ବିମାନ ଆକ୍ରମଣ ପରେ, ଚୀନ ଭାରତକୁ ଦେଲା ବଡ଼ ପରାମର୍ଶ ! ଅଷ୍ଟ୍ରେଲିଆ ଚିନ୍ତା ପ୍ରକାଶ କରିଲେ ।

Spread the love

ଭାରତୀୟ ଲଢୁଆ ବିମାନ ରେ ଆକ୍ରମଣ ହେବା କିଛି ଘଣ୍ଟା ମଧ୍ୟରେ ଚୀନ, ଭାରତ ଓ ପାକିସ୍ତାନ କୁ “ସମୟ ନିର୍ଗମ” କରିବାକୁ କହିଲେ ଓ ଚୀନ ଭାରତକୁ ପରାମର୍ଶ ଦେଲା କି, ନୂଆ ଦିଲ୍ଲୀ ଠାରୁ ଆତଙ୍କବାଦୀ ବିରୋଧରେ ନିଜ ଲଢ଼ିବା ଅନ୍ତରାଷ୍ଟ୍ରୀୟର ସହଯୋଗ ଜରିଆରେ ଚାଲୁ ରଖ । ଚୀନ ର ଏହି ଟିପ୍ପଣୀ ପାକିସ୍ତାନ ଆତଙ୍କର ଜୈସ୍-ଏ-ମହମ୍ମଦ ର ସବୁଠାରୁ ବଡ଼ ଆତଙ୍କ ଶିବିରକୁ ଧ୍ବଂସ କରିବା କେତେ ଘଣ୍ଟା ମଧ୍ୟରେ ଆସିଥିଲା ।

ପାକିସ୍ତାନ ର ଆତଙ୍କବାଦୀ ଶିବିର ଉପରେ ଭାରତ ବିମାନ ଦ୍ୱାରା କରାଯାଇଥିବା ଆକ୍ରମଣ ହେବା ସମ୍ବନ୍ଧରେ ଚୀନ ର ପ୍ରତିକ୍ରିୟା ପଚାରିବାରୁ ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଲୁ କାଙ୍ଗ ମିଡ଼ିଆ କୁ କହିଲେ “ଆମେ ସମ୍ବନ୍ଧିତ ଖବରକୁ ଦେଖିଛୁ” ସେ କହିଲେ କି, ମୁଁ କହିବାକୁ ଚାହୁଁଚି କି “ଭାରତ ଓ ପାକିସ୍ତାନ ଦକ୍ଷିଣ ଏସିଆର ଦୁଇ ମହତ୍ୱପୂର୍ଣ ଦେଶ ଅଟେ । ଦୁହେଁଙ୍କ ମଧ୍ୟରେ ମଧୁର ସମ୍ବନ୍ଧ ଓ ସହଯୋଗ ଦୁଇ ଦେଶର ମଙ୍ଗଳ ହେବ ଓ ଦକ୍ଷିଣ ଏସିଆ ର ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ମହତ୍ତ୍ୱ ଅଟେ । ସେ କହିଲେ ” ଆମେ ଆଶା କରୁଛୁ କି ଭାରତ ଓ ପାକିସ୍ତାନ ସମୟ ନିର୍ଗମ କରିବେ ନିଜ ଦ୍ୱୀପାକ୍ଷିକ ପରସ୍ପର ମଧ୍ୟରେ ଅଧିକ ଦୃଢତା କରିବେ ।

ସେପଟେ ଅଷ୍ଟ୍ରେଲିଆ ର ବିଦେଶ ମନ୍ତ୍ରୀ ମାରିଜ୍ ପାୟନେ tweet କରି ପୁଲୱାମା ଆକ୍ରମଣ ପାଇଁ ଦୁଃଖ ପ୍ରକାଶ କରି ପାକିସ୍ତାନ କୁ ନିନ୍ଦା କରି କହିଲେ, ତାଙ୍କର ସରକାର (ଅଷ୍ଟ୍ରେଲିଆ) ଦୁଇ ଦେଶରେ ବଢୁଥିବା ଅଶାନ୍ତି କୁ ଦେଖି ଚିନ୍ତିତରେ ଅଛନ୍ତି । ସେ କହିଲେ କି ଭାରତ ଓ ପାକିସ୍ତାନ ଆଲଚନା ଜରିଆରେ ଏହି ପରିସ୍ଥିତିର ସମାଧାନ ଖୋଜିବାକୁ ପଡ଼ିବ ।