ଖୁସି ହୋଇ ଘରକୁ ଆଣିଲା କନ୍ୟାକୁ, ପ୍ରଥମ ରାତିରେ ହିଁ ବରକୁ ଲାଗିଲା ବହୁତ ବଡ଼ ଝଟକା ! କାରଣ ସେ ଝିଅ ନୁହେଁ ଗୋଟିଏ….

Spread the love

ପୁଅର ପ୍ରେମ ସେତେବେଳେ ସତ ଥିଲା ବୋଲି ଜଣା ପଡିବ, ଯେତେବେଳେ ସେ ପ୍ରେମ କରିଥିବା ଝିଅ ସହିତ ବିବାହ କରିବା ପାଇଁ ସାହସ ରଖିଥାଏ । କାରଣ ଆଜିକାଲି ପୁଅମାନେ ପ୍ଲେ ବୋଇ ନାମରେ ନାମିତ ହେଉଛନ୍ତି । ସେମାନେ ଗୋଟିଏ ଝିଅ ସହିତ ପ୍ରେମ କରନ୍ତି ଓ ଅନେକ ଝିଅଙ୍କୁ ତାଙ୍କ ସହିତ ବିବାହ କରିବି ବୋଲି କଥା ଦେଇଥାନ୍ତି । ଆମ ଭାରତୀୟ ସମାଜ ବିବାହକୁ ଏକ ପବିତ୍ର ସମ୍ବନ୍ଧ ବୋଲି ମାନିଥାଏ । ଧର୍ମ ଅନୁସାରେ ସଭିଙ୍କର ବିବାହ ଭିନ୍ନ ଭିନ୍ନ ରୂପେ କରାଯାଇ ଥାଏ । ହିନ୍ଦୁ ଧର୍ମରେ ବିବାହ ସମୟରେ ୭ଥର ଫେର ନେଇଥାନ୍ତି ଓ ପ୍ରତ୍ୟେକ ଫେରର ଭିନ୍ନ ଭିନ୍ନ ମହତ୍ତ୍ୱ ଥାଏ । ଏହି ଫେର କରୁଥିବା ସମୟରେ ସ୍ୱାମୀ, ସ୍ତ୍ରୀ ୭ଟି ବଚନ ନେଇଥାନ୍ତି ଓ ୭ ଜନ୍ମ ଜନ୍ମାନ୍ତ ସୁଖ ଦୁଃଖରେ ଏକତ୍ର ବଞ୍ଚିବା ଓ ମାରିବା ପାଇଁ ପ୍ରତିଜ୍ଞା କରିଥାନ୍ତି । କିନ୍ତୁ ଅଳ୍ପ ଦିନ ପୂର୍ବେ କିଛି ଏଭଳି ଘଟଣା ସାମ୍ନାକୁ ଆସିଲା ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଯେଉଁଠାରେ ଗୋଟିଏ ସ୍ୱାମୀକୁ ପ୍ରେମ କରି ନିଜ ପ୍ରେମିକା ସହିତ ବିବାହ କରିବା ମହଙ୍ଗା ପଡିଥିଲା ।

ଏହି ପୁରା ମାମଲା ଉତ୍ତରପ୍ରଦେଶର ମୁରାଦାବାଦ ସହରର ଅଟେ । ଯେଉଁଠାରେ ରୋହିତ ଓ ତୃପ୍ତି (କାଳ୍ପନିକ ନାମ)ଙ୍କର ପ୍ରଥମ ଭେଟ ତାଙ୍କ ଅଫିସରେ ହୋଇଥିଲା । ଦୁହେଁ ଗୋଟିଏ ଅଫିସରେ କାମ କରୁଥିଲେ । ତେଣୁ ଧୀରେ ଧୀରେ ଦୁହେଁ ଏକ ଭଲ ମିତ୍ର ହୋଇଗଲେ । ଏତିକି ହିଁ ନୁହେଁ, ସେମାନେ ଅଫିସ ବାହାରେ ମଧ୍ୟ ମିଶିବାକୁ ଲାଗିଲେ । ଶେଷରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି ବିଷୟରେ ଦୁହେଁ ନିଜ ନିଜ ଘରେ ଏ ବିଷୟରେ କହିଥିଲେ । କିନ୍ତୁ ଦୁହେଁଙ୍କ ଜାତି ଭିନ୍ନ ଥିବା ଯୋଗୁଁ ଦୁହେଁଙ୍କ ଘରର ପରିବାର ଏହି ବିବାହ ପାଇଁ ମନା କରିଥିଲେ । ଯେଉଁ କାରଣରୁ ସେମାନେ ଦୁହେଁ କୋର୍ଟରେ ନିଜ ବିବାହ କରିଥିଲେ କିନ୍ତୁ ରୋହିତକୁ ଏହି ବିବାହ କରିବା ପରେ ଏତେ ବଡ଼ ମହଙ୍ଗା ସହିବାକୁ ପଡ଼ିବ, ଏହା ସେ ସ୍ୱପ୍ନରେ ମଧ୍ୟ ଜାଣିନଥିଲା ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ଏହି ବିବାହ ହିନ୍ଦୁ ଧର୍ମ ଅନୁସାରେ କୋର୍ଟରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ କରିବା ପରେ ଦୁହେଁ ବହୁତ ଖୁସିରେ ଥିଲେ କିନ୍ତୁ ତାଙ୍କର ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ । ବିବାହର ପ୍ରଥମ ରାତିରେ ହିଁ ରୋହିତକୁ ଏହା ଜଣାପଡ଼ିଲା କି ଯେଉଁ ଝିଅ ସହିତ ଏତେ ପ୍ରେମ କରୁଥିଲେ ଓ ବିବାହ କରିଲେ ସେ କୌଣସି ସାଧାରଣ ନ ଥିଲା, ସେ ଏକ କିନ୍ନର ଥିଲା । ଏବେ ରୋହିତ ନିଜ ପତ୍ନୀ ତୃପ୍ତି ଉପରେ ଅଭିଯୋଗ କରିଥିଲେ କି, ସେ ଧୋକ୍କା ଦେଇ ମୋ ସହିତ ବିବାହ କରିଲା ଓ ଅନ୍ୟ ପଟେ ତୃପ୍ତି କହିଲେ କି, ସେ ରୋହିତକୁ ବହୁତ ଭଲପାଏ ଓ ସେ ଏବେ ରୋହିତ ସହିତ ହିଁ ଜୀବନ ବିତାଇବାକୁ ଚାହୁଁଛି । କିନ୍ତୁ ରୋହିତ ନିଜ କିନ୍ନର ପତ୍ନୀ ସହିତ ରହିବାକୁ ମନା କରିଦେଲେ ।

ବର୍ତ୍ତମାନ ରୋହିତ କିନ୍ନରକୁ ନିଜ ପତ୍ନୀ ମାନିବାକୁ ମନା କରିଦେଲେ । ପୁଣି ସେମାନେ ଦୁହେଁ କୋର୍ଟକୁ ଗଲେ ଓ ଏହି ବିଷୟରେ କହିବାରୁ କୋର୍ଟ ତୃପ୍ତିକୁ ନିଜ ପରିବାର ସହ ତାଙ୍କ ଘରକୁ ପଠେଇ ଦେଲେ । ତୃପ୍ତିର ଘରର ପରିବାର ଅନୁସାରେ ତୃପ୍ତି ଛୋଟ ବେଳରୁ କିନ୍ନର ହୋଇ ଜନ୍ମ ହୋଇଥିଲା । ସେଠାର ଲୋକଙ୍କ ଅନୁସାରେ ତୃପ୍ତି ଦେଖିବାକୁ ଏକ ସାଧାରଣ ଝିଅ ଭଳି ଥିଲା କିନ୍ତୁ ସେ ଏକ କିନ୍ନର ଥିଲା । ଏହି ବିଷୟକୁ ତାଙ୍କ ଘର ପାଖାପାଖି ଥିବା ସମସ୍ତେ ଜାଣିଥିଲେ ।