ବୋରିଂ କ୍ଲାସ ଏବେ ଲାଗୁଛି ଇନ୍ଟରେଷ୍ଟିଙ୍ଗ ,ନାଚି ନାଚି ପିଲାଙ୍କୁ ପାଠ ପଢାଉଛନ୍ତି ଇଂରାଜୀ ଶିକ୍ଷକ

teacher

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ପାଠ ପଢିଥିବେ ଏବଂ ଏହି ପାଠ ପଢିବା ସମୟ ରେ ଆପଣ ଙ୍କୁ ଇଂରାଜି ପାଠ ପଢିବାକୁ ଭୟ ଲାଗିଥାଏ କାରଣ ଏହା ବହୁତ କଷ୍ଟ ହୋଇଥାଏ , ତେଣୁ ଆପଣ ପିଲା ଦିନ ରେ ଇଂରାଜି ପାଠ ପଢିବା ପାଇଁ ଭୟ କରୁଥିବେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଶିକ୍ଷକ ଙ୍କ ବିଷୟ ରେ ଜଣାଇବୁ ଯାହାକି ଏକ ଶିକ୍ଷକ ଜଣକ ଇଂରାଜି ର ପାଠ କୁ ଅତି ସରଳ ଭାବରେ ପିଲା ମାନଙ୍କୁ ପଢାଉଛନ୍ତି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ପିଲା ଦିନ ରେ ଇଂରାଜି ପାଠ ପଢିବା ସମୟ ରେ ଆପଣ ଙ୍କୁ ବହୁତ ବରିଂ ଲାଗୁଥିବ କାରଣ ଏହି ପାଠ ଟି ପଢିବା ପାଇଁ ସମସ୍ତ ଙ୍କ ମନ ରେ ଭୟ ରହିଛାଏ , ତେବେ ଆଜି ର ସମୟ ରେ ଏହି ଇଂରାଜି ର ପାଠ ପଢିବା ପାଇଁ ସମସ୍ତେ ଇଂରାଜି ପାଠ ପଢିବା ପାଇଁ ପିଲା ମାନେ ସରକାରୀ ବିଦ୍ୟାଳୟ ଛାଡି ବେସରକାରୀ ସ୍କୁଲ ରେ ନାମ ଲେଖାଇ ସେଠାରେ ପାଠ ପଢୁଛନ୍ତି ।

school

ତେବେ ଏପରି କିଛି ଦୃଶ୍ୟ ସରକାରୀ ସ୍କୁଲ ରେ ଦେଖିବାକୁ ମିଳିଛି ଯାହାକି ଏକ ସ୍କୁଲ ର ଜଣେ ଇଂରାଜି ଶିକ୍ଷକ ପିଲା ମାନଙ୍କୁ ନାଚ ଗୀତ ଗାଇ ପିଲା ମାନଙ୍କୁ ଇଂରାଜି ର ପାଠ ପଢାଉଛନ୍ତି ଏବଂ ଏହା ସହ ସେ ପିଲା ମାନଙ୍କ ମନରେ ଏହା ସୃଷ୍ଟି କରାଇବା ଚାହୁଁଛନ୍ତି କି ଇଂରାଜୀ ପାଠ କଷ୍ଟ ନୁହଁ ଏହା ବହୁତ ସହଜ ଅଟେ ।

ତେବେ ବନ୍ଧୁଗଣ ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ର ସିମୁଳିଆ ବ୍ଲକ ର ଦରାଜପୁର ପ୍ରୋଜେକ୍ଟ ଉ.ପ୍ରା. ବିଦ୍ୟାଳୟ ର ଉପେନ୍ଦ୍ର ଜେନା ଯିଏକି ଏବେ 65 ବର୍ଷ ରେ ପିଲା ମାନଙ୍କ ମନରେ ଇଂରାଜୀ ର ଆଗ୍ରହ ସୃଷ୍ଟି କରାଇବା ପାଇଁ ସେ ଏଭଳି ନାଚ ଗୀତ କରି ପିଲା ମାନଙ୍କୁ ପାଠ ପଢାଉଥିବାର ନଜର ରେ ଆସିଛନ୍ତି । ତେବେ ତାଙ୍କର କହିବା ଅନୁଯାଇ ପିଲା ମାନଙ୍କ ମନରେ ଇଂରାଜୀ ପାଠ ପଢିବା ପାଇଁ ଭୟ ରହିଥାଏ ତେଣୁ ସେ ସେହି ଭୟ କୁ ଦୂର କରିବା ପାଇଁ ଏପରି ପ୍ରୟାସ କରିଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *