କାନ କାମୁଡ଼ା ଠାରୁ ବ୍ଲାଉଜ ଖୋଲା…..ପପୁଲାର ପାଇଁ ଯୁବପିଢ଼ିଙ୍କୁ କରୁଛନ୍ତି ପଥଭ୍ରଷ୍ଟ…….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାନ କାମୁଡା ଠାରୁ ବ୍ଲାଉଜ ଖୋଲା ଖଣ୍ଡଗିରି ଯାତ୍ରା ପ୍ୟାଣ୍ଡାଲ ରୁ ସୋସିଆଲ ମିଡିଆ ହାଇଲାଇଟ ପାଇଁ ସୋସିଆଲ ମିଡିଆ ପାଲଟିଛି ମାଧ୍ୟମ । ପପୁଲାର ପାଇଁ ଯୁବ ପୀଢି ଙ୍କୁ କରୁଛନ୍ତି ପଥ ଭ୍ରଷ୍ଟ । କେତେ ବେଳେ ଉଲଗ୍ନ ନାଚ ତ କେବେ ବେଳେ ସମାଜ ସେବି ର ପରିଚୟ ନିଜକୁ ହାଇଲାଇଟ କରିବାକୁ ଆସୁଛନ୍ତି ବିବାଦ ଘେରକୁ ଅଭଦ୍ରାମି ଏବଂ ଅ-ଶ୍ଲୀ-ଳତା ର ସବୁ ସୀମା ଟପି ଯାଉଛନ୍ତି ଏହି ଅଭିନେତ୍ରୀ ।

ବିବାହ ପାଇଁ ଟୋକାଙ୍କ ଠୁ ଆରମ୍ଭ କରି ବୁଢା ସମସ୍ତଙ୍କୁ ଦେଉଛନ୍ତି ଅଫର ଆଜିର ସମୟ ରେ ସୋସିଆଲ ମିଡିଆ ପାଲଟିଛି ହାଇଲାଇଟ ହେବାର ବଡ ମାଧ୍ୟମ । କେତେକ ଯୁବ ପୀଢି ସମାଜ କୁ ଶିକ୍ଷା ଦେବା ପାଇଁ ସୋସିଆଲ ମିଡିଆ ର ବ୍ୟବହାର କରୁଥିବା ବେଳେ ନିଜର ଗାରିମା ବଢେଇବାକୁ ଜାଇ କମ୍ ସମୟ ମଧ୍ୟରେ ପପୁଲାର ହେବା ଚକ୍କର ରେ ଉଲଗ୍ନତା ଏବଂ ଅଭଦ୍ରାମି ର ସବୁ ସୀମା ପାର କରୁଛନ୍ତି ।

rani a

ଯେଉଁ ସୋସିଆଲ ମିଡିଆର ବ୍ୟବହାର କରି ନୂଆ ନୂଆ ତଥ୍ୟ ପାଇବା ପାଇଁ ସେମାନେ ବ୍ୟବହାର କରୁଛନ୍ତି ସେହି ସୋସିଆଲ ମିଡିଆ ମାଧ୍ୟମରେ ଅଳ୍ପ ଦିନରେ ପପୁଲାର ହେବା ପାଇଁ ଓଡିଶା ଯୁବ ପୀଢିକୁ ପଥ ଭ୍ରଷ୍ଟ କରୁଛନ୍ତି ଓଡିଶାର ସର୍ବଶ୍ରେଷ୍ଟ ଭାବୁଥିବା ଏହି ଅଭିନେତ୍ରୀ । ପ୍ରଥମେ ନିଜର ଅଭଦ୍ରାମି ଏବଂ ଅ-ଶ୍ଲୀ-ଳତା ପାଇଁ ଯାତ୍ରା ଜଗତ ରୁ ତଡା ଖାଇଲେ ନିଜକୁ ରାତାରାତି ପପୁଲାର ପାଇଁ ସୋସିଆଲ ମିଡିଆ ର ବ୍ୟବହାର ବି କଲେ ତଥାପି ହାଇଲାଇଟ ହେବାର ନିଶା ତାଙ୍କର କମି ନଥିଲା ।

ଶେଷରେ ଲୋକ ଦେଖାଣିଆ ଭାବେ ସମାଜ ସେବିର ରୂପ ଧରିଲେ ଏବଂ ସେଥିରେ ମଧ୍ୟ ବିଫଳ ହେଲେ । ଶେଷରେ ସେହି ଅଭିନେତ୍ରୀ ଙ୍କ ବେପରୁଆ ଗାଡି ଚାଳନା ପାଇଁ ଜଣେ ଯୁବକ ଙ୍କ ଜିବନ ଗଲା ପୋଲିସ କାର୍ଯ୍ୟାନୁଷ୍ଟାନ ରୁ ବଞ୍ଚିବା ପାଇଁ ସୋସିଆଲ ମିଡିଆ ରେ କୁମ୍ଭୀର କାନ୍ଦଣା କାନ୍ଦିଲେ ।

ଏହିଥିରେ ବି ମନ ଭରିଲା ନାହିଁ ଜାହାକୁ ନାହିଁ ତାହାକୁ ବିବାହ କରିବା ପାଇଁ କହିଲେ ଏମିତି କି ଏବେ ଓଡିଶା ର ସୁପର ଷ୍ଟାର ଙ୍କୁ ବିବାହ ପାଇଁ ନାଳେଇଲେଣି । ତେବେ ଅଭିନୟ ଜଣା ନଥିବା ଏହି ଅଭିନେତ୍ରୀଙ୍କ ଆଗାମୀ ଦିନରେ କଣ ରହିଛି ଏହି ଅଭିନେତ୍ରୀ ଙ୍କ ନାଟକ ବାଜି ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ