ପ୍ରଥମେ ଶା-ରୀ-ରିକ ସ-ମ୍ପ-ର୍କ ରଖିଲା, ତାପରେ ପ୍ରେମିକାର ଜୀବନ ନେଲା, ଶେଷରେ ନିଜ ସହ କିଛି ଏମିତି କଲା ପ୍ରେମିକ….

Boyfriend

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ଶା-ରୀ-ରିକ ସ-ମ୍ପର୍କ ରଖିଲା ତାପରେ ହ-ତ୍ୟା କଲା । ପ୍ରମିକାକୁ ମାରି ସାରିବା ପରେ ଫେସବୁକରେ କଲା ପୋଷ୍ଟ । ପ୍ରେମିକାର ପେଟରେ ଛୁରୀ ଭୁସି ହ-ତ୍ୟା କଲା ପ୍ରେମିକ । ପ୍ରେମିକା ମରିଗଲା ପରେ ନିଜ ପେଟରେ ବି ଭୁଶିଲା ଛୁରୀ । ଦିଲ୍ଲୀରେ ଶ୍ରନ୍ଧା ହ-ତ୍ୟା-କାଣ୍ଡ ମନରୁ ନଲିଭୁଣୁ ଏବେ ଆଉ ଏକ ହ-ତ୍ୟା-କାଣ୍ଡ ହୃଦୟକୁ ଦୋହଲାଇ ଦେଇଛି । ପୁରା ସମାନ ଢଙ୍ଗରେ ହୋଇଛି ହ-ତ୍ୟା । ସେଠି ବି ପ୍ରେମିକାକୁ ହ-ତ୍ୟା କରିଥିଲା ପ୍ରେମିକ ଆଉ ଏଠି ବି ଗୋଟିଏ ପ୍ରେମିକାକୁ ହ-ତ୍ୟା କରିଛି ଜଣେ ପ୍ରେମିକ ।

ପ୍ରେମିକାର ପେଟରେ ବାରମ୍ବାର ଛୁରୀ ଭୁସି ହ-ତ୍ୟା କରାଯାଇଛି । ଏମିତି ଏକ ହ-ତ୍ୟା ଦେଖିବାକୁ ମିଳିଛି ଜାମ୍ମୁକାଶ୍ମୀର ରେ । ଜାମ୍ମୁକାଶ୍ମୀରର ମହିଳା ଡାକ୍ତର ସୁମେଧାଙ୍କ ହ-ତ୍ୟା କୁ ନେଇ ଏବେ ଜାମ୍ମୁକାଶ୍ମୀରରେ ଅଶାନ୍ତି ସୃଷ୍ଟି ହୋଇଛି । ସୁମେଧାଙ୍କ ବୟଫ୍ରେଣ୍ଡ ତାଙ୍କୁ ଛୁରୀ ଭୁସି ହ-ତ୍ୟା କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରମିକାକୁ ମାରିବା ପରେ ପ୍ରେମିକ ନିଜେ ନିଜକୁ ମଧ୍ୟ ସାରି ଦେବା ପାଇଁ ଉଦ୍ୟମ କରିଥିଲା । ହେଲେ ସେ ବଞ୍ଚି ଯାଇଛନ୍ତି ।

girl

ତେବେ ବୟଫ୍ରେଣ୍ଡଙ୍କ ନାମ ଜୋହର ଗନାଇ ବୋଲି ଜଣାପଡିଛି । ସୁମେଧା ଏବଂ ଜୋହର ଉଭୟ ଜାମ୍ମୁକାଶ୍ମୀରର ବାସିନ୍ଦା । ଉଭୟ ଜାମ୍ମୁକାଶ୍ମୀରର ଏକ କଲେଜ ରେ ବିଡିଏସ ପାଠ ପଢୁଥିଲେ । ଯେଉଁଠି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହାପରେ ସୁମେଧା ହାଅରଷ୍ଟଡି ପାଇଁ ବାହାରକୁ ଚାଲି ଯାଇଥିଲେ । ହେଲେ ହୋଲିର ଛୁଟିରେ ଜମ୍ମୁ ଆସିବା ପରେ ପ୍ରଥମେ ଜୋହରକୁ ଦେଖା କରିବା ପାଇଁ ଯାଇଥିଲେ ସୁମେଧା । ଉଭୟଙ୍କ ମଧ୍ୟରେ ସେହି ସମୟରେ ଶା-ରି-ରୀକ ସ-ମ୍ପ-ର୍କ ମଧ୍ୟ ଗଢି ଉଠିଥିଲା ।

କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଆଉ ଏଥିରେ ଉତଖୀତ ହୋଇ ଛୁରୀରେ ଆକ୍ରମଣ କରିଥିଲେ ଜୋହର । ଯେତେବେଳେ ସୁମେଧା ମରି ଯାଇଥିଲେ ସେତେବେଳେ ନିଜକୁ ମଧ୍ୟ ସାରିଦେବାକୁ ଉଦ୍ୟମ କରିଥିଲେ ଜୋହର । ତେବେ ଏହି ଘଟଣା ଜୋହରଙ୍କ ଫେସବୁକ ପୋଷ୍ଟରୁ ସାମ୍ନାକୁ ଆସିଥିଲା ।

ଫେସବୁକ ପୋଷ୍ଟରେ ନିଜକୁ ସାରିଦେବା କଥା ଲେଖିଥିଲେ ଜୋହର । ଯାହାକୁ ଦେଖି ଜୋହରଙ୍କ ଜଣେ ପଡୋଶୀ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ ଏହା ଜାଣି ଜୋହରଙ୍କ ଘରେ ପହଞ୍ଚିଲା ବେଳକୁ ସୁମେଧାଙ୍କ ରକ୍ତ ଜୁଡୁବୁଡୁ ମୃ-ତ ଦେହ ତଳେ ପଡିଥିବାର ଦେଖିଥିଲା ପୋଲିସ୍ । ଯାହାକୁ ଦେଖିବା ପରେ ପୋଲିସ୍ ପୁରା ଆଶ୍ଚର୍ଯ୍ୟ ଚକ୍କିତ ହୋଇଯାଇଥିଲା । ତେବେ ସୁମେଧାଙ୍କ ମୃ-ତ ଦେହକୁ ଉନ୍ଧାର କରିବା ସହ ଏବେ ଜୋହର ଏକ ସରକାରୀ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *