ବିଚିତ୍ର ପୋଷକ ପିନ୍ଧି ମିଡ଼ିଆ ସାମ୍ନାକୁ ଏହି ୮ଟି ଅଭିନେତ୍ରୀ ଆସିଥିଲେ, ଯାହାକୁ ଦେଖି ସଭିଁଙ୍କର ହୋସ୍ ଉଡିଯାଇଥିଲା !

Spread the love

ସମୟ ବଦଳିବା ସହ ଲୋକମାନଙ୍କର ଫ୍ୟାସନ୍ ମଧ୍ୟ ବଦଳିବାରେ ଲାଗିଛି । ଆଜି ଯାହା ଟ୍ରେଣ୍ଡରେ ଅଛି ଆସନ୍ତାକାଲି ତାହା ଆଉ ନଥିବ ବା ବହୁବର୍ଷର ପୁରୁଣା ଫ୍ୟାସନ୍ ପୁଣି କେବେ ଆସିଯିବ ତାହାକିଛି କହି ହୁଏନି । ଆଜିକାଲିର ପ୍ରତ୍ୟେକ ଲୋକମାନେ ଫ୍ୟାସନ୍ ରେ ରହିବାକୁ ଚାହିଁଥାନ୍ତି ଓ ସେହି ଫ୍ୟାସନ୍ କରିବା ନିଶାରେ କିଛି ଏଭଳି କାମ କରିଦିଅନ୍ତି; ଯେଉଁ କାରଣରୁ ସେମାନେ ବେଳେବେଳେ ଲୋକଙ୍କ ଆଗରେ ଲଜ୍ଜା ହେବାକୁ ପଡ଼ିଥାଏ । ଏବେ ବଲିଉଡରେ ମଧ୍ୟ ଅଧିକରୁ ଅଧିକ ଫ୍ୟାସନ୍ ଦେଖିବାକୁ ମିଳୁଛି । ସବୁ ଅଭିନେତ୍ରୀ ଅନ୍ୟ ଅଭିନେତ୍ରୀଙ୍କ ଠାରୁ କିଛି ଅଲଗା ଓ ନୂଆ ଷ୍ଟାଇଲ୍ ଦେଖାଯିବା ପାଇଁ ସେମାନେ ଭିନ୍ନ ଭିନ୍ନ ଫ୍ୟାସନର ପୋଷାକ ପରିଧାନ କରୁଛନ୍ତି । ଫ୍ୟାସନ୍ ପାଇଁ ବେଳେବେଳେ ଅଭିନେତ୍ରୀ ମାନେ ଏଭଳି ପୋଷାକ କେମିତି ପିନ୍ଧି ପାରୁଛନ୍ତି, ଯେଉଁ କାରଣରୁ ସେମାନଙ୍କୁ ଅନେକ ସମୟରେ ବହୁତ ଲୋକଙ୍କ ଆଗରେ ଅପମାନ ହେବାକୁ ପଡିଥାଏ ।

● ସନାକ୍ଷୀ ସିହ୍ନା –

ଗୋଟିଏ ଇଭେଣ୍ଟରେ ସନାକ୍ଷୀ ସିହ୍ନା ଲାଲ୍ ରଙ୍ଗର ପୁରା ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧିକରି ଯାଇଥିଲେ, ଯେଉଁ କାରଣରୁ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରିଥିଲେ ।

● ତମନ୍ନା ଭାଟିଆ –

ଗୋଟିଏ ସୁଟ୍ ରେ ଦକ୍ଷିଣ ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ରିଲିବିଙ୍ଗ ପୋଷାକରେ ନଜର ଆସିଥିଲେ ।

● ଜରିନ ଖାନ୍ –

ନିଜ ବୋଲ୍ଡ ଚେହେରା ପାଇଁ ସେ ବହୁତ ଲୋକପ୍ରିୟ ହୋଇଛନ୍ତି । ଜରିନ ଖାନ୍ ଙ୍କ ଏହି ପୋଷାକକୁ ଦେଖନ୍ତୁ । ଗୋଟିଏ ଇଭେଣ୍ଟରେ ଟ୍ରାନ୍ସପେରେଣ୍ଟ ପୋଷାକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

● ସୋନମ୍ କପୁର –

ଯେଉଁଠାରେ ଗୋଟିଏ ପଟେ ସୋନମ୍ କପୁର ନିଜ ବିଚିତ୍ର ଫ୍ୟାସନ୍ ପାଇଁ ପରିଚିତ ତ ଅନ୍ୟପଟେ ବଲିଉଡର ଆଲୋକ ବୋଲି କୁହାଯାଉଛି । ଗୋଟିଏ ଇଭେଣ୍ଟରେ ସୋନମ୍ କପୁର ଏଭଳି ପୋଷାକ ପିନ୍ଧିଥିଲେ କି ସବୁ ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

● ସନି ଲିୟନ୍ –

ବୋଲିବୂଡ଼ର ବେବି ଡୋଲ୍ ସନି ଲିୟନ୍ ନିଜର ହୋଟ୍ ଲୂକ ପାଇଁ ପରିଚିତ । କିନ୍ତୁ ଗୋଟିଏ ଇଭେଣ୍ଟରେ ସନି ଲିୟନ୍ ର ଏହି ବ୍ଳାକ୍ ଟ୍ରାନ୍ସପେରେଣ୍ଟ ପୋଷାକ ଦେଖିକରି ସମସ୍ତେ ସଭିଁଙ୍କ ପାଟି ଖୋଲା ହୋଇ ରହିଗଲା ।

● ପରିଣୀତି ଚୋପଡ଼ା –

ପରିଣୀତି ଚୋପଡ଼ା ମଧ୍ୟ ବହୁତ ଷ୍ଟାଇଲିସ୍ ଅଟନ୍ତି । ଗୋଟିଏ ଇଭେଣ୍ଟରେ ନିଜ ଚର୍ମ ରଙ୍ଗର ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧିଥିଲେ, ଯାହାକୁ ଦେଖି ସମସ୍ତେ ଚକିତ ହୋଇ ରହିଗଲେ ।

● ଆୟସା ଟାକିଆ –

ବଲିଉଡ ଅଭିନେତ୍ରୀ ଆୟସା ଟାକିଆ କିଛି ନା କିଛି କାରଣ ଯୋଗୁଁ ମିଡ଼ିଆଙ୍କ ନଜରରେ ଚର୍ଚ୍ଚିତ ହୋଇ ରହିଥାନ୍ତି । ସେ ଅଧିକାଂଶ ସମୟରେ ନିଜ ପୋଷାକ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି ।

● ସୋଫି ଚୌଧରି –

ସୋଫି ଚୌଧରି ଇଣ୍ଡଷ୍ଟ୍ରିରେ ଏକ ବିଶେଷ ପରିଚୟ ଅଛି । ଗୋଟିଏ ଇଭେଣ୍ଟରେ ଏହି ବ୍ଳାକ୍ ରଙ୍ଗର ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧି ଆସିଥିଲେ । ସେ ବହୁତ ସୁନ୍ଦର ଦିଶୁଥିଲା । କିନ୍ତୁ ଏହି ରିଲିବିଙ୍ଗ ପୋଷାକ ପାଇଁ ସମସ୍ତେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ।