେ ନିଜ ଲାଇଫକୁ ନେଇ ଟିକେ ଅଧିକ ମାତ୍ରାରେ ଜାଗୃତ ହୋଇଯାଇଛନ୍ତି । କୌଣସି ବନ୍ଧନରେ ରହିବାକୁ ଚାହୁଁ ନାହାନ୍ତି । ଏହାସହ ତାଙ୍କ ମଧ୍ୟରେ ଏକ ବୁଝାବଣା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ବାହାଘର ଏପରି ଏକ ଦିନ ଅଟେ ଯେଉଁଥିରେ ଅନେକ ପ୍ରକାରର ଅତିଥି ଯୋଗ ଦେଇଥାନ୍ତି । ଏଥିରେ ମୁଖ୍ୟ ରୂପରେ ଦୁଇ ପ୍ରକାରର ଟାଗ ଚାଲିଥାଏ । ପୁଅ ଘର ଲୋକ ଏବଂ ଝିଅ ଘର ଲୋକ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ବାହାଘର ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଥିରେ ତୃତୀୟ ଟାଗ ପୂର୍ବ ପ୍ରେମୀ ମଧ୍ୟ ସାମିଲ ଅଛନ୍ତି । ବୁଝି ପାରିଲେ ନାହିଁ କି ବନ୍ଧୁଗଣ ? ଆରେ ଭାଇ ବଧୂ ଜଣକ ନିଜର ପୂର୍ବ ପ୍ରେମୀଙ୍କୁ ମଧ୍ୟ ବାହାରକୁ ଆମନ୍ତ୍ରିତ କରିଥିଲେ ।

ସାଧାରଣତଃ ଯେତେବେଳେ ପୁଅ ଏବଂ ଝିଅର ବ୍ରେକ୍-କପ୍ ହୋଇଯାଇଥାଏ, ତେବେ ଦୁହେଁ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବନ୍ଦ କରି ଦିଅନ୍ତି । ଏହାପରେ ଯେତେବେଳେ ବାହାଘରର କଥା ଆସେ, ତେବେ ତାଙ୍କୁ ନିଜଠାରୁ ଅନେକ ଦୁରରେ ରଖିଥାନ୍ତି । ଯେକୌଣସି ଝିଅ ମଧ୍ୟ ନିଜ ବାହାଘରରେ ତାର ବୋୟଫ୍ରେଣ୍ଡକୁ ଆମନ୍ତ୍ରିତ କରିବାର ଭୁଲ କରିନଥାନ୍ତି । ଏହା କରିବା ଦ୍ୱାରା ତାଙ୍କର ବାହାଘରରେ ପ୍ରୋବଲେମ ବା ସମସ୍ୟା ମଧ୍ୟ ଆସିପାରେ । କିନ୍ତୁ ମେକଅପ ଆର୍ଟିଷ୍ଟ ଧୃତି ଏବଂ ତାଙ୍କର ପୂର୍ବ ପ୍ରେମୀ ସୁଶାନ୍ତ ସିଂହ ଅରୋଡା କେଶରେ ମାମଲା କିଛି ଅଲଗା ଥିଲା । ଧୃତି ବର୍ତ୍ତମାନ ବିବାହ କରିଥିଲେ ଏବଂ ଏଥିରେ ତାଙ୍କର ପୂର୍ବ ପ୍ରେମୀ ସୁଶାନ୍ତଙ୍କୁ ସ୍ପେସଲ ଗେଷ୍ଟ ହିସାବରେ ଆମନ୍ତ୍ରିତ କରିଥିଲେ । କେବଳ ଏତିକି ନୁହେଁ ସୁଶାନ୍ତ ଯେତେବେଳେ ଧୃତିଙ୍କ ବାହାଘରରେ ଆସିଥିଲେ ତୋ ତାଙ୍କ ସେରବାନି ଉପରେ ଏକ୍ସ ବୋୟଫ୍ରେଣ୍ଡର ଟାଗ ମଧ୍ୟ ଲାଗିଥିଲା ।

ଆଶ୍ଚର୍ଯ୍ୟର କଥା ଏହାଥିଲା ଯେ ବଧୂର ପୂର୍ବ ପ୍ରେମୀ ଆସିଯିବା କାରଣରୁ ବରକୁ କୌଣସି ଅସୁବିଧା ହୋଇନଥିଲା । ବାସ୍ତବରେ ଧୃତି ଏବଂ ସୁଶାନ୍ତଙ୍କ ବ୍ରେକଅପ ହେବାପରେ ନିଜ ନିଜ ମଧ୍ୟ କଥାବାର୍ତ୍ତା ବନ୍ଦ କରିନଥିଲେ ଏବଂ ଭଲ ବନ୍ଧୁ ଭାବରେ ରହିଥିଲେ । ଏହି କାରଣ ଥିଲା କି ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ବାହାଘର ମଝିରେ ସୁଶାନ୍ତ ନିଜର ହାତରେ ଧୃତିଙ୍କୁ ଡ୍ରିଙ୍କ ମଧ୍ୟ ପିଆଇଥିଲେ ।

ଧୃତ ବାହାଘର ଯୋଡ଼ାରେ ବହୁତ ସୁନ୍ଦର ଦିଶୁଥିଲେ । ସେ ନିଜର ମେହେନ୍ଦି, ନିର୍ବନ୍ଧ ଏବଂ ବାହାଘର ପାଇଁ ଅଲଗା ଅଲଗା ପ୍ରକାରର ଡ୍ରେସ ପସନ୍ଦ କରିଥିଲେ । ସେଥିରେ ତାଙ୍କ ସୁନ୍ଦରତା ଫୁଟି ଦିଶୁଥିଲା । ଯଦିଓ ପୁରା ବାହାଘରରେ ଧୃତିଙ୍କ ପୂର୍ବପ୍ରେମି ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆଣିଥିଲେ । ଏହା ଏକ ଏମିତି କଥା ଅଟେ ଯାହାକି ବହୁତ କମ ଦେଖିବାକୁ ମିଳେ । ଅର୍ଥାତ ଲୋକେ ବ୍ରେକଅପ ପରେ କଥାବାର୍ତ୍ତା ହୁଅନ୍ତି କିନ୍ତୁ ନିଜ ବାହାଘରରେ ବହୁତ କମ ସାହସର ସହ ଆମନ୍ତ୍ରିତ କରିଥାନ୍ତି । ତାହା ମଧ୍ୟ ସ୍ପେଶଲ ଗେଷ୍ଟ ହିସାବରେ । ତଥାପି ଖୁସିର କଥା ଏହା ଥିଲା ଯେ ଧୃତିଙ୍କ ବାହାଘର ବିନା କୌଣସି ଅସୁବିଧାରେ ଶାନ୍ତିପୂର୍ଣ୍ଣ ଭାବରେ ହୋଇଯାଇଥିଲା । ତାଙ୍କର ସ୍ବାମୀ ବହୁତ ବୁଝିବା ବ୍ୟକ୍ତି ଅଟନ୍ତି ।

ଦେଖାଯାଏ ତୋ ଆମ ସମସ୍ତଙ୍କର ଅତୀତରେ କୌଣସି ନା କୌଣସି ସମ୍ପର୍କ ଥାଏ । ସେଥିପାଇଁ ଏହା କୌଣସି ବଡ଼ କଥା ନୁହେଁ । ଯଦି ପୁଅ ଏବଂ ଝିଅ ଦୁହେଁ ଦୁହିଁଙ୍କୁ ହୃଦୟରୁ ପସନ୍ଦ କରନ୍ତି ତେବେ ତାଙ୍କ ପଛରେ ଯେତେ ଅଧିକ ସମ୍ପର୍କ ଥିଲେ ମଧ୍ୟ ସେଥିରେ କୌଣସି ଫରକ ପଡ଼ିନଥାଏ । ଆପଣଙ୍କର ଏହି ବିଷୟରେ କଣ ମତାମତ ଅଛି ତାହା ସୁନିଶ୍ଚିତ ଭାବରେ ଆମକୁ ଜାଣନ୍ତୁ ।

ସୌଜନ୍ୟ : https://www.newstrend.news