ବାଇ ସେ-କ୍ସୁ-ଆଲ୍ ପୁଅ ଚିହ୍ନିବା କଷ୍ଟ , ସେମାନେ ଝିଅ ସହ କମ୍ଫର୍ଟେବୁଲ୍ ପୁରୁଷ ସହ ବି କମ୍ଫର୍ଟେବୁଲ୍।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଏହାତ ନୂଆ କଥା ନୁହେଁ ଦିନରେ ପୁରୁଷ ଏବଂ ରାତିରେ ମହିଳା । ଏହି ଭଳିଆ କେରେକ୍ଟର ବହୁତ ସାରା ରହିଛନ୍ତି କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରେ ବି ରହିଛନ୍ତି । ହେଲେ ଯେତେ ବେଳେ ପୟେଣ୍ଟ ଆସୁଛି କି ଏହି ଭଳିଆ ଝିଅଙ୍କ ସହିତ ଗୋଟେ ଝିଅ ଯେତେ ବେଳେ ମେରେଜ କରୁଛି । ଏବଂ ତାର ବ୍ୟବହାର ଏମିତିରେ ସବୁ ବେଳେ ପୁଅ ଟାଇପ୍ ର ରହୁଥିବା ବେଳେ ଆପଣ ମାନେ ରାତି ହେଲେ ଜାଣିବେ କି ତାର ବ୍ୟବହାର ଗୋଟେ ଝିଅ ଟାଇପ୍ ର ।

ଏବଂ ଏହା ପଛରେ କାରଣ ହେଲା ବହୁତ ସାରା ଫ୍ୟାମିଲି ରେ ଯେତେ ବେଳେ ବାହାଘର ଟା ପଡେ ସେତେ ବେଳେ ସେମାନେ ବହୁତ ସମୟ ରେ ଝିଅ ଘରକୁ ଯାଆାନ୍ତି ଦେଖିବା ପାଇଁ ସେତେ ବେଳେ ଏହି ଟାଇପ୍ ର ଲୋକ ମାନଙ୍କୁ ଜାଣିବା ବହୁତ କଷ୍ଟକର ହୁଏ । କାହିଁକି ନା ସେମାନେ ଏମିତି ଟାଇପ୍ ର ଲୋକ ମାନେ ଯେଉଁ ମାନଙ୍କୁ ଜାଣିବା ବହୁତ କଷ୍ଟ ହୋଇପାରେ ଏବଂ ଏହା କେବଳ ହୋଇଥାଏ । ଏହା ଖାସ କରି ବହୁତ ପରିମାଣ ରେ ହୋଇଥାଏ ଆରେଞ୍ ମ୍ୟରେଜ ରେ ହୋଇଥାଏ ।

pa

ଏହା ଲଭ ମ୍ୟାରେଜ ରେ ବି ହେବା କୈଣସି ବଡ କଥା ନୁହେଁ । ଏବଂ ଏହା ହେଲା ଗୋଟେ ଏମିତି ଜିନିଷ ଜାହାକୁ ସେମାନେ ହାଇଡିଂ କରି ରଖନ୍ତି । ଆଉ ସେହି ଝିଅଟି ଯେଉଁ ଆଲିଗେସନ ଲଗେଇଛି ତାର ଗୋଟେ ଛୁଆ ବି ରହିଛି । ତେବେ ସେ ଝିଅବି ଜାଣି ନଥିଲା କି ସେ ପୁଅ ଏମିତି ଦିନରେ ପୁଅ ଭଳିଆ ଏବଂ ରାତି ହେଲେ ଝିଅ ହୋଇ ସେ ହୋଟେଲ ଜାଇ ପୁଅ ମାନଙ୍କ ସହିତ ରିଲେସନ ରଖୁଛି ।

ତେବେ ଏହାକୁ ଆମେ ମାନେ ବାଇ ସେ-କ୍ସୁ-ଆଲ ବୋଲି କୁହାଯାଏ । ବହୁତ ସମୟ ରେ ଆମେ ମାନେ ହୋମ ସେ-କ୍ସୁ-ଆଲ ଜାଣିଛେ ଏବଂ ଏହା ହେଲା ବାୟୋ ସେ-କ୍ସୁ-ଆଲ । ଏମିତି ହେଲେ ସେମାନେ ପୁଅ ସହିତ କୋମ୍ଫଟେବୁଲ ଏବଂ ଝିଅ ମାନଙ୍କ ସହିତ ସେମାନେ କୋମ୍ଫଟେବୁଲ ।

ତେବେ ଏହି ସବୁ ଠିକ୍ ହେଲେ ଯେଉଁ ବର୍ତ୍ତମାନ ସମୟ ରେ ସେ ପୁଅ ଏବେ ସେ ଝିଅକୁ କୁ ରିଲେସନ ରଖିବା ପାଇଁ କହୁଛି ଅନ୍ୟ ପୁଅ ଙ୍କ ସହିତ ତାହା ମୋଟେ ବି ଠିକ୍ ନୁହେଁ ସଂମ୍ପର୍ଣ୍ଣ ଭୁଲ ଅଟେ । ଆଉ ଧନ୍ୟବାଦ ଯେ ସେ ଝିଅ ଏବେ ସେହି ସବୁରୁ ସଂମ୍ପର୍ଣ୍ଣ ଭାବେ ବାହାରି ଆସିଛି । ଆଉ ସେ ଯଦି ଚାହୁଁଛି ତାକୁ ନ୍ୟାୟ ମିଳିବା ଦରକାର ତେବେ ନିଶ୍ଚିତ ତାକୁ ନ୍ୟାୟ ମିଳିବା ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *