2019 ନିର୍ବାଚନ ଜିତିବା ପାଇଁ ଭାଜପା ସରକାରଙ୍କୁ କରିବାକୁ ପଡିବ ଏହି 3ଟି ବଡ କାମ, ଅଥବା କଂଗ୍ରେସ ଗଢିବା …

Spread the love

କେନ୍ଦ୍ର ସରକାରଙ୍କ ଏମିତି କିଛି କାର୍ଯ୍ୟ ଦ୍ୱାରା ଜନତା ନିରାଶ ହୋଇ ପଡିଛନ୍ତି । ଏହି କାରଣରୁ 5 ରାଜ୍ୟରେ ହୋଇଥିବା ନିର୍ବାଚନରେ ପ୍ରତ୍ୟେକ ସ୍ଥାନରେ ଭାଜପା ସରକାରକୁ ହାରିବାକୁ ପଡିଲା । ମାତ୍ର ଲୋକସଭା ନିର୍ବାଚନକୁ ବର୍ତ୍ତମାନ ମଧ୍ୟ ସମୟ ଅଛି, ମୋଦି ସରକାର ନିଜେ କରିଥିବା ଭୁଲ ସୁଧାରିବା ପାଇଁ ଏହି ଗୋଟିଏ ସୁଯୋଗ ଅଟେ । ତଳେ ଦିନେ ମୋଦି ସରକାର କରିଥିବା ଭୁଲ ହେତୁ ଆଜି ଭାଜପା ସରକାର ହାରିବାକୁ ପଡିଲା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ! ମୋଦି ସରକାର ଏମିତି କେଉଁ 3 ଟି କାର୍ଯ୍ୟ, ଯାହାକି ସର୍ବ ପ୍ରଥମେ କରିବା ଦରକାର, ଯାହାଫଳରେ ପୁନଃ ମୁଖ୍ୟ ଜନତା ଭାଜପା ସରକାର ସହ ପୁଣି ସାମିଲ ହେବେ । ଆସନ୍ତୁ ଜାଣିବା ସେହି ମୁଖ୍ୟ କାରଣ …

1. ଯଦି 2019 ଲୋକସଭା ନିର୍ବାଚନରେ ପୁନଃ ଭାଜପା ସରକାର ଜିତିବା ପାଇଁ ଚାହୁଁଛନ୍ତି, ତା’ହାଲେ ମୋଦି ସରକାର ପ୍ରଥମେ ଶୀଘ୍ର ରୁ ଅତି ଶୀଘ୍ର ରାମ ମନ୍ଦିର ହାଇଥିବା ବିବାଦର ବୁଝାମଣା କରିବାକୁ ପଡିବ । ରାମ ମନ୍ଦିରରେ ହୋଇଥିବା ବିବାଦ ପାଇଁ ଭାଜପାଙ୍କ ସମର୍ଥନକରିଙ୍କ ମନରେ ଏକ ପ୍ରକାର ମନାମାଳିନ୍ୟ ସୃଷ୍ଟି ହୋଇଛି । ରାମ ମନ୍ଦିରରେ ହୋଇଥିବା ବିବାଦକୁ ସମାଧାନ କରିକି ଭାଜପା ସରକାର ନିଜ ଭୋଟରଙ୍କୁ ସମର୍ଥନ କରିବା ସଂଗେ ସଂଗେ ସେମାନଙ୍କୁ ନିଜ ଆଢୁଆଳକୁ ଆଣିପାରିବେ ।

2. ଆପଣ ଜାଣି କରି ଆଶ୍ଚର୍ଯ୍ୟ ହୋଇଯିବେ, ବିଧାନସଭା ନିର୍ବାଚନ ପୂର୍ବରୁ ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ହୋଇଥିବା SC, ST ଆକ୍ଟ ମଧ୍ୟ ମୁଖ୍ୟ କାରଣ ଅଟେ । ରାଜସ୍ଥାନରେ SC, ST ଆକ୍ଟକୁ ବିରୋଧ କରି ଗୋଟିଏ ପାର୍ଟି ଗଠନ କରାଯାଇଛି । ଯାହାଫଳରେ 1.5 ଲକ୍ଷରୁ ଅଧିକ ଭୋଟର ସେହି ପାର୍ଟିକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୋଦି ସରକାର ଯଦି ଏହି SC, ST ଆକ୍ଟ ଆଣିଥାନ୍ତେ ତାହାଲେ 1.5 ଲକ୍ଷ ଉର୍ଦ୍ଧ ଭୋଟ ଭାଜପା ସରକାରଙ୍କୁ ମିଳିଥାନ୍ତା । ଯାହାଫଳରେ ପୁନଃ ରାଜସ୍ଥାନରେ ଭାଜପା ସରକାର ଗଢିବାରେ ସକ୍ଷମ ହୋଇପାରନ୍ତା ।

3. କାଶ୍ମୀରରେ ବିବାଦକୁ ନେଇ ଭାରତୀୟ ଜନତା ପାର୍ଟିକୁ ମୂଳ ଭୋଟ ଭାଜପାର ବିରୋଧରେ ଯାଇଥିଲା । ଏହି କାରଣରୁ କାଶ୍ମୀରରେ ମଧ୍ୟ ବହୁତ ଲୋକ ଭାଜପା ସରକାରକୁ ବିରୋଧ କରି କଂଗ୍ରେସକୁ ସମର୍ଥନ ଜଣାଇଥିଲେ । ଯାହାଫଳରେ ଭାଜପା ସରକାରଙ୍କୁ ହାରିବାକୁ ପଡିଲା । ଯଦି ଏହି ବିବାଦକୁ ଯଦି ମୋଦି ସରକାର ସୁଧାରି ପାରିବେ ତାହାଲେ ପୁଣି ଥରେ 2019ରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ସରକାରକୁ ପଛେରେ ପକାଇ ସରକାର ଗଢିବାରେ ଭାଜପା ସକ୍ଷମ ହୋଇପାରିବ ।

ମାତ୍ର ଏହି 3ଟି କାରଣ ନୁହେଁ ଏମିତି ବହୁତ କାର୍ଯ୍ୟ ଅଛି ଯାହା କି ଭାଜପା ସରକାରଙ୍କୁ କରିବାକୁ ପଡିବ । ଯାହାଫଳରେ ମୂଖ୍ୟ ଭୋଟରେମାନେ ନିଜେ ସ୍ୱଇଚ୍ଛାରେ ପୁଣିଥରେ ଭାଜପାକୁ ସମର୍ଥନ ଜଣାଇବେ ।