Breking News – ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାଉ ଯାଉ 2022 ଆଉ ଏକ ଦୁଖଃଦ ଖବର ପୁଣି ଥରେ ଦେଇଗଲା ବର୍ଷ 2022 ରେ ଅନେକ ବରିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଏହି ବର୍ଷଟି ସମସ୍ତ ଙ୍କ ମନରେ ଦୁଖଃ ଦେଇଛି । ତେବେ ଆପଣ ମାନେ ଜାଣିଥିବେ ପ୍ରଥମେ କୋରନା ମହାମାରୀ ପାଇଁ ଅନେକ ଲୋକ ମାନେ ନିଜର ବନ୍ଧୁ ପରିବାର ଅତ୍ମିୟ ସୋଜନ ମାନଙ୍କୁ ହରେଇ ବସିଛନ୍ତି । ସେହି ପରି କଳା କ୍ଷେତ୍ର ଏବଂ ରାଜନୀତି କ୍ଷେତ୍ର ବି ଅନେକ ଲୋକ ମାନେ ନଜେ ନିଜର ଲୋକ ମାନଙ୍କୁ ମଧ୍ୟ ହରେଇଥିବାର ଆପଣ ମାନେ ଦେଖିବା ପାଇଁ ପାଇଥିବେ ।

ସେହି କ୍ରମରେ ବର୍ତମାନ ସମୟ ରେ ଓଡିଆ ସିନେମା ଜଗତ ରେ ବର୍ତମାନ ସମୟ ରେ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ତେବେ ମିଳିଥିବା ଅନୁସାରେ ନିକଟସ୍ଥ ବିଳମ୍ବିତ ରାତ୍ରୀରେ ଭୁବେଶ୍ୱରର ଏକ ଘୋରଇ ହସ୍ପିଟାଲ ରେ ସଂଙ୍ଗୀତଜ୍ଞ୍ୟ ଶାନ୍ତନୁ ମହାପାତ୍ର ଙ୍କର ପୋରଲୋକ ଘଟିଥିବାର ସୂଚନା ରହିଛି । ତେବେ ତାଙ୍କର 85 ବର୍ଷର ବୟସ ରେ ତାଙ୍କର ବିୟୋଗ ଘଟିଛି ।

Shantanu

ତେବେ ସେ ନିଜର ଅସୁସ୍ଥତା କାରଣ ରୁ କିଛି ଦିନ ହେଲା ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ହୋଇଥିଲେ ତେବେ ତାଙ୍କର ମିଡିଲ ଅରଗାନ୍ କାମ କରୁନଥିବା ହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଥିବା ବେଳେ ତାଙ୍କର ବିୟୋଗ ଘଟିଛି । ତେବେ ତାଙ୍କର ବିୟୋଗରେ ମୂଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

1936 ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ ମହାପାତ୍ର । ତେବେ ବିଶିଷ୍ଟ ପ୍ରତିଭାର ଅଧିକାରୀ ଶାନ୍ତନୁ ମହାପାତ୍ର ଜଣେ ନିର୍ଦ୍ଦେଶକ ଭାବେ 1994 ରେ ଅବସର ନେଇଥିଲେ । ତେବେ ବହୁମୁଖୀ ବ୍ୟକ୍ତିତ୍ୱ ଶାନ୍ତନୁ ମହାପାତ୍ର ଉଭୟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶନାରେ ନିଜର ପ୍ରତିଭା ଦେଖାଇ ଥିଲେ ଏବଂ ଏହାର ଯାଦୁ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଥିଲେ ।

Shantanu Mahapatra

ତେବେ ସେ ପ୍ରଥମ ଓଡିଆ ସଂଙ୍ଗୀତ ନିର୍ଦ୍ଧେଶକ ଭାବେ ଓଡିଆ , ହିନ୍ଧୀ , ବେଙ୍ଗଲୀ , ଆସାମୀ , ତେଲୁଗୁ ପରି ଚଳଚିତ୍ର ରେ ସଂଙ୍ଗୀତ ଦେଇଥିବା ବେଳେ 5 ଟି ଭାଷାରେ ନିର୍ଦ୍ଧେଶନା ଦେଇଛନ୍ତି । ତେବେ ପ୍ରଥମ ଓଡିଆ ସଂଙ୍ଗୀତଜ୍ଞ୍ୟ ଭାବେ ତାଙ୍କ ନିର୍ଦ୍ଦେଶନାରେ ଲତା ମଙ୍ଗେସକର ଓ ମହମ୍ମଦ ରଫି ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି। ତେବେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୁରେଶ ଓ୍ଵାଡେକର, ଅଭିଜିତ୍‌ ମଜୁନ୍ଦା , ଅନୁରାଧା ପୋଡଓ୍ଵାଲ, କବିତା କୃଷ୍ଣମୂର୍ତ୍ତି ଆଦି ଗୀତ ଗାଇଛନ୍ତି ଏବଂ ସଫଳତା ମଧ୍ୟ ଶାଉଁଟିଛନ୍ତି ।

ଶାନ୍ତନୁ ଅନେକ ହୃଦୟଶ୍ପର୍ଷି ସଂଙ୍ଗୀତ ଗୁଡିକ ରେ ନିର୍ଦ୍ଧେଶନା ଦେଇଛନ୍ତି । ସେହିଥି ମଧ୍ୟରୁ ସୂର୍ଯ୍ୟମୂଖୀ , ଅରୁନ୍ଧତୀ , ଦୋରା , ଚୀଲିକା , ତୀରେ , ପ୍ରିୟତମା , ଅଗ୍ନୀପରିକ୍ଷା , ମେଘମୁକ୍ତି , ଶୀତ ରାତି , ଜିବନ ସଂଙ୍ଗ୍ରାମ ପରି ଚଳଚିତ୍ର ରେ ସଂଙ୍ଗୀତ ନିର୍ଦ୍ଧେଶନା ବହୁତ ଚମତ୍କାରୀ ରହିଥିବା ବେଳେ ତାଙ୍କର ଶେଷ ସିନେମା ରହିଥିବା ପଥର ଖସୁଛି ବଡ ଦେଉଳରୁ । ଯେଉଁଥିରେ ସେ ନିର୍ଦ୍ଦେଶ ଦେଇ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଆଜିର ଦିନରେ ସେ ଆଉ ଆମ ଗହଣ ରେ ନାହାଁନ୍ତି ଯେଉଁଥି ପାଇଁ ସାରା ଓଡିଶା ବାସୀ ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ