ଆଶ୍ଚର୍ଯ୍ୟ ରାତି ୧୨ରେ ଆପେ ଆପେ ଚାଲୁଛି Bike | ସିସିଟିଭିରେ କଏଦ ହେଲା ଦୃଶ୍ୟ ଦେଖନ୍ତୁ !!

Bike

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଶ୍ୱସ ନହେଲେ ବି ସତ । ରାତି ୧୨ପରେ ଆପେ ଆପେ ଚାଲୁଛି ବାଇକ୍ । ସିସିଟିଭି ରେ କଏଦ ହେଲା ଦୃଶ୍ୟ । ଏହି ଘଟଣାଟି କୌଣସି ଅନ୍ୟ ରାଜ୍ୟରେ ନୁହେଁ । ଏହି ଘଟଣା ଘଟିଛି ଓଡିଶାରେ । ରାତି ୧୨ପରେ ମଟର ସାଇକେଲ ଆପେ ଆପେ ଚାଲୁଛି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ଏମିତି କିଛି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ।

ଯାହାର ଭିଡିଓ କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ । ଚିତ୍ରକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା ସୁରେନ୍ଦ୍ର ଦାସ ନିଜ ମଟର ସାଇକେଲକୁ ନିଜ ଘର ଆଗରେ ଥିବା ସୀତାରାମ୍ ଏଣ୍ଟର ପ୍ରାଇଜେସ ନାମକ ଏକ ଦୋକାନ ସମ୍ମୁଖରେ ପାରକିଙ୍ଗ କରୁଥିଲେ । ହେଲେ ୪ତାରିଖ ସକାଳେ ଦେଖିବା ବେଳକୁ ମଟର ସାଇକେଲଟି କିଛି ଦୂରରେ ପଡି ରହିଛି ।

Bike

ପୁଣିଥରେ ଏହାକୁ ଠିକ୍ ଭାବରେ ରଖାଯାଇଥିବା ବେଳେ ତାପର ରାତିରେ ମଧ୍ୟ ଏପରି ବାର ବାର ଘଟିବା ପରେ ସିସିଟିଭି ଭିଡିଓ ଯାଞ୍ଚ କରାଯାଇଥିଲା । ଆଉ ସେଥିରୁ ଯାହା ଦେଖିବାକୁ ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏ ଦୃଶ୍ୟ ଦେଖିବା ପରେ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ବିଜ୍ଞାନ ଯୋଗରେ ଏଭଳି ଅଦ୍ଭୁତ ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏ ଘଟଣାକୁ ନେଇ ଗାଡି ମାଲିକ ସୁରେନ୍ଦ୍ର ଦାସ କହିଛନ୍ତି ଯେ ଏହା କୌଣସି ଭୂତ ପ୍ରେତ ର କାମ ନୁହେଁ । ତାଙ୍କ ଉପରେ କେହି ରାଗ ରଖି ଗୁଣି ଗାରେଡ଼ି କରିଥିବାର ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ