ବଡ଼ ଖବର : ବିଜେପି ୱେବସାଇଟ ହେକ୍ !

Spread the love

ବିଜେପି ୱେବସାଇଟ କୁ ହେକ୍ କରିଦେଲେ । କଂଗ୍ରେସ ର ସୋସିଆଲ ମେଡିଆ ସେଲ୍ ର ମୁଖ୍ୟ ଦିବ୍ୟା ସ୍ପନ୍ଦନା ଟ୍ୱିଟ କରି ଜଣେଇଲେ, ବିଜେପି ୱେବସାଇଟ ହେକ୍ ହୋଇଯାଇଛି । ବିଜେପି ପାର୍ଟୀ ତରଫରୁ କହିଲେ କି ଏହାକୁ ପୁଣି ୧୫ ମିନଟ ଭିତରେ restore କରାଯିବ । ବିଜେପି କହିଲେ ୧୫ ରୁ ୨୦ ମିନଟ ଭିତରେ ସବୁ ଠିକ୍ ହୋଇଯିବ । ଏହା ଏକ ଗମ୍ଭୀର ପରିସ୍ଥିତି ଅଟେ କାରଣ ଭାରତର ସବୁଠାରୁ ବଡ଼ ପାର୍ଟୀର ୱେବସାଇଟ ହେକ୍ ହେଇଯାଇଛି ।

କଂଗ୍ରେସ ଦଳର ଆଇଟି ସେଲ୍ ପ୍ରମୁଖ ଦିବ୍ୟା ସମ୍ପାଦନା ବିଜେପି ୱେବସାଇଟ୍ ହେକ୍ କୁ ନେଇ ଟୁଇଟରରେ କହିଲେ, “ଭାଇ ଓ ଭଉଣୀମାନେ, ଆପଣ ଯଦି ବିଜେପିର ୱେବସାଇଟ ଦେଖି ନାହଁ ତେବେ ଆପଣ ନିଶ୍ଚିତ ରୂପରେ କିଛି ମିସ୍ କରୁଛନ୍ତି” ।

https://twitter.com/divyaspandana/status/1102811944619266048

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହା ପୂର୍ବରୁ ଦେଶ ବଡ ଲୋକଙ୍କ ୱେବସାଇଟ୍ ହେକ୍ ହୋଇସାରିଛି । ଅତୀତ ଦିନରେ କିଛି ଅଭିନେତା, ରାଜନେତା ଓ ପତ୍ରକାରଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ହେକ୍ ହୋଇଥିଲା । କିଛି ଦିନ ତଳେ ଅନୁପମ ଖେର, କଂଗ୍ରେସର ରାହୁଲ ଗାନ୍ଧୀ, ଅଭିଷେକ ବଚ୍ଚନ ସମେତ ଆହୁରି ଅନେକ ମହାରଥୀମାନଙ୍କ ଟ୍ୱିଟର ଆକାଉଣ୍ଟ ହେକ୍ ହୋଇଥିଲା ।