ବିଶ୍ଵକପ କ୍ରିକେଟକୁ ନେଈ ସୌରବ ଗାଙ୍ଗୁଲିଙ୍କ ନୂଆ ବୟାନ । ବିଶ୍ଵକପ କ୍ରିକେଟ ଦଳରୁ ଏହି କ୍ରିକେଟ ଖେଳାଳିଙ୍କୁ ଦଳରୁ ବାହାର କରନ୍ତୁ ।

Spread the love

ବିଶ୍ଵକପ କ୍ରିକେଟରେ ଭାରତୀୟ ଦଳକୁ ନେଇ ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ମତ ପୋଷଣ କରିଚାଲିଛନ୍ତି । ଏହି ସମୟରେ ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ସୌରବ ଗାଙ୍ଗୁଲୀ ନିଜର କିଛି ନିୟାରା ମତ ଦେଇଛନ୍ତି । ଜାଣନ୍ତୁ ଗାଙ୍ଗୁଲୀ କଣ ନିୟାରା ମତ ଦେଇଛନ୍ତି । ଆଇ.ସି.ସି ୨୦୧୯ ବିଶ୍ଵକପ କ୍ରିକେଟ୍ ଆରମ୍ଭ ହେବା ପାଇଁ ଆଉ କିଛି ଅଳ୍ପ ସମୟ ବାକି ରହିଛି । ତେଣୁ ବିଭିନ୍ନ ମିଡିଆରେ ଏହି ବିଷୟକୁ ବାରମ୍ବାର ଚର୍ଚା ଚାଲିଛି । ବିଶ୍ଵକପ କ୍ରିକେଟ୍ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବା ଖେଳାଳିମାନେ ଖୁବ ଜୋରସୋରରେ ନିଜ ଅଭ୍ୟାସ ଜାରି ରଖିଛନ୍ତି । ସବୁ ଦେଶ ନିଜେ ନିଜେ ବିଶ୍ଵକପ କ୍ରିକେଟ ଜିତିବା ପାଇଁ ମତ ଦେଇ ସାରିଲେଣି । ବହୁତ ଗୁଡିଏ ଦେଶ ବିଶ୍ଵକପ କ୍ରିକେଟରେ ଭାଗ ନେଇଥାନ୍ତି କିନ୍ତୁ ଭାରତୀୟ କ୍ରିକେଟ ଉପରେ ସବୁ ଦେଶର ନଜର ରହିଥାଏ । ଆପଣମାନେ ଜାଣିଛନ୍ତି ଭାରତୀୟ କ୍ରିକେଟ ଦଳ ଦୁନିଆର ସବୁଠୁ ଭଲ କ୍ରିକେଟ ଦଳ ଅଟେ । ଏହି ସମୟରେ ଭାରତୀୟ କ୍ରିକେଟ ଦଳ ବିଶ୍ଵକପ କ୍ରିକେଟକୁ ଜିତି କପକୁ ନିଜ ଦେଶ ନାଁ ରେ କରିବା ପାଇଁ ପଡିଆକୁ ଓଲ୍ଲାଇବ । ତା’ହେଲେ ଆସନ୍ତୁ ଜାଣିବେ ଆମର ଏହି ଲେଖାରେ ଆପଣଙ୍କ ପାଇଁ ନୂଆ ଖବର କଣ ଅଛି ।

ବିଶ୍ଵକପ କ୍ରିକେଟରେ ଭାରତୀୟ ଦଳକୁ ନେଇ ବିଭିନ୍ନ ବ୍ୟକ୍ତି ବିଭିନ୍ନ ମତ ପୋଷଣ କରିଚାଲିଛନ୍ତି । ଏହି ସମୟରେ ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ସୌରବ ଗାଙ୍ଗୁଲୀ ନିଜର କିଛି ନିୟାରା ମତ ଦେଇଛନ୍ତି । ଜାଣନ୍ତୁ ଗାଙ୍ଗୁଲୀ କଣ ନିୟାରା ମତ ଦେଇଛନ୍ତି ଯାହାକୁ ଆପଣ ଜାଣି ଆଶ୍ଚର୍ଯ ହୋଇଯିବେ । ସୌରବ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ଦଳରେ କେଉଁ କେଉଁ ଖେଳାଳି ଭାଗ ନେବେ ସେହି ବିଷୟରେ ନିଜ ଅଭିଜ୍ଞତାକୁ ନେଇ ନିଜର ବିଶ୍ଵକପ କ୍ରିକେଟ ଦଳ ପ୍ରସ୍ତୁତ କରିଛନ୍ତି । କେଉଁ ଖେଳାଳି ଖେଳିବେ ଓ କେଉଁ ଖେଳାଳୀ ଦଳରୁ ବିଦା ହେବେ ସେହି ବିଷୟରେ ନିଜର ମତ ପୋଷଣ କରିଛନ୍ତି ସୌରବ ଗାଙ୍ଗୁଲୀ ।

ଗାଙ୍ଗୁଲିଙ୍କ ମତରେ ଏହି ଖେଳାଳିଟି ବିଶ୍ଵକପ କ୍ରିକେଟରେ ଭାରତୀୟ ଦଳରେ ନ ରହିବା ଦରକାର :

ସୌରବ ଗାଙ୍ଗୁଲୀ ମିଡିଆ ସହ କଥାବାର୍ତ୍ତା ସମୟରେ ଅନେକ ଗୁଡିଏ କଥା କହିଛନ୍ତି, ନିଜ କଥା ବାର୍ତ୍ତା ସମୟରେ ଗାଙ୍ଗୁଲୀ ମିଡ଼ିଆକୁ କହିଛନ୍ତି ଯେ ବିଶ୍ଵକପରେ ଅଲରାଉଣ୍ଡରର ଭୂମିକା ବେଶୀ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ଭାରତୀୟ କ୍ରିକେଟ ଦଳ ବିଶ୍ଵକପରେ ଭଲ ଅଲରାଉଣ୍ଡରର ନେବା ଦରକାର । ଭାରତୀୟ ଅଲରାଉଣ୍ଡରର ରବୀନ୍ଦ୍ର ଜାଡ଼େଜାଙ୍କୁ ଗାଙ୍ଗୁଲୀ ବିଶ୍ଵକପ କ୍ରିକେଟ ଦଳରେ ନ ନେବା ପାଇଁ ନିଜର ମତ ପୋଷଣ କରିଛନ୍ତି । ଗାଙ୍ଗୁଲୀ ସିଧା ସିଧା କହିଛନ୍ତି ଯଦି ଭାରତୀୟ ଦଳ ବିଶ୍ଵକପ କ୍ରିକେଟ ଜିତିବାକୁ ଚାହୁଁଛି ତା’ହେଲେ ରବୀନ୍ଦ୍ର ଜାଡ଼େଜାଙ୍କୁ ଦଳରେ ନ ନେବା ଉଚିତ ।

ରବୀନ୍ଦ୍ର ଜାଡେଜା ଓ ବିଜୟ ଶଙ୍କର ମଧ୍ୟରେ ହେବ ଟସ୍ :

ବିଶ୍ୱକପ କ୍ରିକେଟ୍ ରେ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡେଙ୍କ ସ୍ଥାନ ସୁନିଶ୍ଚିତ । କିନ୍ତୁ ଏହା ପରେ ମଧ୍ୟ ଭାରତୀୟ ଟିମ୍ କୁ ଏକ ଅଲରାଉଣ୍ଡରର ଆବଶ୍ୟତା ରହିଛି । ଅନ୍ୟ ଏକ ଅଲରାଉଣ୍ଡର ପାଇଁ ବିଜୟ ଶଙ୍କର ଓ ଜାଡେଜାଙ୍କୁ ମଧ୍ୟେ ହେବ ଟସ୍ । ଜାଡେଜାଙ୍କୁ ଅନୁଭୂତି ଓ ବିଜୟ ଶଙ୍କରଙ୍କ ନୂଆ ଚେହେରା ବିଶ୍ୱକପ ପାଇଁ ଉଭୟଙ୍କ ଆବଶ୍ୟକତା । କିନ୍ତୁ ଭାରତୀୟ କ୍ରିକେଟ୍ ଦଳ ଚୟନ କମିଟି ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ହିଁ ଚୟନ କରିବେ । କିନ୍ତୁ ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ବୟାନ ଦେଇ କହିଛନ୍ତି ଯେ, ବିଜୟ ଶଙ୍କରଙ୍କୁ ବିଶ୍ୱକପରେ ଖେଳିବାର ସୁଯୋଗ ଦେବା ଭାରତୀୟ ଦଳ ପାଇଁ ଉପଯୁକ୍ତ ହେବ ।

ଧୋନି ଓ କୋହଲିଙ୍କ ଅତି ପ୍ରିୟ ଜାଡେଜା :

ସୌରଭ ଗାଙ୍ଗୁଲିଙ୍କ ଏହି ବୟାନ ପରେ ଦେଖିବାକୁ ହେବ କଣ ବିରାଟ କୋହଲି ଜାଡେଜାଙ୍କୁ ବିଶ୍ୱକପ କ୍ରିକେଟ୍ ପାଇଁ ଟିମ୍ ରୁ ବାହାର କରିବେ କି ? ଜାଡେଜା ବିଶ୍ୱକପ କ୍ରିକେଟ୍ ଖେଳିବେ କି ନାହିଁ ଏହା ସମୟ ହିଁ କହିବା ! କିନ୍ତୁ ଜାଡେଜା, କୋହଲି ଓ ଧୋନିଙ୍କ ପ୍ରିୟ ଖେଳାଳି ଅଟନ୍ତି ଏବଂ ଦୁହେଁଙ୍କ ବିଶ୍ୱସ୍ତ ମଧ୍ୟ । ଵିଜୟ ଶଙ୍କର ଓ ଜାଡେଜା ମଧ୍ୟରୁ କିଏ ଦଳରୁ ବାହାରିବା ଏହା ଅଳ୍ପ ସମୟରେ ମଧ୍ୟରେ ହିଁ ଜଣାପଡ଼ିଯିବ ।