ବିଜେପିର ଏହି ତିନୋଟି ରାଜ୍ୟ ମାନଙ୍କରେ ହାରିବାର ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ, ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ କିଛି ଏଭଳି କହିଲେ, ବିଜେପି ଦେଖାଦେଲା ଅଶାନ୍ତି ବହ୍ନି

Spread the love

ଲୋକସଭା ନିର୍ବାଚନକୁ ନେଇ ଯେତେବେଳେ ସବୁ ପାର୍ଟୀ ମାନଙ୍କରେ ପ୍ରସ୍ତୁତି ହେବାର ଦେଖାଗଲା, ସେଥି ମଧ୍ୟରେ କଂଗ୍ରେସର ଅଦ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାର୍ଟିର ମହାସଚିବ କରିବା ସହ ପୂର୍ବ ଉତ୍ତରପ୍ରଦେଶକୁ ସମ୍ଭାଳିବା ପାଇଁ ଦାୟିତ୍ୱ ଦେଲେ । ପ୍ରିୟଙ୍କା ଗାନ୍ଧୀ ସିଧା ରାଜନୀତିରେ ଆସିବା ଯୋଗୁଁ ସଭିଙ୍କ ହସ୍ ଉଡ଼ିଗଲା ଓ ଏଥର ମଧ୍ୟ ଜ୍ୟୋତିଷ୍କ ପ୍ରିୟଙ୍କା ଗାନ୍ଧୀଙ୍କ ସପକ୍ଷରେ ଅଛନ୍ତି । ଯାହା ଅନୁସାରେ ପ୍ରିୟଙ୍କା ଗାନ୍ଧୀ ନା କେବେଳ କଂଗ୍ରେସକୁ ଆଗେଇ ନେବେ, ସେ ଦେଶର ନେତୃତ୍ୱ ମଧ୍ୟ କରିପାରନ୍ତି । ଏହି ବିଷୟରେ କେତେକ ପତ୍ରିକା ମହାନଗରର ବରିଷ୍ଠ ଜ୍ୟୋତିଷ ପଙ୍କଜ ଙ୍କ ସହ ଚର୍ଚା କରିବାକୁ ଯାଇଥିଲେ । ପ୍ରିୟଙ୍କା ଙ୍କ ଜନ୍ମ କୁଣ୍ଡଳୀ ଦେଖି ଆଶ୍ଚଯ୍ୟ ଜନିତ ହେବା ତଥ୍ୟ ଦେଲେ ।

ଏହା ହେଉଛି ତାଙ୍କ କୁଣ୍ଡଳୀ –

ଜ୍ୟୋତିଷ ପଙ୍କଜ ଙ୍କ ଅନୁସାରେ ପ୍ରିୟଙ୍କା ଙ୍କ ଜନ୍ମ ୧୨ ଜାନୁଆରୀ ୧୯୭୨ ଦିଲ୍ଲୀ ରେ ହେଇଥିଲା । ଯେଉଁ କାରଣରୁ ତାଙ୍କର ଜନ୍ମାଙ୍କ ୩ ଓ ଭାଗ୍ୟଙ୍କ ୫ ହେଉଛି । ତାଙ୍କ ଜନ୍ମ କୁଣ୍ଡଳୀ ହିସାବରେ ସପ୍ତମ ଭାବ ରେ ବସିଥିବା ଗୁରୁ ଓ ସୂର୍ଯ୍ୟ ରାଜ ଲକ୍ଷଣ ଯୋଗ ନିର୍ଦ୍ଧାରିତ କରୁଛନ୍ତି ।

ବର୍ତ୍ତମାନ କୁଣ୍ଡଳୀ ରେ ଭାଗ୍ୟ ସ୍ଥାନ, ମାନେ ନବମ ଭାବ ରେ ପାପ କର୍ତରି ଯୋଗ ରହିଅଛି । ଯେତେବେଳେ କି ତାଙ୍କର ଅନ୍ତରଦସା ଶନିଙ୍କ ଚାଲୁଅଛି କାରଣ ଦ୍ୱାଦଶ ଘରେ ଦୁର୍ବଳତା ସ୍ଥିତିରେ ଅଛି । ଏହା ସହ ଶୁକ୍ର ମଧ୍ୟ ଶନିଙ୍କ ସହ ଚାଲୁଅଛି ଯାହା ୨୩ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ରହିବ ।

ହେଉଅଛି ରାଜଯୋଗ –
ପଙ୍କଜ ଙ୍କ ଅନୁସାରେ କୁଣ୍ଡଳୀରେ ଅବସ୍ଥିତ ସୂର୍ଯ୍ୟ ଓ ଗୁରୁ ରାଜ ଲକ୍ଷଣ କରୁ ଅଛନ୍ତି, ଏହା ସହ ଶନି ଚନ୍ଦ୍ରଙ୍କ ଦୃଷ୍ଟି ର ସମ୍ବନ୍ଧ ତାଙ୍କୁ ନିଶ୍ଚୟ ଲାଭଦାୟକ ହେବ । ଯାହାର ଲାଭ କଂଗ୍ରେସକୁ ମିଳିବ । କିନ୍ତୁ ଏଥର ଯେଉଁ ଅପେକ୍ଷା କରାଯାଉଛି ସେଭଳି ଚାମତ୍କାର ହେବନାହିଁ ।

ବଡ଼ ନେତା ହେବାର ସଙ୍କେତ –

ଏହାହିଁ ନୁହଁ ଜ୍ୟୋତିଷ କହିଲେ କି, ଲଗ୍ନେସ ବୁଧ, ମାନେ ଯୋଗ ଚାଲୁଥିବା ଯୋଗୁଁ ସେଥିରେ ଉର୍ଜା ଓ ନେତୃତ୍ୱ ଦେଇଥାଏ । ମାନେ ସେ ଭବିଷ୍ୟତରେ ବଡ଼ ନେତା ହେବେ । ଏହି ସଙ୍କେତ ତାଙ୍କର କୁଣ୍ଡଳୀ କହୁଛି ।

କେବଳ ଜ୍ୟୋତିଷ ଆଙ୍କଳନ –

ଏହି ହିସାବରେ ସେ ରାଜନୈତିକ ରୂପରେ ସେ ରାହୁଲ ଗାନ୍ଧୀ ଙ୍କ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଚାଲ୍ ଖେଳିବା ଗୋଟିଏ ପଟରୁ ନିଜକୁ ଓ କଂଗ୍ରେସ ପାଇଁ ଜୁଆ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜ୍ୟୋତିଷ ଙ୍କ ଆଙ୍କଳନ ଅଟେ ।