ନିର୍ବାଚନ ହେବା ତୁରନ୍ତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ 750 କୋଟି ଟଙ୍କା ! ଜାଣନ୍ତୁ ଏହାର କାରଣ ।

Spread the love

ନିର୍ବାଚନ ହେବା ପରେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ 750 କୋଟି ଟଙ୍କା ।

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତ୍ରିପୁରାର ଆର୍ଥିକ ସଙ୍କଟ ଯୋଗୁଁ ବିଶେଷ ଅନୁଦାନ କରିବା ପାଇଁ demand କହିଥିଲେ । ଦେବ ଗୁରବାର ଦିନ ମୋଦିଙ୍କ ସହ ସାଂସଦ ଭବନରେ କଥା ହେଇଥିଲେ ଓ ରାଜ୍ୟ ପାଇଁ ଏକ ବିଶେଷ ଅନୁଦାନ କରିବା ପାଇଁ demand କହିଲେ, ଯାହାଦ୍ୱାରା କି ୨୦୨୧-୨୦୨୨ ଭିତରେ ତ୍ରିପୁରାକୁ ଏକ ଆଦର୍ଶ ରାଜ୍ୟ ରୂପେ ଗଢିବାକୁ ଚାହୁଁଛନ୍ତି ।

କଥାବାର୍ତ୍ତା ସମୟରେ ଦେବ ତ୍ରିପୁରା ସରକାରର ରାଜ୍ୟ ‘ଆଦର୍ଶ ରାଜ୍ୟ’ କରିବା ଦୁଗାରେ ମୋଦିଙ୍କ ବିଶେଷ ପ୍ରୟାସର ଚେଷ୍ଟା କରିଲେ । ତାଙ୍କେ କହିଲେ “କିନ୍ତୁ ଏହି ଲକ୍ଷକୁ ହାସିଲ କରିବାପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନିହାତି ଆବଶ୍ୟକ ଅଟେ ।” ଦେବ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ପାଇଁ ୭୫୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିବା ପରେ ଅତିରିକ୍ତ ୭୫୦ କୋଟିର ଅନୁଦାନ ପାଇଁ demand କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ୮୧ ଅଧୁରା ପରିୟୋଜନାକୁ ପୁର୍ଣ କରିବାପାଇଁ ୩୫୮ କୋଟି ଟଙ୍କା ବିଶେଷ ୟୋଜନା ପାଇଁ demand କରିଥିଲେ । ମୁଖ୍ୟମନ୍ତ୍ରୀ ମୋଦିଙ୍କ ସମକ୍ଷରେ ଅଗରତଲାରେ ଦିନକୁ ଦିନ ହ୍ରାସ ପାଉଥିବା ଉଡାଯାହାଜ ସେବାର ମୁଦ୍ଦା ବି ଉଠେଇଥିଲେ ଓ ଏଥିରେ ତାଙ୍କର ହସ୍ତକ୍ଷେପ କରିବାପାଇଁ demand କରିଥିଲେ ।

ଅଳ୍ପ କେତେଦିନ ପୂର୍ବେ ବିମାନ କମ୍ପାନୀ ଗୁଡିକ ଇଣ୍ଡିଗୋ ଓ ସ୍ପାଇସ ଜେଟ ଓ ଅନ୍ୟ କେତେକ ଅଗରତଲା ରେ ଉଡାଯାହାଜ ର ସେବା କମେଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ କି ତ୍ରିପୁରା ରେ ଏୟର ଇଣ୍ଡିଆ ଓ ଅନ୍ୟ କେତେକ ନିଜର କମ୍ପାନୀ ର ଉଡାଯାହାଜର ସେବା ନହେଉଥିବା ଯୋଗୁଁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛୁ ବୋଲି ଜଣାଇଥିଲେ । ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ଦେବଙ୍କୁ ଆଶ୍ୱାସନା ଦେଲେ କି, କେନ୍ଦ୍ର ସରକାର ତ୍ରିପୁରା ର ସବୁ ମୁଦ୍ଦା ପାଇଁ ନିଜ ସହାୟତା ଜାରି ରଖିବେ ଓ ରାଜ୍ୟର ଉନ୍ନତି ପାଇଁ ସବୁ ଆବଶ୍ୟକତା steps ନେବେ ବୋଲି କହିଲେ ।