ବିଗ୍-ବି ପାଖରେ ବସିଥିବା ଏହି ପିଲାଟି ଏବେ ବୋଲିବୂଡ଼ର ସୁପର ଷ୍ଟାର ହୋଇଯାଇଛନ୍ତି । ବର୍ତ୍ତମାନ ୨୮୦୦ କୋଟିର ସମ୍ପତ୍ତିର ମାଲିକ !

Spread the love

ପ୍ରତ୍ୟେକ ଲୋକଙ୍କ ପିଲାଦିନର କଥା କେବେ ଭୁଲି ହୁଏନି, ସେ ଗରିବ ଘରର ପିଲା ହେଉ ବା ଧନୀ ଘରର ପିଲା । ଅତୀତର ସେହି ଦିନ ଗୁଡ଼ିକ ସବୁବେଳେ ସ୍ମରଣୀୟ ହୋଇ ମନେ ରହିଥାଏ । ପିଲାଦିନର ସ୍ମୃତିଗୁଡ଼ିକୁ ତାଜା କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ପିଲାଦିନର ଫୋଟ ଗୁଡ଼ିକୁ ଦେଖିବା । ପିଲା ଦିନର ଫୋଟଗୁଡ଼ିକ ପାଖାପାଖି ସଭିଁଙ୍କ ପାଖରେ ଥାଏ । ବୋଲିବୂଡ଼ରେ ବଡ଼ ବଡ଼ ସୁପର ଷ୍ଟାର ଅଛନ୍ତି । କହିବାକୁ ଗଲେ ପ୍ରତ୍ୟେକ ସୁପର ଷ୍ଟାରର ଗୋଟିଏ ଫ୍ୟାନ୍ ଫୋଲୱୀଙ୍ଗ ଥାଏ । ତାଙ୍କର ଫ୍ୟାନମାନେ ସବୁକିଛି ଜାଣିବାକୁ ଚାହାନ୍ତି । ଫ୍ୟାନମାନେ, ଅଭିନେତା ମାନଙ୍କର ଜୀବନଶୈଳୀ ବିଷୟରେ ଜାଣିବାକୁ ବହୁତ ଉତ୍ସାହ ହୋଇ ରହିଥାନ୍ତି । ସେମାନଙ୍କର ସବୁକିଛି ଜାଣିବାକୁ ଚାହାନ୍ତି । ବୋଲିବୂଡ଼ରେ କିଛି ଏଭଳି ଷ୍ଟାର ମଧ୍ୟ ଅଛନ୍ତି ଯେଉଁମାନେ କି ନିଜ ଫ୍ୟାନ୍ ମାନଙ୍କ ପାଇଁ ନିଜ ଜୀବନରେ ଘଟିଥିବା ଛୋଟ-ବଡ଼ ବିଷୟ ସବୁ ବିଷୟ କହିଥାନ୍ତି । ଏହିସବୁ ବିଷୟରେ ଆଜି ଆମେ ଆପଣଙ୍କୁ କାହିଁକି କହୁଛୁ ବୋଲି ଆପଣ ଭାବୁଥିବେ । ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଏଭଳି ଅଭିନେତାଙ୍କ ଫୋଟକୁ ନେଇ ଆସିଛୁ, ଯିଏ ଆଜି ବୋଲିବୂଡ଼ର ସୁପର ଷ୍ଟାର ଅଟନ୍ତି ଓ ସେ ବୋଲିବୂଡ଼ରେ ଅନେକ ଚଳଚିତ୍ରରେ ଅଭିନୟ କରି ସାରିଛନ୍ତି । ଏହି ଫୋଟ ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଅଛି ।

ବିଗ୍-ବି ପାଖରେ ବସିଅଛି ବୋଲିବୂଡ଼ର ସୁପର ଷ୍ଟାର –

ଏହି ଫୋଟରେ ଆମେ ଅମିତାଭ ବଚ୍ଚନଙ୍କୁ ଦେଖିପାରିବା ଓ ତାଙ୍କ ପାଖରେ ଗୋଟିଏ ଛୋଟ ପିଲାଟି ବସିଅଛି ଯିଏକି ବହୁତ ସାଧାସିଧା ଦେଖାଯାଉଛି । ବାସ୍ ଆମେ ଏହା ହିଁ କହିବାକୁ ଚାହୁଁଥିଲୁ କି ବିଗ୍-ବି ପାଖରେ ବସିଥିବା ସେହି ପିଲାଟି କିଏ ? ଆପଣଙ୍କୁ ଆମେ କହିବାକୁ ଚାହୁଁଛୁ କି ଏହି ପିଲାଟି ଏବେ ବୋଲିବୂଡ଼ର ସୁପର ଷ୍ଟାର ହୋଇଯାଇଛି ଓ ଏହି ସୁପର ଷ୍ଟାର ସହ ମିଶି ଚଳଚିତ୍ର କରିବା ପାଇଁ ଅଭିନେତ୍ରୀମାନେ ବହୁତ ଅପେକ୍ଷା କରିଥାନ୍ତି । ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ଏହି ସୁପର ଷ୍ଟାର ଆଉ କେହି ନୁହନ୍ତି, ବୋଲିବୂଡ଼ର ଦମଦାର ଡାନ୍ସର ଓ ହ୍ୟାଣ୍ଡସମ୍ ଅଭିନେତା ହ୍ରିତିକ୍ ରୋସନ୍ । ସେ ଏବେ ବୋଲିବୂଡ଼ର ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ଆପଣ ଚକିତ ହୋଇ ରହିଯିବେ, ଯେତେବେଳେ ତାଙ୍କର ମୋଟ ସମ୍ପତ୍ତି ବିଷୟରେ ଜାଣିବେ ।

୨୮୦୦ କୋଟିର ମାଲିକ ଅଟନ୍ତି ହ୍ରିତିକ୍ ରୋସନ୍ –

ହ୍ରିତିକ୍ ରୋସନ୍ ବୋଲିବୂଡ଼ର ସବୁଠାରୁ ହ୍ୟାଣ୍ଡସମ ଅଭିନେତା ହେବା ସହ ସେ ବୋଲିବୂଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ଅମୀର ଅଭିନେତା ରୂପରେ ମଧ୍ୟ ଜଣାଯାଏ । ଏହି ସମୟରେ ହ୍ରିତିକ୍ ରୋସନ୍ ଙ୍କ ମୋଟ ସମ୍ପତ୍ତି ୨୮୦୦ କୋଟି ଅଟେ । ଏହି ସମ୍ପତ୍ତି ବହୁତ ଅଧିକ ଅଟେ । ଯାହାକୁ ହ୍ରିତିକ୍ ରୋସନ୍ ଅନେକ ବର୍ଷରୁ ବହୁତ କଠିନ ପରିଶ୍ରମ କରି ହାସଲ କରିଛନ୍ତି ।