Breaking News: ଓଲିଉଡ ଷ୍ଟାର Babushan Mohanty ଙ୍କୁ ନେଇ ଆସିଲା ବଡ ଖବର, ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ…

Babushan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ନେଇ ଆସିଛି କିଛି ନୂଆ ଖବର ସାମ୍ନାକୁ ଆସିଛି । ତେବେ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ବାବୁଶାନ ମହାନ୍ତି ଅସୁସ୍ଥ ହୋଇ ଗୁରୁତ୍ୱର ଭାବେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସେଠାରେ ଚିକିତ୍ସା ଚାଲିଥିବା ବିଶେଷ ସୂତ୍ର ରୁ ଜଣା ପଡିଛି । ତେବେ ବର୍ତମାନ ସମୟ ରେ ବାବୁସନ ଅସୁସ୍ଥ ହୋଇ ହସ୍ପିଟାଲ ବେଡ ରେ ଶୋଇଥିବାର ସମୟ ର ଏକ ଫୋଟ ବହୁତ ପରିମାଣ ରେ ଭାଇରଲ ହେଉଛି ।

ତେବେ ଆଗକୁ ରିଲିଜ ହେବା ପାଇଁ ଯାଉଛି ବାବୁସାନ ମହାନ୍ତି ଙ୍କ ଅଭିନିତ ଫିଲ୍ମ ଦମନ ତେବେ ବର୍ତମାନ ସମୟ ରେ ଦମନ ଫିଲ୍ମ ର ଜୋରଦାର ପ୍ରମୋସନ କରୁଥିଲେ ବାବୁସାନ । ତେବେ ବାବୁସାନ ଅସୁସ୍ଥ ହୋଇ ହସ୍ପିଟାଲ ବେଡ ରେ ଶୋଇଥିବାର ଦମନ ଫିଲ୍ମ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତେବେ ବାବୁସାନ ବିଗତ ତିନି ରୁ ଚାରି ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲ ବେଡ ରେ ଚିକିତ୍ସିତ ହେଉଛନ୍ତି ।

Babushan Mohanty

ତେବେ କିଛି ଦିନ ହେଲା ବାବୁସାନ ଦମନ ଫିଲ୍ମ ର ପ୍ରୋମସନ ପାଇଁ ଲଦାଖ ଜାଇଥିଲେ । ସେଠାରେ ହିମାଲିୟାନ 180 କିଲୋମିଟର ରୁ ଉଦ୍ଧ ବୁଲିଥିଲେ । ତେବେ ସେ ଅଧିକ ପରିମାଣ ରେ ଯାତ୍ରା କରିଥିବାରୁ ବର୍ତମାନ ସମୟ ରେ ତାଙ୍କର ଅକ୍ସିଜେନ ସ୍ଥର କମିଜାଇ ଥିବାରୁ ତାଙ୍କୁ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା । ତିନି ରୁ ଚାରି ଦିନ ହେଲା ଭୁବନେଶ୍ୱର ସମ୍ ହସ୍ପିଟାଲ ରେ ବାବୁସାନ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।

ତେବେ ପୂର୍ବ ଅପେକ୍ଷା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ବର୍ତମାନ ସମୟ ରେ ବହୁତ ପରିମାଣ ରେ ସୁଧାର ଆସିଥିବାର ଜଣା ପଡିଛି । ତେବେ ଗତ କିଛି ମାସ ହେଲା ବାବୁସାନ ମହାନ୍ତି ତାଙ୍କର ପରିବାର ବିବାଦ କୁ ନେଇ ଚର୍ଚ୍ଚା ରେ ରହିଥିଲେ ।

ତେବେ ସେହି ବିବଦ ଥମିବା ଆଳରେ ସାଧାରଣ ଭାବେ ଜିବନ ଜାପନ କରିବା ସହିତ ନିଜର ଫିଲ୍ମ କାର୍ଯ୍ୟରେ ଲାଗି ପଡିଥିଲେ । ତେବେ ଏମିତି ରେ ଏହି ଦିନ ରେ ନିଜର ନୂତନ ଫିଲ୍ମ ଦମନ ର ପ୍ରୋମସନ ପାଇଁ ସେ ହିମାଞ୍ଚଳ ଗସ୍ତ ରେ ଜାଇଥିବା ବେଳେ ଏହି ପରି ଘଟଣା ତାଙ୍କ ସହିତ ଘଟିଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ